Latest Odisha News

BREAKING NEWS

ରିଲିଜ ଅପେକ୍ଷାରେ ବିଦ୍ୟାଙ୍କ ଶକୁନ୍ତଳା ଦେବୀ

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଆଗାମୀ ଫିଲ୍ମ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା କୌଣସି ବଡ ପରଦାରେ ନୁହେଁ ବରଂ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ ହେବ । ବିଦ୍ୟା ନିଜେ ବେଶ୍ ମଜାଳିଆ ଢଙ୍ଗରେ ଫିଲ୍ମ ରିଲିଜ ଡେଟ୍ ଘୋଷଣା କରିଛନ୍ତି । ଜୁଲାଇ ୩୧ରେ…

ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ: ଜଣେ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର୍ ପୁଲୱାମାର ଗୁସୁର ଠାରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସେନାର ଜଣେ ଯବାନ ଶହୀଦ ହୋଇଛନ୍ତି । ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ଖବର…

ଭାରତ ସହ ଅଛି ଆମେରିକା ସେନା: ହ୍ୱାଇଟ୍ ହାଉସ୍ ପକ୍ଷରୁ ସଙ୍କେତ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଲାଗିରହିଛି ସୀମା ବିବାଦ । ଯଦିଓ ଗଲଓ୍ୱାନ ଘାଟିର ସଂଘର୍ଷ ସ୍ଥଳରୁ ପାଖାପାଖି ଦୁଇ କିଲୋମିଟର ପଛଘୁଞ୍ଚା ଦେଇଛି ଡ୍ରାଗନ୍ । କିନ୍ତୁ ପରେ ଯେ ପୁରୁଣା ରୋଗ ନବାହାରିବ କହି ହେବନି । କେବଳ ଭାରତ ନୁହେଁ ବିଭିନ୍ନ ଦେଶକୁ ନାଲି ଆଖି ଦେଖାଉଛି ଚୀନ୍ । ଏଭଳି…

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି କରାଯାଇଛି । ପାଣିପାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜୁଲାଇ ୮ତାରିଖ ଓ ୯…

ସ୍ୟାଣ୍ଡ ଆନିମେସନରେ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନ ଅବସରରେ ସ୍ୟାଣ୍ଡ ଆନିମେସନ୍ । ଏଭଳି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଧୋନିଙ୍କ ଉଦ୍ଦେଶ୍ୟରେ ଏକ ସ୍ୟାଣ୍ଡ ଆନିମେସନ୍ କରିଛନ୍ତି । ଯେଉଁଥିରେ ଲେଖାଅଛି ହାପି ବର୍ଥ…

ଭାରତରେ ୭ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୭,୧୯,୬୬୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଦୋକାନୀଙ୍କ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ: କରୋନା କଟକଣା ଭାଙ୍ଗିଲେ ଗଣିବେ ତଣ୍ଡ

ଗଞ୍ଜାମ: କରୋନା ମୁକାବିଲା ପାଇଁ ଦିନକୁ ଦିନ ନୂଆ କଟକଣା ମାନ ଲାଗୁ କରୁଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ ଅନୁଯାୟୀ, ଏଥର କରୋନା ନିୟମ ଭାଙ୍ଗିଲେ ଦୋକାନୀ ମାନେ ଗଣିବେ ତଣ୍ଡ। ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ ଅନୁଯାୟୀ, କୋରୋନା ନିୟମ ଭାଙ୍ଗିଲେ ତଣ୍ଡ ଗଣିବେ…

ଭିଜିଲାନ୍ସ ଜାଲରେ ଦେବଗଡ ପୌର ନିର୍ବାହୀ ଅଧିକାରୀ

ଦେବଗଡ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଦେବଗଡ଼ ମୁନସିପାଲିଟିର ନିର୍ବାହୀ ଅଧିକାରୀ କୁଞ୍ଜ ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଉପରେ ହୋଇଛି ଭିଜିଲାନ୍ସ ଚଢାଉ। ସୂଚନାନୁସାରେ, ଭିଜିଲାନ୍ସର ୪ ଟି ଟିମ ଏକ ସମୟରେ ୪ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ନିର୍ବାହୀ…

ଜୁଲାଇ ୩୧ ଯାଏ ରାଉରକେଲା ମ୍ୟୁନିସିପାଲିଟି ଅଫିସ ଆସିବାକୁ ଲୋକଙ୍କୁ ମନା

ରାଉରକେଲା: ଲୋକଙ୍କ ପାଇଁ ରାଉରକେଲା ମ୍ୟୁନିସିପାଲିଟି ଅଫିସ ବନ୍ଦ । ଆସନ୍ତା ୩୧ ତାରିଖ ଯାଏଁ ମହାନଗର ନିଗମ କାର୍ଯ୍ୟାଳୟକୁ ନଆସିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଆରଏମସି କର୍ତ୍ତୃପକ୍ଷ । ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ…

ମହଙ୍ଗା ପଡିଲା ମାଇଁ ପ୍ରେମ: ମାମୁଁ ଠେଙ୍ଗା ମାଡ଼ରେ ଭଣଜା ମୃତ

ବେଲଗୁଣ୍ଠା: ମାମୁଁର ଠେଙ୍ଗା ମାଡ଼ରେ ପ୍ରାଣ ହରାଇଛି ଭଣଜା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲକୁଣ୍ଠା ଅଞ୍ଚଳରେ । ପ୍ରାପ୍ତ ସୂଚନା ଅନୁଯାୟୀ, ଉଭୟ ମାମୁଁ ଓ ଭଣଜା ମଧ୍ୟରେ କିଛି ଦିନ ଧରି ଘରୋଇ କଳହ ଲାଗିରହିଥିଲା ।ମୃତ କୃତିବାସ ନିଜ ମାମୁଁ ଗୋପାଳର ଘରେ ୭/୮ ବର୍ଷ…