Latest Odisha News

BREAKING NEWS

ବୁଧବାର ଭାରତରେ ପହଞ୍ଚିବ ରାଫେଲ ଜେଟ୍‌

ନୂଆଦିଲ୍ଲୀ: ବୁଧବାର ଫ୍ରାନ୍ସରୁ ଭାରତରେ ପହଂଚିବ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍ । ପ୍ରଥମ ଦଫାରେ ୫ଟି ରାଫେଲ୍ ଜେଟ୍ ହରିଆଣାର ଅମ୍ବାଲାରେ ଓହ୍ଲାଇବ । ଏନେଇ ଆଜି ଫ୍ରାନ୍ସରୁ ୫ଟି ଯାକ ଯୁଦ୍ଧ ବିମାନ ଉଡାଣ ଭରିଛନ୍ତି । ଏଥିରେ ୩ଟି ଡବଲ ସିଟର ଓ ୨ଟି ସିଙ୍ଗିଲ ସିଟର ବିମାନ ରହିଛି ।…

କଟକରେ ୬ ଶହ ଟପିଲା କରୋନା ଆକ୍ଟିଭ କେସ୍‌

କଟକ: କଟକରେ ସୋମବାର ଦିନ ୧୩୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮୨୫ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ରାମ ମନ୍ଦିରର ଗର୍ଭ ଗୃହର ୨୦୦୦ ଫୁଟ ତଳେ ଟାଇମ କ୍ୟାପସୁଲ ରଖାଯିବ

ଅଯୋଧ୍ୟା: ଅଯୋଧ୍ୟାରେ ଖୁୂବ୍ ଶୀଘ୍ର ରାମ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଯିବ । ଏହାର ଇତିହାସ ହଜାର ହଜାର ବର୍ଷ ସୁରକ୍ଷିତ ରଖିବା ପାଇଁ ମନ୍ଦିରର ଗର୍ଭଗୃହର ୨୦୦୦ ଫୁଟ ତଳେ ଟାଇମ କ୍ୟାପସୁଲ ରଖାଯିବ । ଏଥିରେ ମନ୍ଦିର ସମ୍ପୂର୍ଣ୍ଣ କାର୍ଯ୍ୟଶୈଳୀ ସହିତ ଆବଶ୍ୟକ ଡାଟା ରହିବ । ଭବିଷ୍ୟରେ ଯେପରି…

ଡୋପ ଟେଷ୍ଟରେ ଧରାପଡି ୨ ବର୍ଷ ବାସନ୍ଦ ହେଲେ ବାଂଲାଦେଶୀ ବୋଲର କାଜି ଇସଲାମ

ଢ଼ାକା: ବାଂଲାଦେଶର ଯୁବ ପେସ ବୋଲର କାଜି ଇସଲାମ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ନିଷିଦ୍ଧ ଡ୍ରଗ୍ସ ସେବନ କରିବା ନେଇ ବାଂଲାଦେଶ ବୋର୍ଡ ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରାଯାଇଛି । ୨୦୧୮ରେ ଏହି ଟେଷ୍ଟ କରାଯାଇଥିଲା । ଜାତୀୟ କ୍ରିକେଟ ଲିଗ୍‌ରେ କରାଯାଇଥିବା ଡୋପ ଟେଷ୍ଟରେ ମଧ୍ୟ ତାଙ୍କ…

ଓଡ଼ିଶାରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ସୋମବାର ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହୋଇଛି । ସମ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ 20 ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ…

‘ଖତରୋଁ କେ ଖିଲାଡି ୧୦’ ଜିତିଲେ ଅଭିନେତ୍ରୀ କରିସ୍ମା ତନ୍ନା

ମୁମ୍ବାଇ: କଲର୍ସ ଚ୍ୟାନଲରେ ପ୍ରସାରିତ ‘ଖତରୋଁ କେ ଖିଲାଡି’ର ସିଜନ୍ ୧୦ର ବିଜେତା ହୋଇଛନ୍ତି ଅଭିନେତ୍ରୀ କରିସ୍ମା ତନ୍ନା । ଯେତେବେଳେ କି ଫାଇନାଲିଷ୍ଟ ଭାବେ କରନ ପଟେଲ୍‌, ଧର୍ମେସ, ବଲରାଜ ଓ ୟେଲାଣ୍ଡେ ରହିଥିଲେ। ସୂଚନାନୁଯାୟୀ, କରୋନା ଭାଇରସ୍ ଓ ତଦଜନିତ ଲକଡାଉନ୍ ଯୋଗୁଁ ଏହାର…

‘ମିସାଇଲ୍ ମ୍ୟାନ୍‌’ଙ୍କ ଆଜି ଶ୍ରାଦ୍ଧବାର୍ଷିକୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଦେଶର ପୂର୍ବତନ ୧୧ ତମ ରାଷ୍ଟ୍ରପତି ତଥା ‘ଭାରତ ରତ୍ନ’ ପାଇଥିବା ଡ. ଏପିଜେ ଅବଦୁଲ୍ କଲାମଙ୍କ ଆଜି ଶ୍ରାଦ୍ଧବାର୍ଷିକୀ । ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ୮୩ ବର୍ଷ ବୟସରେ ସେ ମେଘାଳୟ ସ୍ଥିତ ଆଇଆଇଏମ ସିଲଂରେ ଛାତ୍ରଛାତ୍ରୀଙ୍କୁ ଅଭିଭାଷଣ ଦେଉଥିବା ବେଳେ ଅଚାକନ ମୃତ୍ୟୁବରଣ…

ଏଥର ସାବାଡ କରିବ ‘ସ୍ପେଶାଲ ୪୪’

ନୂଆଦିଲ୍ଲୀ; ଆତଙ୍କୀ ଗତିବିଧିରେ ସାମିଲ ଥିବା ବ୍ୟକ୍ତିଙ୍କ ସାବାଡ କରିବା ପାଇଁ କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି।ୟୁଏପିଏ ସଂଶୋଧନ ବିଧେୟକର ନୂତନ ଆଇନ ଆଧାରରେ ରୁଜୁ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନୂତନ ଟିମ୍ ଗଠନ କରିଛନ୍ତି। ଏହି…

ଗେହଲଟଙ୍କୁ ଗ୍ରୀନ୍ ସିଗ୍‌ନାଲ ଦେଲେ ରାଜସ୍ଥାନ ରାଜ୍ୟପାଳ

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ଗେହଲଟ ସରକାରଙ୍କୁ ମିଳିଛି ଗ୍ରୀନ୍ ସିଗ୍‌ନାଳ । ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ ସରକାରଙ୍କୁ ନିଃସର୍ତ୍ତ ବିଧାନସଭା ଅଧିବେଶନ ଡକାଇବାକୁ ଅନୁମତି ଦେଇଛନ୍ତି। ରାଜ୍ୟପାଳ ନିଜର ନିର୍ଦ୍ଦେଶରେ କହିଛନ୍ତି ସରକାର ବର୍ତ୍ତମାନ ପରିସ୍ଥିତିରେ ୨୧…

୩ ଲୁଟେରା ଗିରଫ, ୧୫ ଗ୍ରାମ ସୁନା ସହ ବନ୍ଧୁକ ଜବତ

ଭୁୁବନେଶ୍ୱର: ଧରା ପଡିଲେ ୩ ଲୁଟେରା । କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିବା ୩ ଲୁଟେରାଙ୍କୁ କମିଶନରେଟ ପୋଲିସ କାବୁ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୧୦ ଗ୍ରାମର ସୁନା ଚେନ୍‌, ୫ ଗ୍ରାମର ସୁନା ଲକେଟ୍‌, ମୋବାଇଲ୍‌…