Latest Odisha News

BREAKING NEWS

ଯାଜପୁରରୁ ଆଜି ଚିହ୍ନଟ ସମସ୍ତ ୮୬ ପଜିଟିଭଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ସର୍ବାଧିକ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୮୬ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୯ ରେ ପହଞ୍ଚିଛି। ଏଥିମଧ୍ୟରୁ ୪୮୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୭୦ ଟି ଆକ୍ଟିଭ କେସ ରହିଛି। ଏଥିସହିତ…

ସୁଶାନ୍ତଙ୍କ ଅଭିନୀତ ‘ଦିଲ୍ ବେଚାରା’ର ଟାଇଟଲ ଟ୍ରାକ୍ ରିଲିଜ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପକମିଂ ଫିଲ୍ମ ଦିଲ୍ ବେଚାରାର ଟାଇଟଲ୍ ଟ୍ରାକ୍ ରିଲିଜ ହୋଇଯାଇଛି । ଗୀତରେ ସୁଶାନ୍ତଙ୍କ ଡ୍ୟାନ୍ସ ଓ ଅନ୍ଦାଜ ଫ୍ୟାନମାନଙ୍କ ହୃଦୟ ଜିଣୁଥିବା ଦେଖାଯାଉଛି। https://youtu.be/PMCu0JtizCk ଭିଡିଓରେ ସୁଶାନ୍ତ ଷ୍ଟାଇଲିସ୍…

ବାହୁବଳୀ ଫେମ୍ ପ୍ରଭାସଙ୍କ ନୂତନ ଫିଲ୍ମ ରାଧେଶ୍ୟାମର ପ୍ରଥମ ଲୁକ୍ ଜାରି

ମୁମ୍ବାଇ: ବାହୁବଳୀ ଫେମ୍ ସୁପରଷ୍ଟାର ପ୍ରଭାସଙ୍କ ନୂତନ ଫିଲ୍ମର ନାମ ଘୋଷଣା କରାଯାଇଛି । ରାଧେଶ୍ୟାମ ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରାଧାକ୍ରିଷ୍ଣ କୁମାର ତୁଲାଇବେ । ଟି ସିରିଜ ଏବଂ ୟୁଭି କ୍ରିଏଶନ ପ୍ରଯୋଜକ ଦାୟିତ୍ୱ ତୁଲାଇବେ । ପ୍ରଭାସଙ୍କ ସହ ପୂଜା ହେଗେଡ ନାୟିକା ଭୂମିକା…

ଜଣେ ଦୁବାଇ ଫେରନ୍ତାଙ୍କୁ ମିଶାଇ କଟକରେ ୧୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ୧୩ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍…

୬୫ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ସର୍ବାଧିକ ୩୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ। ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୬୫ ଜଣ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଅନୁଗୁଳ, ଢେଙ୍କାନାଳ, ନୟାଗଡ, କେନ୍ଦୁଝର,…

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ…

ବ୍ରହ୍ମପୁରର ଏହି କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବ୍ରହ୍ମପୁରର ସବ୍ ଇନସପେକ୍ଟର ବି.ବି ସେଠୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ପ୍ରଶଂସା କରିଛନ୍ତି । ସେ ନିକଟ ଅତୀତରେ କରୋନା ରୋଗରୁ ସୁସ୍ଥ ହୋଇ ତୁରନ୍ତ କାର୍ଯ୍ୟରେ ଯୋଗ ଦେଇଥିଲେ । ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟ୍ୱିଟ ମଧ୍ୟ କରିଛନ୍ତି ।…

୧୨ କରୋନା ଯୋଦ୍ଧାଙ୍କ ସମେତ ସୁନ୍ଦରଗଡରେ ୬୨ ଆକ୍ରାନ୍ତ ଚିହ୍ନଟ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଶୁକ୍ରବାର ଦିନ ୬୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ପଜିଟିଭ ସଂଖ୍ୟା ୬୧୬ରେ ଛୁଇଁଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

କରୋନା କ୍ରିଏଟିଭିଟି : ପଲ୍ଲବୀ ଦେଙ୍କ ପେଣ୍ଟିଂ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…