ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର
ଭୁବନେଶ୍ୱର: ଭାରତର ସ୍ବାଧୀନତା ଆନ୍ଦୋଳନରେ ନିଜର ଅବଦାନ ପାଇଁ ଓଡିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଗଷ୍ଟ ୯ ତାରିଖରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ।
ପ୍ରତିବର୍ଷ ଅଗଷ୍ଟ ୯ ରେଏହି ସମ୍ମାନ ଜନକ ପୁରସ୍କାର ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ । ଏହି…