ଜାତୀୟ କ୍ରୀଡା ପୁରସ୍କାରରେ ରେକର୍ଡ ସଂଖ୍ୟକ ଆବେଦନ
ନୂଆଦିଲ୍ଲୀ:ଚଳତି ବର୍ଷ ଜାତୀୟ କ୍ରୀଡା ପୁରସ୍କାର ପାଇଁ ରେକର୍ଡ ସଂଖ୍ୟକ ଆବେଦନ ଆସିଛି । କ୍ରୀଡା ମନ୍ତ୍ରଣାଳୟ ନିକଟକୁ ୫୦୦ରୁ ଅଧିକ ଆବେଦନ ଆସିଥିବା ବେଳେ ୪୨ ଖେଳରତ୍ନ ପୁରସ୍କାର ପାଇଁ ରହିଛି । ଜୟଲକ୍ଷ୍ମୀ, ଅନୂସୁୟା, ସଭ୍ୟା, ସମ୍ପୂର୍ଣ୍ଣା ଓ ମଣିକନ୍ଦନ ପରି ଅପରିଚିତ ଖେଳାଳିମାନେ ମଧ୍ୟ…