Latest Odisha News

BREAKING NEWS

ଦୁଇ ଜଣଙ୍କୁ ଟାଣି ନେଲା କୁମ୍ଭୀର: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଗାଧୋଉଥିବା ବେଳେ ଏକା ସଙ୍ଗେ ଦୁଇ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି ବରୁଣା ପଞ୍ଚାୟତ ପାରି ମୁକୁନ୍ଦପୁର ଗାଁରେ । ସୂଚନାଯୋଗ୍ୟ ଯେ, ଖରସ୍ରୋତା ନଦୀରେ ୧୬ବର୍ଷର ବାଳକ ରୁଦ୍ର…

ଓଏଏସ୍ ଅନିଶା ଦାସ ନିଲମ୍ବିତ

ଭୁୁବନେଶ୍ୱର: ଓଏଏସ ଅଧିକାରୀ ଅନିଶା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର‌୍ୟ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଡକ୍ୱାର୍ଟର ନଛାଡିବାକୁ ଅନିଶାଙ୍କୁ…

ପୁରୀ ପେଣ୍ଠକଟାରେ ଉତ୍ତେଜନା: କରୋନା ରିିପୋର୍ଟ ନ ଦେଖିଲେ, ହସ୍ପିଟାଲ ଯିବୁନି

ପୁରୀ: ପୁରୀ ପେଣ୍ଠକଟାରେ ଉତ୍ତେଜନା । କରୋନା ଟେଷ୍ଟକୁ ନେଇ ଲୋକଙ୍କ ପ୍ରବଳ ବିରୋଧ । କରୋନା ନମୂନା ପରୀକ୍ଷା ରିପୋର୍ଟ ଦେଖିବାକୁ ଅଡି ବସିଛନ୍ତି ଲୋକେ । ରିପୋର୍ଟ ନଦେଖିବା ଯାଏଁ ହସ୍ପିଟାଲ ଯିବୁନି ବୋଲି କହିଛନ୍ତି ଲୋକେ । ଅଭିଯୋଗ ଅନୁସାରେ, ସ୍ଥାନିଅ ଅଂଚଳର କିଛି ଲୋକଙ୍କୁ ଲକ୍ଷଣ…

କାଳିଆ ଟଙ୍କା ନଫେରାଇବାକୁ ବିଜେପିର ପରାମର୍ଶ

ଭୁବନେଶ୍ୱର: କାଳିଆ ଟଙ୍କା ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ କରିବାକୁ ନେଇ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଘେରିଛନ୍ତି । ସେ ଚାଷୀମାନଙ୍କୁ କାଳିଆ ଟଙ୍କା ନଫେରାଇବାକୁ…

କରୋନା ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍ ବିଶ୍ଵବିଦ୍ୟାଳୟ

ଭୁବନେଶ୍ୱର: ଓଡିଶା, ଭରତ ଓ ସମଗ୍ର ବିଶ୍ଵରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ସମଗ୍ର ବିଶ୍ଵବାସୀ ପ୍ରଭାବିତ ହେଉଛନ୍ତି।ଯେଉଁଥିରୁ ଓଡିଶା ରାଜ୍ୟ ମଧ୍ୟ ବାଦ ପଡିନାହିଁ। ଓଡିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କ ମଧ୍ୟ…

ଆଦର୍ଶ ଯୁବଗାୟକ : ଜୟଚନ୍ଦ୍ର ବଡଦଳାଇ

ବର୍ତ୍ତମାନର ପ୍ରତିଭାଧର ଯୁବ ଗାୟକମାନଙ୍କ ମଧ୍ୟରେ ଅନ୍ୟତମ ଜୟଚନ୍ଦ୍ର ବଡଦଳାଇ । ଖୁବ୍ କମ୍ ସମୟ ମଧ୍ୟରେ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଜୟଚନ୍ଦ୍ର । ୧୯୮୨ ମସିହା ଆଷାଢ ମାସ ଏକାଦଶୀ ଦିନ ପୁରୀ ଜିଲ୍ଲା ବ୍ରହ୍ମଗିରି…

ଏନ୍‌କାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଏନ୍‌କାଉଂଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସୀମାନ୍ତ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ ଆଜି ସକାଳେ ମାଓବାଦୀ ଏବଂ ଆନ୍ଧ୍ରର ଗ୍ରେହାଉଣ୍ଡ ମଧ୍ୟରେ…

ଆସିଲା ବଲିଉଡ୍ ଫିଲ୍ମ ‘ଥ୍ରିଲର୍’ର ଫାଷ୍ଟ ଲୁକ୍; ଲିଡ୍ ରୋଲରେ ଓଡିଆ ଝିଅ ଅପସରା

ଭୁବନେଶ୍ୱର: ବଲିଉଡ୍ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ‘ଥ୍ରିଲର୍’ ଫିଲ୍ମର ପୋଷ୍ଟର ରିିଲିଜ ହୋଇଯାଇଛି । ଯେଉଁଥିରେ ଦର୍ଶକେ ଓଡିଆ ଝିଅ ଅପସରା ରାଣୀଙ୍କୁ ଦେଖିବାକୁ ପାଇବେ । ଏସମ୍ପର୍କରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ନିଜେ ରାମ ଗୋପାଳ ବର୍ମା ।…

କରୋନା ବିପତ୍ତି ଯାଇନି, ସତର୍କ ରହିବାକୁ ପଡିବ: ମୋଦି

ନୂଆ ଦିଲ୍ଲୀ: କରୋନା ବିପତ୍ତି ଦେଶରୁ ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତ ଗତିରେ ମାଡି ଚାଲିଛି । ତେଣୁ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କରୋନା ମହାମାରୀ ନେଇ କିଛି ଏଭଳି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।…

‘କାରଗିଲ୍ ବିଜୟ ଦିବସ’ରେ ବୀର ସହିଦଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ହେଉଛି ‘କାରଗିଲ୍ ବିଜୟ ଦିବସ’ । ୧୯୯୯ ମସିହା ଆଜିର ଦିନରେ ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ‘ଅପରେସନ ବିଜୟ’ ଅଭିଯାନ ସଫଳ ହୋଇଥିଲା । ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାଣ୍ଡ ଆନିମେସନ୍ ଜରିଆରେ…