Latest Odisha News

BREAKING NEWS

କେନ୍ଦୁଝରର ସୁପର ସ୍ପ୍ରେଡର; ୧୩ ଜଣଙ୍କୁ କଲେ ସଂକ୍ରମିତ

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୮୩ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୧ଟି କ୍ୱାରେଣ୍ଟାଇନ୍ ସେଣ୍ଟରର ଏବଂ…

୭ ଗୋଆ ଫେରନ୍ତାଙ୍କ ସମେତ ସୁନ୍ଦରଗଡରେ ୧୦ କରୋନା ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ। ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ…

ସମାଜସେବୀ ଆଦିତ୍ୟ ମୃତ୍ୟୁ ମାମଲା; ପତ୍ନୀଙ୍କୁ ଜେରା କରିପାରେ ଜିଆରପି

ଭୁବନେଶ୍ୱର: ସମାଜସେବୀ ତଥା ମୋଟିଭେସନାଲ୍ ସ୍ପିକର ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଜିଆରପି ଆଜି ତାଙ୍କ ପତ୍ନୀଙ୍କୁ ଜେରା କରିପାରେ। ଏବେ ଏହି ମାମଲାକୁ ଭିନ୍ନ ମୋଡ ଦେଇଛି ଲୋକୋ ପାଇଲଟଙ୍କ ବୟାନ। ସୁତ୍ରରୁ ପ୍ରକାଶ ଯେ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ୍ ଜଣକ କହିଛନ୍ତି ଯେ ମୁଁ…

ଚୀନକୁ ଚାରିପଟୁ ଘେରୁଛି ଆମେରିକା, କମ୍ୟୁନିଷ୍ଟ ପାର୍ଟି ଉପରେ ଲଗାଇବ ଟ୍ରାଭେଲ ବ୍ୟାନ !

ନ୍ୟୁୟର୍କ: ଆମେରିକା ଚୀନକୁ ସବୁ ଦିଗରୁ ଘେରିବାକୁ ବସିଛି । ଏବେ ମିଳିଥିବା ରିପୋର୍ଟ ଅନୁସାରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଏବଂ ପରିବାରଙ୍କ ଉପରେ ଟ୍ରାଭେଲ ବ୍ୟାନ ଲଗାଇବା ପାଇଁ ଆମେରିକା ଯୋଜନା କରୁଛି । ଆମେରିକାର ବିଦେଶ ବିଭାଗ, ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ ଏବଂ ହ୍ୱାଇଟ୍‌ହାଉସର…

ନିର୍ଦ୍ଦୋଷ ସାଧୁଙ୍କ ହତ୍ୟା ବନ୍ଦ ନ ହେଲେ ଆମେ ପାପରେ ଭାଗୀ ହେବା : କଙ୍ଗନା

ମୀରଟ: ନିର୍ଦ୍ଦୋଷ ସାଧୁଙ୍କ ହତ୍ୟା ନେଇ ବଲିଉଡ କୁଇନ କଙ୍ଗନା ରାନାୱତ କ୍ରୋଧୀତ ହୋଇଛନ୍ତି । ସେ କହିଛନ୍ତି ନିର୍ଦ୍ଦୋଷ ସାଧୁଙ୍କ ହତ୍ୟାକୁ ନ ରୋକାଗଲେ ସାରା ଦେଶକୁ ପାପ ଲାଗିବ । ପାଲଘରେ ୨ ଜଣ ସାଧୁଙ୍କୁ ନିର୍ମମ ଭାବେ ମରାଯିବା ପରେ ଏବେ ମୀରଟ ମଧ୍ୟ ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି ।…

ବିରାମିତ୍ରପୁର ପୌରାଞ୍ଚଳରେ ୩ ଦିନିଆ ସଟଡାଉନ ଘୋଷଣା

ରାଉରକେଲା: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲା ବିରାମିତ୍ରପୁର ପୌର ଅଞ୍ଚଳକୁ ତିନି ଦିନିଆ ବନ୍ଦ ଘୋଷଣା କରାଯାଇଛି । ଉପ ଜିଲ୍ଲାପାଳ ବିଶ୍ଵଜିତ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଶୁକ୍ରବାର (୧୭) , ଶନିବାର(୧୮) ଓ ରବିବାର(୧୯) ପର୍ଯ୍ୟନ୍ତ ସମଗ୍ର ପୌର ଅଞ୍ଚଳକୁ ବନ୍ଦ…

ଆଗାମୀ ୨ ଦିନ ଯାଏଁ ଓଡିଶାରେ ଜାରି ରହିବ ବର୍ଷା: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟରେ…

ରାଜନାଥଙ୍କ ହାତରେ ରାଇଫଲ

ଲଦାଖ: ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତରେ ଯାଇ ଲେହରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଷ୍ଟାକନାରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ସେଠାରେ ସେନା ଅଧିକାରୀଙ୍କ ସହ ମିଶି ହାତରେ ଏକ ରାଇଫଲ ଉଠାଇଥିଲେ ରାଜନାଥ । ପିକା ମେସିନ…

କାହିଁକି ପାଳିତ ହୁଏ ‘ଅନ୍ତର୍ଜାତୀୟ ନ୍ୟାୟ ଦିବସ’?

ନୂଆଦିଲ୍ଲୀ: ସାରା ଦୁନିଆରେ ୨୦୧୧ ମସିହାରୁ ପ୍ରତିବର୍ଷ ଜୁଲାଇ ୧୭ରେ ‘ଅନ୍ତର୍ଜାତୀୟ ନ୍ୟାୟ ଦିବସ’ ପାଳନ କରାଯାଇଥାଏ । ଏହି ଦିବସକୁ ‘ଇଣ୍ଟରନ୍ୟାସନାଲ୍ କ୍ରିମିନାଲ୍ ଜଷ୍ଟିସ୍ ଡେ’ ଭାବେ ମଧ୍ୟ ପାଳନ କରାଯାଇଥାଏ। ୧୯୯୮ ଏହି ଦିନରେ ‘ରୋମ୍ ଷ୍ଟାଚ୍ୟୁଟ୍‌’ ଲାଗୁ ହୋଇଥିଲା । ପରବର୍ତ୍ତୀ…

ଭୁବନେଶ୍ୱରରେ ବଢୁଛି, ଖୋର୍ଦ୍ଧା ଲଢୁଛି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ମୁଣ୍ଡ ବିନ୍ଧାର କାରଣ ହେଲାଣି କରୋନା ସଂକ୍ରମଣ । ପ୍ରତିଦିନ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧ ହଜାର ୭୪୪କୁ ବୃଦ୍ଧି ପାଇଛି ପଜିଟିଭ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରୁ ଯେତିକି ଭୂତାଣୁ…