Latest Odisha News

BREAKING NEWS

ଝାଡଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କୁ କଂଗ୍ରେସ ଦଳର ୯ ବିଧାୟକଙ୍କ ବିରୋଧ !

ରାଂଚି: ଝାଡଖଣ୍ଡରେ ମେଂଟ ସରକାର ଉପରେ ବିପଦ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କୁ ସମର୍ଥନ ଦେଉଥିବା କଂଗ୍ରେସ ଦଳର ୯ ବିଧାୟକ ବିଦ୍ରୋହ କରିଛନ୍ତି । ସେମାନେ ଜେଏମଏମ ମୁଖ୍ୟ ସୋରେନଙ୍କ କାର୍ଯ୍ୟକଳାପ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟସଭା…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ କରାଇବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏବେ ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରୁଛି । ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ମୁମ୍ବାଇ ପୋଲିସକୁ ନିଜ…

ଚୀନକୁ ଚ୍ୟାଲେଞ୍ଜ : ଏଲଏସିରେ ଅତିରିକ୍ତ ୩୫୦୦୦ ଯବାନ ନିୟୋଜିତ କରିବ ଭାରତ

ନୂଆଦିଲ୍ଲୀ: ଚୀନର କୌଣସି ପଦକ୍ଷେପକୁ ଭାରତ ଖାତିର କରୁ ନାହିଁ । ଗୋଇନ୍ଦା ରିପୋର୍ଟରେ ଚୀନ ସେନା ଠୁଳ କରୁଥିବା ଜଣାପଡିବା ପରେ ଭାରତ ଏଲଏସିରେ ୩୫୦୦୦ ଅତିରିକ୍ତ ଯବାନ ନିୟୋଜିତ କରିବା ପାଇଁ ନିଷ୍ପତି ନେଇଛି । ଜୁନରେ ଗଲୱାନ ଘାଟି ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି…

[ଭିଡିଓ] ବୌଦ୍ଧ ସାଧୁଙ୍କ ଅଜବ କାରନାମା !

ସାନ୍ ଫ୍ରାନ୍ସିସ୍କୋ: ପାହାଡ ଚଢିବା ଚା' ପିଇବା ସହ ସମାସ୍କନ୍ଦ ନୁହେଁ । ଖାସ କରି ସଳଖ ଛିଡା ହୋଇଥିବା ପାହାଡରେ ଚଢିବା ପାଇଁ ଅନେକ ପ୍ରଫେସନାଲ ପ୍ରସ୍ତୁତି କରିଥାନ୍ତି । ହେଲେ ଏହିପରି ପାହାଡରେ ଜଣେ ବୌଦ୍ଧ ସାଧୁଙ୍କ କାରନାମା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓରେ ଜଣେ…

କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ସ୍ଥାନ ପାଇଲା ସୋଆ

ଭୁବନେଶ୍ୱର, ୩୦/୭ : ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି) । କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ। ଏହି ସଫଳତା ହାସଲ କରିବା ପରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି ଯେ ଡାଇମଣ୍ଡ ରେଟିଂ ହାସଲ କରିବା…

ରାଷ୍ଟ୍ରୀୟ ସମର ସ୍କାରକୀରେ ଖୋଦେଇ ହେବ ଗଲୱାନ ସହିଦଙ୍କ ନାଁ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାଟିରେ ସହିଦ ହୋଇଥିବା ବୀରଙ୍କୁ ମଳିବ ସମ୍ମାନ । ୨୦ ସହିଦ ଭାରତୀୟ ସୈନିକଙ୍କ ନାଁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସମର ସ୍କାରକୀରେ ଲିପିବଦ୍ଧ କରାଯିବ । ଏଥିପାଇଁ କିଛି ମାସ ସମୟ ଲାଗିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜୁନ ୧୫ ରାତ୍ରିରେ ଗଲଓ୍ଵାନ…

ବିନ୍ଦୁ ସାଗରରୁ ଅଯୋଧ୍ୟା ଗଲା ପବିତ୍ର ଜଳ

ଭୁବନେଶ୍ୱର: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଲାଗି ବିଭିନ୍ନ ତୀର୍ଥ ସ୍ଥାନରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରୁ କଣ୍ଟେନର ଭର୍ତ୍ତି ଜଳ ଅଯୋଧ୍ୟାକୁ ପଠାଯାଇଛି । ଏହି…

ରାଜ୍ୟରେ ୫ ଲକ୍ଷ ଟପିଲା କରୋନା ଟେଷ୍ଟିଂ

ଭୁବନେଶ୍ୱର: ଓଡିଶାରେ ୫ ଲକ୍ଷ ଟପିଛି କରୋନା ଟେଷ୍ଟ ସଂଖ୍ୟା । ଗତ ୧୦ ଦିନ ଭିତରେ ରାଜ୍ୟରେ କୋଭିଡ୍ ଟେଷ୍ଟ ସଂଖ୍ୟା ଲକ୍ଷେ ଟପିଛି । ଅଧିକ ଟେଷ୍ଟ କରାଯାଉଥିବାରୁ ଅଧିକ ପଜିଟିଭ୍ ବାହାରୁଛି ଏବଂ ଆସନ୍ତା ଦିନରେ ରାଜ୍ୟରେ ଟେଷ୍ଟିଂ ଆହୁରି ଅଧିକ କରାଯିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ…

ରାଜ୍ୟରେ ଯଥେଷ୍ଟ ପରିମାଣର ଔଷଧ ରହିଛି: ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟବାସୀଙ୍କୁ ନିଶ୍ଚିନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ପ୍ରେସମିଟ୍ କରି ସରକାର ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଯଥେଷ୍ଟ ଔଷଧ ମହଜୁଦ ରହିଛି । ରାଜ୍ୟବାସୀ ନିଶ୍ଚିନ୍ତ ରୁହନ୍ତୁ । କୋଭିଡ୍ ଟିକା ପ୍ରସ୍ତୁତ…

ଟିକା ଆସିବା ଯାଏଁ କରୋନାକୁ ଦୂର କରିବ ସାମାଜିକ ଟିକା

ଭୁବନେଶ୍ୱର: ରାଜ୍ୟକୁ ଖୁବଶୀଘ୍ର ଆସିବ କରୋନା ଟିକା । ତେବେ ଟିକା ଆସିବା ଯାଏ ସମସ୍ତଙ୍କ ପାଖରେ ରହିଛି କରୋନାକୁ ଦୂର କରିବାର ଟିକା, ସାମାଜିକ ଟୀକା । ରାଜ୍ୟରେ କରୋନା ସ୍ଥିତି ବାବଦରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ କହିଛନ୍ତି ଯେ, ଟୀକା ଆସିବା ଯାଏ…