କେଉଁଠୁ ଆସିଛି ‘କରୋନା’? ଜାଣିବା ପାଇଁ ଆସନ୍ତା ମାସରେ ଚୀନ୍ ଗସ୍ତ କରିବେ ବିଶେଷଜ୍ଞ ଦଳ;…
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୁଖ୍ୟ କହିଛନ୍ତି ଯେ କରୋନା ମହାମାରୀର ଆରମ୍ଭ ଜାଣିବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଏକ ଦଳ ଚୀନ୍ ଗସ୍ତ କରିବେ। ଡିସେମ୍ବର ୨୦୧୯ ରେ ଉହାନ ସହରରେ ପ୍ରଥମେ କରୋନା ମାମଲା…