Latest Odisha News

BREAKING NEWS

୨୯ ଦିନ ଭିତରେ ଭାଙ୍ଗିଲା ୨୬୩ କୋଟି ଟଙ୍କାରେ ନିର୍ମିତ ବ୍ରିଜ

ପାଟଣା: ପ୍ରବଳ ବର୍ଷା ଯୋଗୁଁ ବିହାରରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଯାହା ପ୍ରଭାବରେ ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଗଣ୍ଡକ ନଦୀ ଉପରେ ନିର୍ମିତ ହୋଇଥିବା ୨୬୩ କୋଟି ଟଙ୍କା ଏକ ବ୍ରିଜ ଭୁଷୁଡି ପଡିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରବଳ ବର୍ଷାରେ ନଦୀର…

ହାଇକୋର୍ଟ ଗଲେ ସଚିନ ପାଇଲଟ୍‌

ଜୟପୁର: ଜଟିଳ ହେଉଛି ରାଜସ୍ଥାନର ରାଜନୈତିକ ଡ୍ରାମା । ସଚିନ ପାଇଲଟ୍ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି କଂଗ୍ରେସ ବାଚସ୍ପତିଙ୍କ ନିକଟରେ ଦ୍ୱାରସ୍ଥ ହେବା ପରେ ବାଚସ୍ପତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ବାଚସ୍ପତିଙ୍କ ନୋଟିସକୁ ଚ୍ୟାଲେଂଜ କରି…

ଲାଞ୍ଚ ନେଇ ନିଲମ୍ବିତ ହେଲେ କମିଶନରେଟ୍ ପୋଲିସର ଜଣେ କନଷ୍ଟେବଳ

ଭୁବନେଶ୍ୱର: ଭୁବନେଶ୍ୱରର କମିଶନରେଟ୍ ପୋଲିସର ଜଣେ କନଷ୍ଟେବଳ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏଥିସହିତ ତାଙ୍କୁ ଚାକିରିରୁ ମଧ୍ୟ ନିଲମ୍ବିତ କରାଯାଇଛି। ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ସୁରେଶ ଦାସ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କମିଶନରେଟ୍…

କରୋନା ସଂକ୍ରମଣରେ ଗଜପତି ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କର ମୃତ୍ୟୁ

ଗଜପତି: ଗଜପତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରରୀଙ୍କର ମୃତ୍ୟୁ ଘଟିଛି। କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି ଯେଉଁମାନେ ବର୍ତ୍ତମାନ…

ଧାମନଗର ଏନଏସି ଅଞ୍ଚଳରେ ତିନିଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ଭଦ୍ରକ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ଏନଏସି ଅଞ୍ଚଳକୁ କୁ ତିନି ଦିନିଆ ବନ୍ଦ ଘୋଷଣା କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଜିଆନା ରଂଜନ ଦାସଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ୫ ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ସମଗ୍ର ଏନଏସି…

କାତାର ୨୦୨୨ ଫିଫା ବିଶ୍ୱକପ୍: କାର୍ଯ୍ୟସୂଚୀ ଘୋଷିତ, ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ୪ ମ୍ୟାଚ

ଦୋହା : କାତାରରେ ୨୦୨୨ ଫିଫା ବିଶ୍ୱକପ୍ ନଭେମ୍ବର ୨୧ରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ୫ଟି ସହରର ୩୨ଟି ଦଳକୁ ନେଇ ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଲିଗ୍ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ନଭେମ୍ବର ୨୧ରେ ଉଦ୍‌ଘାଟନୀ ମ୍ୟାଚ୍ ଅଲ୍ ଖୋରର ଅଲ…

ଭଦ୍ରକରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଅନୁଗୁଳ: ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଚିହ୍ନଟ ୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂଖ୍ୟା ୩୦୫ କୁ ବୃଦ୍ଧି ପାଇଛି। ଏସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ପ୍ରଶାସନ। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍‌, ୨ ଜଣ…

ସଲମାନଙ୍କ ପାଇଁ ଏକତାଙ୍କ ସହ କଣ୍ଟ୍ରାକ୍ଟ ଭାଙ୍ଗିଲେ ଗୌତମ ଗୁଲାଟୀ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନଙ୍କ ପାଇଁ ବିଗବସ ବିଜେତା ଗୌତମ ଗୁଲାଟୀଙ୍କ ବଡ ନିଷ୍ପତ୍ତି । ଏକତା କାପୁରଙ୍କଠାରୁ ତିନିତିନୋଟି ଫିଲ୍ମର ଅଫର ପାଇଥିଲେ ବି ଶେଷରେ ସଲମାନଙ୍କ ପାଇଁ ସେ ବାଲାଜୀ ମୋଶନ ପିକ୍ଚର୍ସ ସହ କଣ୍ଟ୍ରାକ୍ଟ ଭାଙ୍ଗିଛନ୍ତି । ତୁଝ୍ ସଙ୍ଗ୍ ପ୍ରୀତ ଲଗାୟେ ସଜନା ଓ…

୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିବା ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌

ଲଣ୍ଡନ:ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆଜିଠାରୁ ଆରମ୍ଭ ହେବ । ଇଂଲଣ୍ଡ ଅପେକ୍ଷା ଏହି ସିରିଜ ଏବେ ୱେଷ୍ଟଇଣ୍ଡିଜ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ପ୍ରଥମ ଟେଷ୍ଟ ୱେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟ ହାସଲ କରିଛି । ଏହି ମ୍ୟାଚ ଜିତିଗଲେ ୩୨ ବର୍ଷ ପରେ ଇଂଲଣ୍ଡ…

ସଂକ୍ରମଣ ଭୟ: ଗଛ ତଳେ ଚାଲିଛି କ୍ୟାନ୍ସର ଚିକିତ୍ସା !

କଟକ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଅଫ୍ କ୍ୟାନସର ହସ୍ପିଟାଲରେ ପଜିଟିଭ ଚିହ୍ନଟ କର୍କଟ ରୋଗୀଙ୍କୁ ଡାକ୍ତରଖାନା ପରିସରରେ ଥିବା ଏକ ଗଛ ମୂଳରେ ଚିକିତ୍ସା କରାଯାଉଛି । ପୂର୍ବରୁ କରୋନା ରୋଗୀଙ୍କ ଠାରୁ ସଂକ୍ରମିତ ହୋଇ ଏଠାରେ…