Latest Odisha News

BREAKING NEWS

ଏହିସବୁ କାର୍ଯ୍ୟ କଲେ ରୋଷ ହୁଅନ୍ତି ମାଆ ଲକ୍ଷ୍ମୀ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁସାରେ ଧନର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ ପ୍ରତ୍ୟେକ ଦିନ ସ୍ୱଚ୍ଛ ଓ ଶୁଦ୍ଧ ଭାବେ ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନର ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୁଏ । ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର…

ଚର୍ଚ୍ଚାରେ ପାକିସ୍ତାନୀ କରୋନା ସେଲ୍‌ଫି !

ପାକିସ୍ତାନ: କ୍ରିକେଟର୍‌ଙ୍କ ସହ ସେଲ୍‌ଫି ନେବା ଓ ତାକୁ ସୋସିଆଲ ମିଡିଆରେ ଅପଲୋଡ୍ କରି କ୍ରେଡିଟ୍ ନେବାକୁ ବହୁତ ମଜା ମିଳେ । ହେଲେ ସେହି ମଜା ଯଦି ଆପଣଙ୍କ ପାଇଁ ସଜା ପାଲଟିଯାଏ, ତେବେ କ'ଣ କରିବେ ଆପଣ ? ଜଣେ ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ ମହମ୍ମଦ ସାହାବ ଘୋରୀକୁ ସେଲ୍‌ଫି ନେବା…

ଜଙ୍ଗଲରେ କିଏ କଲା ମଣିଷ ଶିକାର ?

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ଆସିଛି ଖବର । ଜଙ୍ଗଲରେ ଚାଲିଛି ଦୁଇ ଗୋଡିଆଙ୍କ ଶିକାର । ହେଲେ ପଶୁ ନୁହେଁ ବରଂ ସାମାଜିକ ପ୍ରାଣୀଙ୍କ ଜୀବନ ଏବେ ଶସ୍ତା ହୋଇଯାଇଛି । ବୋଧ ହୁଏ ସେଥିପାଇଁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମିଳିଛି ତିନିତିନିଜଣଙ୍କ ମୃତଦେହ । ଡିମିରିପଦା ପାହାଡ ପାଖ ବାଲିପଟା…

ଜାଣନ୍ତୁ କେମିତି କଟିବ ଆଜିର ଦିନ…

ରାଶି ଫଳ ତା ୩୦-୦୭-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୩୦ ରିଖ ଗୁରୁବାର କର୍କଟ୧୫ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-:  ତୁଳା ଓ କୁମ୍ଭ  ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ବିଛା…

ଚଳିତବର୍ଷ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ମହାତ୍ମାଗାନ୍ଧି ମାର୍ଗ ନୁହେଁ, ଚଳିତବର୍ଷ କରୋନା କଟକଣା ଯୋଗୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ…

ସୁସ୍ଥ ହେଲେ ରେକର୍ଡ ୮୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗୋଟିଏ ଦିନରେ ଏକାଥରକେ ସୁସ୍ଥ ହେଲେ ରେକର୍ଡ ୮୭୮ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୬ ଭୂତାଣୁ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ୨୬ ଜିଲ୍ଲାର ୮୭୮ କରୋନା ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା…

ଆସିଲା ‘କେଜିଏଫ-୨’ର ପୋଷ୍ଟର, ଭୟଙ୍କର ଲୁକ୍‌ରେ ସଂଜୟ ଦତ୍ତ

ମୁମ୍ବାଇ: ସାମ୍ନାକୁ ଆସିଲା ଅପ୍‌କମିଂ ଆକ୍ସନ ଫିଲ୍ମ ‘କେଜିଏଫ-୨ର ପୋଷ୍ଟର । ଏହି ପୋଷ୍ଟରରେ ସଂଜୟ ଦତ୍ତଙ୍କ ଲୁକ୍‌କୁ ରିଲିଜ କରାଯାଇଛି । ଏଥିରେ ସେ ପୁରା ଦମ୍‌ଦାର୍ ଲୁକ୍‌ରେ ନଜର ଆସିଛନ୍ତି । ତାଙ୍କ ଲୁକ୍ ପୁରା ଭୟଙ୍କର ରହିଛି । ସଂଜୟ ଦତ୍ତଙ୍କ ଜନ୍ମଦିନ ଅବସରରେ କେଜିଏଫ୍ ଫିଲ୍ମ…

ବାହୁବଳୀ ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନା ପଜିଟିଭ

ମୁମ୍ବାଇ: ବ୍ଲକବଷ୍ଟର ସୁପର ହିଟ୍ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ସେ ହୋମ୍ କ୍ୱାରେଂଟାଇନ୍‌ରେ ଅଛନ୍ତି । ତାଙ୍କୁ ଏବଂ ତାଙ୍କ ପରିବାର…

ଚାଲିଗଲେ ଋତୁ, ଛାଡିଗଲେ ସ୍ମୃତି…

ଭୁୁବନେଶ୍ୱର: ସବୁଦିନେ ସମସ୍ତଙ୍କୁ ଖବର ଦେଉଥିବା ଲୋକ ଆଜି ନିଜେ ଖବର ପାଲଟିଛି । ଆଉ ନାହାନ୍ତି ଋତୁ ଟହଲ । ଗତକାଲି ଏହି ଖବର ଓଡିଶା ଗଣମାଧ୍ୟମ ସଂସ୍ଥାରେ ଖେଳାଇଦେଇଥିଲା ଶୋକର ଛାୟ । ଗଣମାଧ୍ୟମ ଜଗତର ଜଣେ ଅତ୍ୟନ୍ତ ଭଦ୍ର ଚରିତ୍ର ଆମକୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଉଚ୍ଚ ରକ୍ତଚାପରେ…

ଡାକ୍ତରୀ ଛାତ୍ରୀଙ୍କ ପ୍ଲାଜମା ଦାନ

କଟକ: କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କଲେ ଏସସିବିର ଡାକ୍ତରୀ ଛାତ୍ରୀ । ରାଜ୍ୟର ପ୍ରଥମ ମହିଳା ଭାବେ ସେ ପ୍ଲାଜମା ଦାନ କରିଛନ୍ତି । ସେ କରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ଅନ୍ୟ ରୋଗୀଙ୍କୁ…