Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ]: ବିଜୟ ଦିବସ ଅବସରରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ 'ନ୍ୟାସନାଲ ୱାର ମେମୋରିଆଲ' ଠାରେ ବୀର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ସହ ଥିଲେ ଏମଓଏସ ଡିଫେନ୍ସ ଶ୍ରୀପଦ ନାୟକ ଏବଂ ତିନିଜଣ ସେବା ମୁଖ୍ୟ…

ଜୁଲାଇ ୨୮ ପରେ ବଢିବ ବର୍ଷାର ପରିମାଣ: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଖରାର ପ୍ରଭାବ । ମୌସୁମୀ ଦୁର୍ବଳ ରହିଥିବା କାରଣରୁ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଯାହାପରେ ରାଜ୍ୟରେ ଧୀରେଧୀରେ ବର୍ଷାର…

ବ୍ରାଜିଲରେ ସଙ୍ଗିନ ହେଉଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୫୧ ହଜାର ଆକ୍ରାନ୍ତ, ୧୨ ଶହରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କହର। ବ୍ରାଜିଲରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ । ସେହିପରି ଏଠାରେ ୨୪ ଘଣ୍ଟାରେ ୧୨ ଶହ ରୁ ଅଧିକ ମୁଣ୍ଡ ନେଇଛି କରୋନା । ଏଠାରେ ୨,୩୯୪,୫୧୩ ମୋଟ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ…

ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ୍

ସମ୍ବଲପୁର: ସମ୍ବଲପୁରରେ ଆଜିଠାରୁ ଆରମ୍ଭ ହେଉଛି ସଟଡାଉନର ଦ୍ୱିତୀୟ ପର୍ଯ୍ୟାୟ । ୨୬ ତାରିଖରୁ ୩୧ ତାରିଖ ଯାଏଁ ଏହି କଟକଣା ଜାରି ରହିବା ନେଇ ସୂଚନା ମିଳିଛି । ଏହି ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟର କଟକଣା କିଛିଟା କୋହଳ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏଠାରେ…

ଦିନକୁ ୧୦ ଗ୍ଲାସରୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ୱର: ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିନକୁ ୮-୧୦ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୁରେଇ ରହିଥାଏ । ତେବେ କଣ ଆପଣ ଜାଣନ୍ତି ଦିନକୁ ଦରକାର ଠାରୁ ଅଧିକ ପାଣି ପିଇଲେ କି କି ଅସୁବିଧା ହୋଇଥାଏ... ଦିନକୁ ଦରକାରଠାରୁ ଅଧିକ ପାଣି…

‘କାରଗିଲ ବିଜୟ ଦିବସ’: ପାକିସ୍ତାନ ସହ ଯୁଦ୍ଧ କରି ବିଜୟ ହୋଇଥିଲା ଭାରତୀୟ ସେନା

ଭୁବନେଶ୍ୱର: ‘କାରଗିଲ୍ ବିଜୟ ଦିବସ’କୁ ପୁରିଲା ୨୧ ବର୍ଷ । ୧୯୯୯ ମସିହା ଆଜିର ଦିନରେ ଦୁଷ୍ଟ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ମାନେ । କଶ୍ମୀରର କାରଗିଲ୍ ଜିଲ୍ଲାରେ ୧୯୯୯ ମସିହା ମେ ୩ ତାରିଖ ରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିଥିଲା ଏହି ମହାସମର । ଭାରତର ଏବଂ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୭-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୬ ରିଖ ରବିବାର କର୍କଟ ୧୧ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର: ମେଷ ରାଶିର  ଘାତ ଚନ୍ଦ୍ର: ବୃଷ ରାଶି ପୁରୁଷ ଧନୁ ରାଶି…

ଅତ୍ୟଧିକ ଲୁଣ ଖାଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା !

ଭୁବନେଶ୍ୱର: ଖାଦ୍ୟ ଯେତେ ସ୍ଵାଦିଷ୍ଟ ହୋଇଥିଲେ ମଧ୍ୟ ଯଦି ସେଥିରେ ଲୁଣ ପଡି ନଥାଏ ତେବେ ତାହା ସ୍ଵାଦହୀନ ହୋଇଯାଏ । କିଛି ଲୋକ ଆବଶ୍ୟକ ନଥିଲେ ମଧ୍ୟ ଖାଦ୍ୟରେ ଲୁଣ ପକାଇ ଖାଇଥାନ୍ତି । ଲୁଣରେ ଆୟୋଡିନ ଭରପୁର ମାତ୍ରାରେ ରହିଥାଏ । ତେଣୁ ଏହା ଆମ ଶରୀର ପ୍ରତି ଦରକାରୀ ହୋଇଥାଏ । ସେହିପରି…

ରାଜଧାନୀ ଆକାଶରେ ଧୂମକେତୁ: ଖାଲି ଆଖିରେ ଦେଖୁଛନ୍ତି ଲୋକ

ଭୁବନେଶ୍ୱର: ରାଜଧାନୀ ଆକାଶରେ ଦୃଶ୍ୟମାନ ହେଉଛି ଧୂମକେତୁ ।ଫଟୋଗ୍ରାଫର ରାକେଶ ରାଉଳ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ ଟେଲି ଲେନ୍ସରେ କଏଦ କରିଛନ୍ତି। ପଠାଣି ସାମନ୍ତ ପ୍ଲାନେଟାରିୟମ କର୍ତ୍ତୃପକ୍ଷ ଏହି ଫଟୋ ଧୂମକେତୁ ସି/୨୦୨୦ ଏଫ୍-୩ ବୋଲି ସ୍ପଷ୍ଟ କରିଛନ୍ତି। ଏହି ବିରଳ ମହଜାଗତିକ…

କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ

ଯାଜପୁର: ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ଅଛି ପେଟକୁ ୨ ଓଳି ୨ ମୁଠା ଦାନା । ଭୋକ ଉପାସରେ ଏକ କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ । ଏଭଳି ଏକ ଦୃଶ୍ୟ ସମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଂଟିଆ ଗ୍ରାମରୁ । ଏହି ଗାଁର ପରମେଶ୍ୱର ଜେନା ଓ ତାଙ୍କ ପରିବାର ।…