Latest Odisha News

BREAKING NEWS

କେବଳ ଆତ୍ମନିର୍ଭରଶୀଳ ଭାରତ ନୁହେଁ ବରଂ, ଏହି ଲକ୍ଷ୍ୟକୁ କେତେ ଶୀଘ୍ର ହାସଲ କରିବା ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ;…

ନୂଆଦିଲ୍ଲୀ: ASSOCHAM ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ନିଜର ଶକ୍ତି ଉପରେ ନିର୍ଭର କରି ଆତ୍ମନିର୍ଭରଶୀଳ ଭାରତକୁ ଅଗ୍ରଗତି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସମୟରେ ମଧ୍ୟ ଭାରତରେ ରେକର୍ଡ ଏଫଡିଆଇ ଆସିଛି। ଏହି ଲକ୍ଷ୍ୟ…

ବିଜେପିର ମିଶନ ପଶ୍ଚିମବଙ୍ଗ: ମେଦିନାପୁରରେ ଆଜି ଅମିତ ଶାହଙ୍କ ସମାବେଶ

କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ତାପୂର୍ବରୁ ଆରମ୍ଭ ହେଲାଣି ସମରସଜା । ବିଜେପି ଆରମ୍ଭ କରିଛି ମିଶନ ପଶ୍ଚିମବଙ୍ଗ । ନିକଟରେ ବିଜେପ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଦୁଇ ଦିନିଆ ଗସ୍ତରେ ଯାଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଥିଲେ । ଆଜି ପହଞ୍ଚିଛନ୍ତି…

ଭାଇରାଲ୍‌ ହେଉଛି ରେମୋଙ୍କ ସ୍ଲୋ ମୋସନ୍‌ ଭିଡିଓ; ହସ୍ପିଟାଲ‌ରୁ ଡିସ‌ଚାର୍ଜ ପରେ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ…

ନୂଆଦିଲ୍ଲୀ: ବଲିଉଡର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜା ହୃଦଘାତର ଶିକାର ହେବା ପରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ…

ଭିଜିଲାନ୍ସ ଜାଲରେ ବାଣୀ ବିହାର DDCEର ବରିଷ୍ଠ କିରାଣି, ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଣୀ ବିହାର ଡିଡିସିଇର ବରିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ତାଙ୍କ ନାଁ ଅଶୋକ କୁମାର ମିଶ୍ର । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି । ଭୁବନେଶ୍ୱର…

ଚର୍ଚ୍ଚାରେ ଉର୍ବଶୀଙ୍କ ଶାଢୀ; ଶାଢୀର ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌

ମୁମ୍ବାଇ: ଅଭିନୟଠୁ ନେଇ ନିଜର ସୁନ୍ଦରତାକୁ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ବଶୀ ରାଉ‌େତଲା। ନିଜ ଷ୍ଟାଇଲିଷ୍ଟ୍‌ ପୋଷାକ ପିନ୍ଧିବା ଶୈଳୀକୁ ନେଇ ମଧ୍ୟ ଉର୍ବଶୀ ଅନେକ ସମୟରେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଉର୍ବଶୀ ଚଣ୍ଡିଗଡ଼ରେ ନିର୍ମାତା ରଣଜା…

କମୁଛି ଦୈନିକ ଡେଥ୍ କେସ୍: ରାଜ୍ୟରେ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୩ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଦୁଇ ଜଣ ପୁରୁଷ ଓ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ଜଗତସିଂହପୁର ଜିଲ୍ଲାରୁ ଜଣେ ୮୨ବର୍ଷୀୟ କରୋନା ସଂକ୍ରମିତ…

ରାଜ୍ୟର ୨୬ ଜିଲ୍ଲାରୁ ୩୫୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ ଚାରି ଶହ ତଳେ ରହୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୫୬ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୭ଟି ।…

ଆଭ୍ୟନ୍ତରୀଣ କନ୍ଦଳ ଓ ସଂକଟ ଦୂର କରିବାରୁ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ସହ ସୋନିଆଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳ ଦୂର ସହ ସଂଗଠନକୁ ସୁଦୃଢ଼ କରିବା ନେଇ ସୋନିଆ ଗାନ୍ଧିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିଲ୍ଲୀ ୧୦ ଜନପଥ ସ୍ଥିତ ସୋନିଆ ଗାନ୍ଧିଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ଏଥିରେ ଅସନ୍ତୁଷ୍ଟ ୨୩ ଜଣ ବରିଷ୍ଠ ନେତାଙ୍କ ସହ ବିଭିନନ୍ ପ୍ରସଙ୍ଗରେ…

ଅଣୁଗଳ୍ପ: ବାପା

ଅମ୍ବିକେଶ ରାଉତ ଗଳ୍ପ - ଏକ ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ଲଢେଇ କରି ଜାତିସଂଘରୁ ପୁରସ୍କୃତ ହୋଇଥିବା ମନୋହର ବାବୁ, ପୁଅ ହେବା ଖୁସିରେ ୫ କେଜି ମିଠା ବାଣ୍ଟିବା ସହ ହସ୍ପିଟାଲ ଷ୍ଟାଫଙ୍କୁ ଭଲ ଦି ପଇସା ଖର୍ଚ୍ଚ କରିବାକୁ ଦେଇଥିଲେ । ମନେ ମନେ ସ୍ୱର୍ଗତୋକ୍ତି କଲା ଭଳି କହୁଥିଲେ,…

ହ୍ୱାଇଟ୍ ହାଉସ୍‌ର ସହକାରୀ ପ୍ରେସ୍‌ ସଚିବ ହେଲେ ଭାରତୀୟ ବଂଶୋଦ୍ଭବ ବେଦାନ୍ତ ପଟ୍ଟେଲ

ୱାଶିଂଟନ୍: ଯୁକ୍ତରାଷ୍ଟ୍ରର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ଆମେରିକୀୟ ବେଦାନ୍ତ ପଟେଲଙ୍କୁ ସହକାରୀ ପ୍ରେସ ସଚିବ ଭାବେ ଘୋଷଣା କରିଛନ୍ତି। ପଟେଲ ବର୍ତ୍ତମାନ ବାଇଡେନ୍‌ ଇଣ୍ଟିଗ୍ରାଲର ବରିଷ୍ଠ ମୁଖପାତ୍ର ଏବଂ ବାଇଡେନ୍‌ ଅଭିଯାନର ଏକ ଅଂଶ ମଧ୍ୟ ରହିଛନ୍ତି। ସେଠାରେ ସେ…