Latest Odisha News

BREAKING NEWS

ଲାଲୁ ପ୍ରସାଦଙ୍କୁ ଜେଲରୁ ମୁକୁଳାଇବା ପାଇଁ ତେଜ ପ୍ରତାପଙ୍କ ଅଭିନବ ପ୍ରୟାସ

ପାଟନା: ବାପା ଲାଲୁ ପ୍ରସାଦ ଯାଦଭଙ୍କୁ ଜେଲରୁ ମୁକୁଳାଇବା ପାଇଁ ପୁତ୍ର ତେଜପ୍ରତାପ ଯାଦବ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଲକ୍ଷ ଲକ୍ଷ ପତ୍ର ସେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ସହ ଆରଜେଡି ମୂଖ୍ୟଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଗୁରୁବାରଠାରୁ ସେ ଏହି ଅଭଯାନ ଆରମ୍ଭ…

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ନାଁରେ ଉତ୍ତରପ୍ରଦେଶ ପୋଲିସ ରୁଜୁ କଲା ମାମଲା, ପରେ ବାଦ୍ ଦେଲା

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନିତ କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ପ୍ରସାରଣ ଅଭିଯୋଗରେ ବାରାଣାସୀ ପୋଲିସ ଗୁଗୁଲ ସିଇଓ ସୁନ୍ଦର ପିଚାଇ ନାଁରେ ରୁଜୁ କରିଛି ମାମଲା । ଏଥିସହ ଅନ୍ୟ ୧୭ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି । କିନ୍ତୁ ପରେ ଏଫଆଇଆରରୁ ସୁନ୍ଦର…

ପ୍ରଥମ ଥର ପାଇଁ ବିକଶିତ ହୋଇଥିବା ବେସରକାରୀ ସାଟେଲାଇଟ୍‌କୁ ପରୀକ୍ଷଣ କଲା ଇସ୍ରୋ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବେସରକାରୀ କମ୍ପାନୀ ଦ୍ବାରା ବିକଶିତ ହୋଇଥିବା ଦୁଇଟି ସାଟେଲାଇଟ୍‌କୁ ପରୀକ୍ଷଣ କରିଛି ଇସ୍ରୋ । ଭାରତୀୟ ଷ୍ଟାର୍ଟ ଅପ୍‌ ଦ୍ବାରା ପ୍ରସ୍ତୁତ ସ୍ପେସ୍‌ କିଡ୍‌ଜ୍‌ ଏବଂ ପିକ୍ସେଲ୍‌କୁ ବେଙ୍ଗାଲୁରୁ ସ୍ଥିତ ୟୁଆର୍‌ ରାଓ ସାଟେଲାଇଟ୍‌ ସେଣ୍ଟର୍‌ରେ ଇସ୍ରୋ ତରଫରୁ…

ବାଣ କାରଖାନାରେ ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ତାମିଲନାଡ଼ୁ ବିରୁଧୁନଗର ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ…

ୟୁ.ଏ.ଇ ଓଡ଼ିଶା ସମାଜ ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଦୁବାଇ: ୟୁନାଇଟେଡ୍‍ ଆରବ ଏମିରେଟ୍‍ସର ଓଡ଼ିଶା ସମାଜ ଏବଂ ଦୁବାଇ ସ୍ଥିତ ଭାରତୀୟ କନ୍‍ସୁଲେଟ୍‍ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଓଡ଼ିଶା ସମାଜର କର୍ମକର୍ତ୍ତା, ସଦସ୍ୟ ଓ ସ୍ୱେଚ୍ଛାସେବୀ ମାନେ ସ୍ଥାନୀୟ ଲତିଫା ହସ୍‍ପିଟାଲଠାରେ ଆୟୋଜିତ ଏହି ଶିବିରରେ ଖୁବ୍‍ ଆନନ୍ଦ,…

ବିସିସିଆଇର ନୂଆ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ଫିଟନେସ ଟେଷ୍ଟରେ ୬ଯୁବ ଖେଳାଳି ବିଫଳ ହୋଇଛନ୍ତି । ଖେଳାଳିମାନଙ୍କୁ ୮.୩୦ ମିନିଟରେ ୨କିଲୋମିଟର ଦୌଡିବାକୁ କୁହାଯାଇଥିଲା । ଏହାର ନାମ ୟୋ ୟୋ ଟେଷ୍ଟ ରଖାଯାଇଛି । ଖେଳାଳିମାନେ ଏନସିଏରେ ଏହି ଟେଷ୍ଟ ଦେଇଥିଲେ । ସଞ୍ଜୁ ସାମସନ, ଈଶାନ…

ରଥ ନିର୍ମାଣ ଲାଗି ପୁରୀରେ ପହଞ୍ଚିଲା ରଥ କାଠ

ପୁରୀ : ଚଳିତବର୍ଷ ରଥଯାତ୍ରା ଲାଗି ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପଠାଗଲା ପ୍ରଥମ ପର୍ଯ୍ୟାୟ ରଥକାଠ । ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଚ୍ଛା ଜଙ୍ଗଲରୁ ୨ ଟ୍ରିପ୍ କାଠ ସଂଗ୍ରହ କରାଯାଇ ପୁରୀକୁ ପଠା ଯାଇଛି । ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହେବ । ଏଥିପାଇଁ ଆଜି ନୟାଗଡ଼…

କଟାମୁଣ୍ଡ ମାମଲାରେ ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ବର : ମହିଳାଙ୍କୁ ହତ୍ୟା ପରେ ମୁଣ୍ଡ କାଟିବା ମାମଲାରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ହତ୍ୟାକାରୀ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରମାଣ୍ଡରେ ନେଇଛି କମିଶନରେଟ ପୋଲିସ । ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମ୍ଏଫସି କୋର୍ଟ । ପୋଲିସ…

କାଳିଆ ଯୋଜନାରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ୧୨୭୨ କୋଟି ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି। ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି…

ପୁରୀରେ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ

ପୁରୀ: ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୋଲିସର ମାଡ ଅଭିଯୋଗ । ପଶ୍ଚିମଦ୍ୱାରରେ ଡ୍ୟୁଟିରେ ଥିବା ଜଣେ ପୋଲିସ ମାଡ଼ ମାରିବା ସହ ଭୁଲ ମଗେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ଆଜି ଶ୍ରୀମନ୍ଦିରରେ…