Latest Odisha News

BREAKING NEWS

ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ସେମାନେ ହୋମ୍ ଆଇସୋଲେସନରେ ଥିଲେ । ଏବେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ହସ୍ପିଟାଲକୁ ସ୍ଥାନାନ୍ତର…

ଭିଭୋର ସବ୍ ବ୍ରାଣ୍ଡ iQOO U1 ମଧ୍ୟମ ବଜେଟ୍ ସ୍ମାର୍ଟଫୋନ ଲଞ୍ଚ, ୪୮ ମେଗାପିକ୍ସେଲ ଟ୍ରିପଲ୍ ବ୍ୟାକ କ୍ୟାମେରା ସହ ଆସିବ

ଭିଭୋର ସବ୍ ବ୍ରାଣ୍ଡ iQOO U1 ମଧ୍ୟମ ବଜେଟ୍ ସ୍ମାର୍ଟଫୋନ ଲଞ୍ଚ, ୪୮ ମେଗାପିକ୍ସେଲ ଟ୍ରିପଲ୍ ବ୍ୟାକ କ୍ୟାମେରା ସହ ଆସିବ ନୂଆଦିଲ୍ଲୀ: ଭିଭୋର ସବ୍ ବ୍ରାଣ୍ଡ iQOO ଅତୀତରେ ୧୨୦ ହର୍ସ ଡିସପ୍ଲେ ବୈଶିଷ୍ଟ୍ୟ ସହିତ ଏହାର iQOO Z1x ଲଞ୍ଚ କରିଥିଲା | ଏହି ସ୍ମାର୍ଟଫୋନ୍ କୁ କ୍ୱାଲକମ୍…

ସାମସଙ୍ଗ ଲଞ୍ଚ କଲା ବଜେଟ୍ ସ୍ମାର୍ଟଫୋନ ଗାଲାକ୍ସି M01s, ଆସନ୍ତୁ ଜାଣିବା ଫିଚର୍ସ ବିଷୟରେ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍ ନିର୍ମାତା ସାମସଙ୍ଗ ଭାରତରେ ଆଉ ଏକ ବଜେଟ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଗତ ବର୍ଷ ଆରମ୍ଭ ହୋଇଥିବା ଗାଲାକ୍ସି ଏମ ସିରିଜ୍ ଅଧୀନରେ ଏହି ସ୍ମାର୍ଟଫୋନ୍ କମ୍ପାନୀ ଦ୍ୱାରା ଲଞ୍ଚ କରାଯାଇଛି। ସାମସଙ୍ଗ ଗାଲାକ୍ସି M01s କମ୍ପାନୀ ଦ୍ୱାରା ଭାରତରେ ୯,୯୯୯…

ଦକ୍ଷିଣ ଭାରତ ମନ୍ଦିରର କୋଟି କୋଟି ଅଳଙ୍କାର ଏବେ ମଧ୍ୟ ରହିଛି ଅଜ୍ଞାତ ସ୍ଥାନରେ , ଏହା ଉପରେ ଅନ୍ତର୍ଜାତୀୟ ଲୁଟେରାଙ୍କ…

ଚେନ୍ନାଇ: ପଦ୍ମନାଭସ୍ୱାମୀ ମନ୍ଦିର ସମ୍ପତିର ଝଲକ(୧ ଲକ୍ଷ କୋଟି) ମିଳିବା ପରେ ଦେଶ, ବିଦେଶରେ ଏହାର ଚର୍ଚ୍ଚା ଜୋର ଧରିଥିଲା । ପୂର୍ବରୁ ଏହି ଧନ ଲୋଭରେ ଅନେକ ଥର ହିନ୍ଦୁ ମନ୍ଦିରକୁ ଲୁଣ୍ଠନ କରାଯାଇଛି । ଏ ସବୁ ସତ୍ୱେ ଅନେକ ସମ୍ପତି ଏବେ ମଧ୍ୟ ମନ୍ଦିରଗୁଡିକରେ ରହିଛି । ବିଶେଷ କରି କେରଳ…

ରାଜଧାନୀର ୟୁନିଟ୍‌-୪ ମାଛ ମାର୍କେଟକୁ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର: ୟୁନିଟ୍ ୪ ମାଛ ମାର୍କେଟର ସାତ ଜଣ ମାଛ ଦୋକାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ବିଏମସି ପକ୍ଷରୁ ମାର୍କେଟକୁ ସିଲ୍ କରାଯାଇଛି । ଅନ୍ୟ ମାଛ ବେପାରୀମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି । ଏଥି ସହ ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ମଧ୍ୟ ସିଲ୍…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୪୫୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୫୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୪୫୩ ଜଣଙ୍କ ମଧ୍ୟରୁ ୨୨୦ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ୨୮ ଜଣ ଖୋର୍ଦ୍ଧା,…

ସ୍ୱାବଲମ୍ବୀ ହେବାର ନୂତନ ବିକଳ୍ପ – କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ବର୍ତ୍ତମାନର ପରିସ୍ଥିତିକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଅନେକ ମାତ୍ରାରେ ଅନୁଭବ କରିପାରୁଛେ । ସମୟ ବଦଳିବା ସହ ପରିସ୍ଥିତି ବି ବଦଳୁଛି । ମଣିଷର ଚଳଣି ବି ବଦଳୁଛି । ଦୁନିଆରେ ପରିପାଟୀ ବି ବଦଳିବାକୁ…

ମାଲିକ ପାଖରେ ପହଂଚିବା ପାଇଁ ଓଟ ୭ ଦିନରେ ଚାଲିଲା ୧୦୦କିମି

ଉଲାନବତର: ମଣିଷ-ପଶୁଙ୍କ ମଧ୍ୟରେ ଥିବା ସ୍ନେହ ସମ୍ପର୍କର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ମଙ୍ଗୋଲିଆ ଅଂଚଳରେ ଗୋଟିଏ ଓଟ ତାର ପୁରୁଣା ମାଲିକ ପାଖକୁ ଫେରିଯିବା ପାଇଁ ୭ ଦିନ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା । ଗତ ବର୍ଷ ଅକ୍ଟୋବରରେ ମାଲିକଜଣକ ଏହି ଓଟକୁ ବିକ୍ରି କରି ଦେଇଥିଲେ…

ଅଗଷ୍ଟରେ ହୋଇପାରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ନିମନ୍ତ୍ରଣ ପତ୍ର ପଠାଇଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଭାପତି ନିର୍ତ୍ୟ ଗୋପାଳ ଦାସ । ଯାହାଫଳରେ ଆସନ୍ତା ମାସରେ ମନ୍ଦିର ନିର୍ମାଣ କାର୍ଯ୍ୟ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟୁଟ ପରିବାର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ତାଙ୍କ କ୍ୟୁଟ ପରିବାରର ଏକ ଫଟୋ ଛାଡିଛନ୍ତି । ଯାହା କି ଏହି ପ୍ଲାଟଫର୍ମରେ ବେଶ୍ ପସନ୍ଦ କରାଯାଉଛି । ଏହି ଫଟୋରେ ପତ୍ନୀ ନତାଶ ଷ୍ଟାନକୋଭିଚଙ୍କ ସହ ସେମାନଙ୍କର ୩ଟି ପୋଷା କୁକୁର ଅଛନ୍ତି ।…