Latest Odisha News

BREAKING NEWS

ଭାରତ-ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ, ଦେପସାଙ୍ଗ-ଗୋଗରା-ହଟ୍ ସ୍ପ୍ରିଙ୍ଗକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ପ୍ୟାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନ୍ୟ ପ୍ରତ୍ୟାହାର ପରେ ଭାରତ ଓ ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ ବସୁଛି । ଏହି ବୈଠକରେ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ, ଗୋଗରା ଓ ଦେପସାଙ୍ଗ କ୍ଷେତ୍ରରୁ ସୈନିକ ହଟାଇବା ପ୍ରସଙ୍ଗରେ ଆଲୋଚନା ହେବ । ଏହି ବୈଠକ ଏଲଏସିର ଚୀନ…

କବିତା : ଡଙ୍ଗା

ନାରାୟଣ ସାହୁ  ଏଇଠି ,, ଏଇଠି ଗୋଟିଏ ଡଙ୍ଗା ଥିଲା ନା ' ତା ବାଉରୀ! ସେ ନଈରେ ପାଣି କାଟି ଜିତିପାରେ କୂଳ ସେ ପବନରେ ଆଙ୍କିପାରେ ନିଜ ସିଂହାସନ ସେ ପଥରରେ ଦେବୀ ପୂଜେ ପକ୍ଷୀ ତାର ଦିଗ ଆଉ ମାଛ ତା' ବାହାନ! ବାଉରୀ ବାଉରୀ ବୋଲି ଡାକିଦିଏ ମଦନା "ଓ" ବୋଲି ଦକ୍ଷିଣରୁ ଭାସି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୦-୨-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଫେବୃୟାରୀ ତା୨୦ ରିଖ ଶନିବାର କୁମ୍ଭ ୯ ଦିନ ମାଘ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଆଜିର ଘାତ ବାର- ବୃଷ, ସିଂହ ଓ କନ୍ୟା ରାଶିର ଆଜିର ଘାତ ଚନ୍ଦ୍ର- ବିଛା ରାଶି…

ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧

ଭୁବନେଶ୍ୱର: ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବ କୃଷି ଓଡିଶା-୨୦୨୧ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହା ଚାଲିବ । ଚଳିତ ବର୍ଷ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଏହା ଆୟୋଜିତ ହେବ । ଏ ନେଇ ଆଜି କୃଷି ଭବନରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଅରୁଣ…

ଜଜ୍‌ଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇ ଗିରଫ

ବୁଗୁଡା : ଜଜଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇଙ୍କୁ ଗିରଫ କରିଛି ବୁଗୁଡା ପୋଲିସ । ଗିରଫ ଏଏସ୍‌ଆଇଙ୍କ ନାଁ ସୂର୍ଯ୍ୟନାରାୟଣ ବେହେରା । ସୂଚନା ଅନୁଯୟୀ, କରଚୁଲି ଗାଁର ବିଜୟ ବେହେରା ଓରଫ ବାବୁଲି ନିଜ ପୁତୁରାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜାନୁଆରୀ…

ଲାଲୁଙ୍କୁ ମିଳିଲାନି ଜାମିନ

ରାଞ୍ଚି : ପୁଣି ନିରାଶ ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । କାରଣ ଲାଲୁଙ୍କୁ ଏଥର ବି ମିଳିଲାନି ଜାମିନ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଗୋଖାଦ୍ୟ ଦୁର୍ନୀତି…

ଓସ୍କାର ଦୌଡରେ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ଭୁବନେଶ୍ବର : ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର । କାରଣ ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ନୀଳ ମାଧବ ପଣ୍ଡାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମକୁ ଜେନେରାଲ କାଟେଗୋରୀର…

ରାଜ୍ୟରେ କଡ଼ାକଡ଼ି ହେବ କୋଭିଡ୍ ନିୟମ, ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି

ଭୁବନେଶ୍ବର : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡ଼ିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ…

ହାତୀ ମୃତ୍ୟୁର କାରଣ ଖୋଜା : ଭବାନୀପାଟଣାରେ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ କେମିତି ହେଲା ହାତୀଙ୍କ ମୃତ୍ୟୁ । ଏହାର ଅନୁଧ୍ୟାନ ପାଇଁ ଭବାନୀପାଟଣାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ଟିମ୍ । ପୂର୍ବରୁ ୪ ଜଣିଆ ଟିମ୍ ଆସିବେ ବୋଲି ସ୍ଥିର ହୋଇଥିଲା । ହେଲେ ୪ ଜଣିଆ ଟିମରୁ ଆସାମ ଭେଟନାରୀ କଲେଜର ପଦ୍ମଶ୍ରୀ ଡଃ କେକେ…

ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏନେଇ ପ୍ରଜ୍ଞା ଠାକୁରଙ୍କ…