ବ୍ରହ୍ମପୁରରେ ୩ ସାମ୍ବାଦିକ କରୋନା ପଜିଟିଭ
ବ୍ରହ୍ମପୁର: ଜଣେ ଫଟୋ ସାମ୍ବାଦିକ ଓ ଅନ୍ୟ ଜଣେ ଭିଡିଓ ସାମ୍ବାଦିକଙ୍କ ସମେତ ବ୍ରହ୍ମପୁରରେ ତିନିଜଣ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ସେମାନଙ୍କୁ ଶୀତଳପାଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ…