Latest Odisha News

BREAKING NEWS

ଆଜି ପଦ୍ମ ଧରି ପାରନ୍ତି ସଚିନ ପାଇଲଟ୍ !

ନୂଆଦିଲ୍ଲୀ: କଂଗ୍ରେସରୁ ମୋହ ତୁଟି ଗଲାଣି । ଜ୍ୟୋତିରାଦ୍ଦିତ୍ୟ ସିନ୍ଧିଆଙ୍କ ରାସ୍ତାରେ ଏବେ ସଚିନ ପାଇଲଟ୍ । ହାତ ସହ ସମ୍ପର୍କ କାଟି ପଦ୍ମ ଧରିପାରନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ । ଚର୍ଚ୍ଚା ହେଉଛି ଆଜି ସେ ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ବିଜେପିେର…

ରାଜସ୍ଥାନ ସଂକଟ: ଆଜି କଂଗ୍ରେସ ବିଧାୟକଙ୍କ ବୈଠକ

ରାଜସ୍ଥାନରେ ଗେହଲଟ-ପାଇଲଟ୍ କଳି ଚରମ ସୀମାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ କାମ କରିବାକୁ ରାଜି ନୁହନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ପାଇଲଟଙ୍କ ବିଦ୍ରୋହ ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ସଂକଟ ଘନେଇଛି । ଆଜିର ଦିନ ଗେହଲଟ୍ ସରକାର ପାଇଁ…

ହୋଣ୍ଡା ଏକ୍ସ-ବ୍ଲେଡ୍ ବିଏସ୬ vs ଟିଭିଏସ୍ ଆପାଚେ ଆରଟିଆର ୧୬୦ ବିଏସ୬, କେଉଁ ଗାଡ଼ି ସର୍ବୋତ୍ତମ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ହୋଣ୍ଡା ଭାରତୀୟ ବଜାରରେ ହୋଣ୍ଡା ଏକ୍ସ-ବ୍ଲେଡ୍ ଲଞ୍ଚ କରିଛି। ହୋଣ୍ଡା ଏକ୍ସ-ବ୍ଲେଡ୍ ବଜାରରେ ଟିଭିଏସ୍ ଆପାଚେ ୧୬୦ ବିଏସ୬ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଏଠାରେ ଆମେ ଉଭୟ ବାଇକ୍ ର ବୈଶିଷ୍ଟ୍ୟ ଏବଂ ନିର୍ଦ୍ଦିଷ୍ଟତା ବିଷୟରେ ସୂଚନା ଦେଉଛୁ। ଇଞ୍ଜିନ୍ ଏବଂ ଶକ୍ତି:…

‘ମାଇକ୍ରୋସଫ୍ଟ ଟିମ’ରେ ୧୦୦୦ ଉପଭୋକ୍ତା ଏକାସାଙ୍ଗରେ ଭିଡିଓ କଲ୍ କରିପାରିବେ

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଏହାର ଉପଭୋକ୍ତାମାନଙ୍କ ପାଇଁ କରୋନା ଯୁଗରେ ଭିଡିଓ କନଫରେନ୍ସିଂର ବଦଳୁଥିବା ଧାରାକୁ ଧ୍ୟାନରେ ରଖି ନୂତନ ବୈଶିଷ୍ଟ୍ୟଗୁଡିକ ଉପସ୍ଥାପନ କରିଛି। ବର୍ତ୍ତମାନ ୧୦୦ ଉପଭୋକ୍ତା ନୂତନ ଏହି ନୂଆ ବୈଶିଷ୍ଟ୍ୟମାଧ୍ୟମରେ ଏକକାଳୀନ ଭିଡିଓ କଲ୍ କରିପାରିବେ।…

ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ

ବାରିପଦା : ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଦେହାନ୍ତ । ତାଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଭେଞ୍ଚର୍ସ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌)  କ୍ୱାଲ୍‌କମ୍ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସର ପକ୍ଷରୁ ଜିଓ…

ତମାଣ୍ଡୋରେ ୩୬ ଘଣ୍ଟିଆ ସଟ୍ ଡାଉନ ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ସେଣ୍ଟ୍ରାଲ ବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ସ୍ଥାନୀୟ ବଜାରରେ ୩୬ ଘଣ୍ଟିଆ ସଟ୍ ଡାଉନ ଘୋଷଣା ହୋଇଛି । ବ୍ୟାଙ୍କ ଓ ଏହାର ଆଖପାଖ ଅଂଚଳ ଆଜି ସକାଳ ଠାରୁ ମଙ୍ଗଳବାର ରାତି ୯ଟା ଯାଏଁ ସଟ୍ ଡାଉନ ରହିବ । ଗତ ୮ରୁ ୧୦ ତାରିଖ ଭିତରେ…

କଟକରୁ ଉଠିଲା ସଟ୍ ଡାଉନ, ଦୀର୍ଘ ଦିନ ପରେ ଖୋଲିବ ମଲ୍‌

କଟକ: ଆଜିଠାରୁ କଟକ ସହର ସ୍ୱାଭାବିକ ହୋଇଛି । ଗତ ୪ ତାରିଖରୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା ହୋଇଥିବା ବେଳେ ଆଜିଠାରୁ କଟକଣା ହଟିଛି । କିନ୍ତୁ ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରୀ କାଳୀନ କର୍ଫୁ ଲାଗୁ ହେବ । ତେଣୁ ଦୋକାନ ବଜାରକୁ ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା୧୩-୭-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ                                  ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୩ ରିଖ ସୋମବାର ମିଥୁନ ୨୯ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଦିନ ୧୧ଟା ୧୭ମିନିଟ୍ ପର୍ଯ୍ୟନ୍ତ ତାପରେ ଅଶ୍ୱିନୀ…

କରୋନା କ୍ରିଏଟିଭିଟି : ଚିତ୍ରାଂଶ ସାମନ୍ତରାୟଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…