Latest Odisha News

BREAKING NEWS

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇବ । ଏନେଇ ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ ଆଜି ସୂଚନା ଦେଇଛନ୍ତି। https://twitter.com/DrRPNishank/status/1282931687035412481?s=19 ସିବିଏସଇର ଅଫିସିଆଲ୍…

ଅନୁଗୁଳର ୬ ପଞ୍ଚାୟତ ସଟଡାଉନ୍

ଅନୁଗୁଳ: ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ପରେ ଅନୁଗୁଳ ଜିଲ୍ଲାର ୬ଟି ପଞ୍ଚାୟତ ଚାରି ଦିନ ପାଇଁ ବନ୍ଦ ରହିଥିଲା। ଏହି ସଟଡାଉନ୍ ମଙ୍ଗଳବାର ଠାରୁ ଆସନ୍ତା ଶୁକ୍ରବାର ରାତ୍ରି ୧୨ ଯାଏଁ ଲାଗୁ ହେବ। ଉକ୍ତ ପଞ୍ଚାୟତ ଗୁଡିକ ମଧ୍ୟରେ ରହିଛି ପୋକତୁଙ୍ଗା, ନନ୍ଦପୁର, ଧୋକୁଟା, ଶଙ୍ଖପୁର,…

ନିଆଳି ବ୍ଲକର ୫ ପଞ୍ଚାୟତ ସଟଡାଉନ

କଟକ: ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ମଙ୍ଗଳବାର ଦିନ କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ୫ଟି ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି। ନିଆଳି, ନୁଆଗାଓଁ, ବାହରାନା, ମାଧବାଏବଂ ରତନପୁର ପଞ୍ଚାୟତରେ ମଙ୍ଗଳବାର ସକାଳ ୯ ଟାରୁ ଗୁରୁବାର ସକାଳ ୯ ଟା ଯାଏଁ ଏହି ସଟଡାଉନ୍…

ଫ୍ରାନ୍ସର ବରଫଆଚ୍ଛାଦିତ ନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତ ଖବରକାଗଜ

ଲଣ୍ଡନ:୫୪ ବର୍ଷ ତଳର ଭାରତର ଖବରକାଗଜ ଫ୍ରାନ୍ସର ବରଫ ଆଚ୍ଛାନିତ ନଦୀଗର୍ଭରୁ ମିଳିଛି । ମୋଂଟ ବ୍ଲାଙ୍କ ପର୍ବତଶ୍ରେଣୀର ନିକଟରେ ପ୍ରବାହିତ ହେଉଥିବା ଏହି ନଦୀରୁ ନ୍ୟାଶନାଲ ହେରାଲ୍ଡ, ଇକୋନୋମିକ୍ସ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟସମ୍ୟାନ ସମେତ ୧୨ ଭାରତୀୟ ଖବରକାଗଜ ମିଳିଥିଲା । ନ୍ୟାଶନାଲ…

ଡବ୍ଲ୍ୟୁଏଚଓର ଚେତାବନୀ; ଅଧିକ ମାରାତ୍ମକ ହେବ କରୋନା ଭାଇରସ

ଜେନେଭା: କରୋନାଭାଇରସ୍ ମହାମାରୀ ସଂକ୍ରମଣ ଅଧିକ ମାରାତ୍ମକ ହେବ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)। ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧାନମ୍ ଘେବ୍ରେୟସ୍ ଜେନେଭାରେ ଏକ ଭର୍ଚୁଆଲ ବ୍ରିଫିଂରେ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ଏବେ ଚିନ୍ତାଜନକ…

ଗ୍ଲି ଅଭିନେତ୍ରୀ ନାଭା ରିଭେରାଙ୍କ ମୃତଦେହ ଉଦ୍ଧାର

ଲସଆଞ୍ଜେଲ୍ସ:ଗ୍ଲି ଫିଲ୍ମର ଅଭିନେତ୍ରୀ ନାୟା ରାଭେରାଙ୍କ ମୃତଦେହ  ସ୍ଥାନୀୟ ପୋଲିସ ଉଦ୍ଧାର କରିଛି । ଗତ ସପ୍ତାହରେ ସେ ତାଙ୍କ ୪ ବର୍ଷର ପୂଅ ସହ ବୋଟ ଟ୍ରିପରେ ଯାଇଥିବା ବେଳେ ନିଖୋଜ ହୋଇ ଯାଇଥିଲେ । ନିଖୋଜ ହେବାର ୬ ଦିନ ପରେ ମୃତଦେହ କାର୍ଲିଫର୍ଣ୍ଣିଆର ପିରୁ ହ୍ରଦ ନିକଟରୁ ମିଳିଛି ।…

ଚୀନର ଉହାନ ଲ୍ୟାବ ଯିବ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ !

କରୋନାର ଉତ୍ପତ୍ତି ସ୍ଥଳ ଓ ଏହା କିଭଳି ପଶୁ ଦେହରୁ ମଣିଷ ଦେହକୁ ବ୍ୟାପିଲା ? ଜାଣିବା ପାଇଁ ଚୀନ୍ ଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ । କିନ୍ତୁ ଉହାନର ସନ୍ଦିଗ୍ଧ ଲ୍ୟାବକୁ ଯିବ ନାହିଁ ଦୁଇ ଜଣିଆ ଅନୁସନ୍ଧନକାରୀ ଟିମ୍ । ଯେଉଁଠାରୁ କରୋନା ଭୂତାଣୁ ବ୍ୟାପିଥିବା ଦାବି ହେଉଛି । ଯେଉଁ…

ଖୋର୍ଦ୍ଧା ମେଡିକାଲରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ

ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଙ୍ଗଳବାର ଦିନ ଓପିଡିକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦେଇଛି। ଭୁବନେଶ୍ୱରର କୋଭିଡ ଡାକ୍ତରଖାନାକୁ ନିଆଯାଇଥିବା ସଂକ୍ରମିତ ଡାକ୍ତରଙ୍କ କଣ୍ଟାକ୍ଟ ଟ୍ରେସିଂ ଖୋଜିବାରେ…

ସୁନ୍ଦରଗଡ଼ ଜିଲ୍ଲାର ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ବାହାରିଛି ୫୨ ପଜିଟିଭ୍ କେସ । ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଏମାନଙ୍କ ଭିତରେ ଅଛନ୍ତି ୬ ଜଣ ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଫେରିଥିଲେ । ୭ ଜଣ ପୂର୍ବରୁ ଭୂତାଣୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ…

ଚିନ୍ତା ବଢ଼ାଉଛି କରୋନା: ରାଜ୍ୟରେ ଗଡ଼ିଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି କରୋନା ।ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବଢି ଚାଲିଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୭୪କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ମୃତକଙ୍କ…