Latest Odisha News

BREAKING NEWS

କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ଯାଏଁ ବ୍ୟାପକ ରକ୍ତ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ରକ୍ତର ଅଭାବ ପୂରଣ ପାଇଁ ଓଡିଶା ମୋ ପରିବାର ପକ୍ଷରୁ ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଯାଏଁ ସପ୍ତାହବ୍ୟାପୀ ୩୨ଟି ସାଙ୍ଗଠନିକ ଜିଲ୍ଲାରେ ରକ୍ତଦାନ ସଂଗ୍ରହ ଅଭିଯାନ ଚାଲିବ । ଏହି…

ଅଗଷ୍ଟରେ କରୋନା ଶୀର୍ଷ ସ୍ତରକୁ ଯାଇ ନିୟନ୍ତ୍ରଣକୁ ଆସିବ: ଆଇଏଲଏସ

ଭୁବନେଶ୍ୱର: ମୌସୁମୀ ଓ ପ୍ରବାସୀଙ୍କ ଯୋଗୁଁ ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଜୁଲାଇ ମାସରେ ଦିନକୁ ସଂକ୍ରମଣ ସଂଖ୍ୟା ୧୬ଶହ ପାଖାପାଖି ପହଁଚିଗଲା । ଏଭଳି ସ୍ଥିତିରେ ଅଗଷ୍ଟ ମାସରେ କରୋନା ସ୍ଥିତି ରାଜ୍ୟରେ ଶୀର୍ଷ ସ୍ତରକୁ ଯାଇ ତାପରେ ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି…

ଆସୁଛି ଖିଲାଡି ଷ୍ଟାର ଅକ୍ଷୟଙ୍କ ନୂଆ ଫିଲ୍ମ !

ମୁମ୍ବାଇ: ଆଗାମୀ ଦିନରେ ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ରକ୍ଷା ବନ୍ଧନ । ଏ ନେଇ ଖୋଦ ଅକ୍କି ସୋସିଆଲ୍ ମିଡିଆରେ କନଫର୍ମ କରିଛନ୍ତି । ଏହି ଫିଲ୍ମଟିକୁ ସେ ନିଜ ଭଉଣୀ ଅଳକାଙ୍କୁ ଡେଡିକେଟ୍ କରିଛନ୍ତି । View this post on Instagram…

ଅଗଷ୍ଟ ୩ୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ଯୁକ୍ତ ୨ ରେଜଲ୍ଟ ଚଳିତ ମାସ ୩ୟ ସପ୍ତାହରେ ପ୍ରକାଶ ପାଇବ ବୋଲି ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ବିଜ୍ଞାନ ଓ ବାଣିଜ୍ୟ…

କଂସେଇ ସାଜିଲା ମଣିଷ, ନିଆଁରେ ଜଳିଲା ମାନବିକତା !

ତାମିଲନାଡୁ: କରୋନା କହରରେ ଥରହର ସାରା ବିଶ୍ୱ । ଏଥିରୁ ଭାରତ ବାଦ୍ ପଡିବ ବା କେମିତି ? । ଭଡାଟିଆଙ୍କୁ କିଛି ମାତ୍ରାରେ ରିହାତି ଦେବାକୁ ଭାରତ ସରକାର ଘର ମାଲିକଙ୍କୁ ପରାମର୍ଶ ଦେଇଥିଲେ । ହେଲେ ଚେନ୍ନାଇରେ କିଛି ବ୍ୟତିକ୍ରମ ହେବା ପରେ ଜଣେ ବ୍ୟକ୍ତି ଆମଦାହ କରିବାକୁ ଉଚିତ ମଣିଥିଲେ ।…

ଦିନ ୩ଟା ଯାଏଁ ଓଡିଶାର ଏସବୁ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୨ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୨ଟା ୧୫ମି.ରୁ ୩ଟା ୧୫ମି. ପର୍ଯ୍ୟନ୍ତ ରାଜ୍ୟର…

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ; ଟପ୍ ୧୦ରେ ସ୍ଥାନ ପାଇଲେ ଓଡିଶାର ଦୁଇ ଜଣ

ଭୁବନେଶ୍ୱର: ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ୨୦୧୯ର ଫଳାଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଏହାର ଟପ୍ ୧୦ ତାଲିକାରେ ଓଡିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି । ସୂଚନାନୁଯାୟୀ, ଅଭିଷେକ ସରାଫ ଓ ସଞ୍ଜିତା ମହାପାତ୍ର ଯଥାକ୍ରମେ ୮ ଓ ୧୦ ର‌୍ୟାଙ୍କରେ ରହିଛନ୍ତି । ଚଳିତ ବର୍ଷ ମୋଟ୍ ୮୨୯…

ଝୁଲଣ ମହୋତ୍ସବ ଉଦଯାପିତ: ମାତାମଠ ଆଶ୍ରମରେ ଭକ୍ତିମୟ ପରିବେଶ, ମଳୟଙ୍କ ସଙ୍ଗୀତ ମନ ମୋହିଲା

ପୁରୀ: ପୁରୀ ଶ୍ୟାମକୁଞ୍ଜ ଗଳିରେ ଥିବା ଗୌରବିହାର (ମାତା ମଠ) ଆଶ୍ରମରେ ଝୁଲଣ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମଠର ଭକ୍ତିମୟ ପରିବେଶ ଏବଂ ପଣ୍ଡିତ ମଳୟ ମିଶ୍ରଙ୍କ ସଙ୍ଗୀତ (ପାରମ୍ପାରିକ) ମନ ମୋହିଥିଲା । ସେ ଓଡିଶୀ, ଛାନ୍ଦ, ଚମ୍ପୁ ଏବଂ କୀର୍ତନ ପରିବେଷଣ କରିଥିଲେ ।…

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା…

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନନ୍ଦିନୀ ଶତପଥୀ। ଜଣେ ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ଭାବେ ପରିଚିତ ନନ୍ଦିନୀ ଦେବୀ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଖୁବ୍ ଘନିଷ୍ଠ ଥିଲେ । ଯିଏକି ଛାତ୍ରୀ ଜୀବନରୁ ହିଁ ରାଜନୀତି ତଥ୍ୟା ସାହିତ୍ୟ ସର୍ଜନା ପ୍ରତି…

ମହାମାରୀ କାଳରେ ସମ୍ବିଧାନ ଓ ସ୍ଵାଧୀନତା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସ୍ଵାଧୀନତା ପାଇବା ସହିତ ଦେଶକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରଭାବରେ ଗଢିବାର ଉଦ୍ୟମ ଆରମ୍ଭ ହେଉଥିବା ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଆମର ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇଏକ ଚମତ୍କାର…