ଟାଇମ୍ସ ଇଞ୍ଜିନିୟରିଂ ର୍ୟାଙ୍କିଙ୍ଗ ସର୍ଭେରେ ଦେଶରେ ୨୩ତମ ସ୍ଥାନ ହାସଲ କଲା ଆଇଟିଇଆର୍
ଭୁବନେଶ୍ୱର: ଟାଇମ୍ସ ଇଞ୍ଜିନିୟରିଂ ର୍ୟାଙ୍କିଙ୍ଗ ସର୍ଭେ ୨୦୨୦ ଅନୁଯାୟୀ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡଟେକ୍ନୋଲୋଜି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)।
ଆଇଆଇଟି-ଭୁବନେଶ୍ୱର…