ଦେଶରେ ପ୍ରତ୍ୟେକ ପ୍ରାନ୍ତରେ ଟିକା ପହଞ୍ଚାଇବାକୁ ପ୍ରସ୍ତୁତ ହେଉଛନ୍ତି ବାୟୁସେନା!
ନୂଆଦିଲ୍ଲୀ: ଭାରତରେ କରୋନା ଟିକା ଶୀଘ୍ର ଆସିପାରେ। ଏଥିପାଇଁ ଏକ ବଡ଼ ଧରଣର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଯଥାଶୀଘ୍ର ଲୋକଙ୍କୁ ଏହି ଟିକା କିପରି ପହଞ୍ଚାଯିବ ସେନେଇ ସରକାର ବିଚାର କରୁଛନ୍ତି। ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ, ଭାରତୀୟ ବାୟୁସେନା ମଧ୍ୟ ଏଥିପାଇଁ ଅଣ୍ଟା ସଳଖିଲାଣି।…