Latest Odisha News

BREAKING NEWS

କୋଣାର୍କ ମହୋତ୍ସବର ୨ୟ ସନ୍ଧ୍ୟା; ଶାସ୍ତ୍ରୀୟ ମଣିପୁରୀରେ ଶ୍ୱାସତ ପ୍ରେମ ପରିବେଷକୁ କଲା ଆବେଗମୟ

କୋଣାର୍କ : ଓଡ଼ିଶା ପର୍ଯ୍ୟଟନ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ କ୍ଷ୍ୟାତି ସମ୍ପନ୍ନ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା ନୈସର୍ଗିକ ସୁଷମା ଓ ଅପ୍ରାକୃତ ପ୍ରେମର ଭାବଧାରାକୁ ସ୍ପଷ୍ଟ କରିଥିଲା ବେଳେ ନୃତ୍ୟଶିଳ୍ପୀଙ୍କ ନିଖୁଣ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କୋଭିଡ଼ କଟକଣାର ଅନୁପାଳନରେ…

ଆପଣାନ୍ତୁ ଏହିସବୁ ଉପାୟ, ଶୀତଦିନେ ପାଇବେ ଲାଲ୍ ଓ ନରମ ଓଠ

ଭୁବନେଶ୍ୱର: ମହିଳା ମାନେ ଲିପିସ୍ଟିକ ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ସର୍ଭେରୁ ଜଣା ପଡିଛି  ୬୦% ଲିପିସ୍ଟିକ ବିଷାକ୍ତ ଅଟେ। ଏହା ଓଠରେ କୋଷ ଗୁଡିକୁ ନଷ୍ଟ କରିଦିଏ। ଯାହାଦ୍ୱାରା ଓଠ ଧୀରେ ଧୀରେ କଳା ଦେଖାଯାଏ। କିପରି ପାଇବେ ଲାଲ ଓଠ? ଲାଲ ଓଠ ମୁହଁର…

ହାଇ ହିଲ ପିନ୍ଧୁଥିଲେ ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ୱର: ଷ୍ଟାଇଲିସ୍ ଦେଖାଯିବାକୁ ଝିଅ/ପୁଅ ମାନେ ଅନେକ କଷ୍ଟକୁ ମଧ୍ୟ ଅଭ୍ୟାସରେ ପରିଣତ କରିଥାନ୍ତି। ବିଶେଷ କରି ଝିଅ ମାନେ ଗ୍ଳାମରସ୍ ଦେଖାଯିବା ପାଇଁ ଅଧିକାଂଶ ସମୟ ହାଇ ହିଲସ୍ ପରିଧାନ କରନ୍ତି। ତେବେ ଆପଣବି ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଜାଣି ରଖନ୍ତୁ ଏହା ଆମ ଶରୀରର ପାଇଁ…

ଲୁପ୍ତ ପ୍ରାୟ ପାରମ୍ପରିକ ଲୋକନୃତ୍ୟ ‘ତାମସା’ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଆସିବ ସ୍ୱତନ୍ତ୍ର ଆଇନ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି । ସେ ଏକାମ୍ରକ୍ଷେତ୍ର ବିକାଶ ବୁଲି ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ । ପରେ…

କେନ୍ଦ୍ର ସରକାରଙ୍କୁ ଏମିତି ଚରମ ଚେତାବନୀ ଦେଇଛନ୍ତି ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ନେଇ ଆଲୋଚନା ଟେବୁଲରେ କେନ୍ଦ୍ର ସରକାର । ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନକାରୀ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା ଚାଲିଛି। ଆସନ୍ତାକାଲି ପୁଣି ଆଲୋଚନା ରହିଛି। ତାପୂର୍ବରୁ ସରକାରଙ୍କ ଚରମବାଣୀ ଶୁଣାଇଛନ୍ତି ଚାଷୀ। ଚାଷୀଚେତେଇ ଦେଇଛନ୍ତି, କୃଷି…

ଆସନ୍ତା ସପ୍ତାହରୁ ରୁଷିଆରେ ଗଣଟିକାକରଣ, ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ମସ୍କୋ: କରୋନା ଲଢେ଼ଇ ଭିତରେ ଗୋଟିଏ ପରେ ଗୋଟିଏ ଖୁସି ଖବର। ଏବେ ଖୁସି ଖବର ଦେଇଛି ଋଷ୍। ଆସନ୍ତା ସପ୍ତାହରୁ ରୁଷିଆରେ ଆରମ୍ଭ ହେବ ଟିକାକରଣ ଅଭିଯାନ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ଇଂଲଣ୍ଡ ଓ ଋଷିଆରେ ଏକାସଙ୍ଗେ ଆରମ୍ଭ ହେବ ଟିକାକରଣ। ଆସନ୍ତା କିଛି…

ଆକାଶ ପାଠକଙ୍କ ଆର୍ଥିକ କାରବାର ତଦନ୍ତ କରିବ ଆୟକର ବିଭାଗ ଓ ଇଡି

ଭୁବନେଶ୍ୱର: କେମିତି ଓ କେଉଁ ସୂତ୍ରରୁ ଆକାଶ ପାଠକଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଡିପୋଜିଟ ହୋଇଥିଲା ? ଆକାଶଙ୍କ ଆର୍ଥିକ କାରବାରର ଖୋଳତାଡ କରିବ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଆଇଟି ଓ ଇଡିକୁ ତଦନ୍ତ ପାଇଁ ସୁପାରିଶ କରିଛି ଭିଜିଲାନ୍ସ। ଆକାଶ ପାଠକଙ୍କ ତିନିଟି…

ଦେଶର ପ୍ରତିଷ୍ଠିତ କମ୍ପାନୀ ଶୁଦ୍ଧ ମହୁ ବିକୁ ନାହାନ୍ତି : ସିଏସଇ ରିପୋର୍ଟ

ନୂଆଦିଲ୍ଲୀ:ସେଂଟର ଫର ସାଇନ୍ସ ଆଣ୍ଡ ଏନଭରମେଂଟ (ସିଏସଇ) ବୁଧବାର ଚାଂଚଲ୍ୟକର ରିପୋର୍ଟ ପ୍ରଦାନ କରିଛି । ଏହି ରିପୋର୍ଟ ଅନୁସାରେ ଦେଶର ପ୍ରତିଷ୍ଠିତ ୧୩ଟି ବ୍ରାଣ୍ଡ ଶୁଦ୍ଧ ମହୁ ବିକ୍ରି କରୁ ନାହାନ୍ତିି । ଏଥିରେ ଚିନି ମିଶୁଛି । କେବଳ ୩ଟି ବ୍ରାଣ୍ଡ ଅନ୍ତର୍ଜାତୀୟସ୍ତରର ମାନଦଣ୍ଡକୁ ପୂରଣ…

ସତ ଓଗାଳିବେ ପାଠକ ବାପା-ପୁଅ: ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ। କଟକ ଅଫିସରେ ସେମାନଙ୍କୁ ୩ ଦିନ ଧରି ଜେରା କରାଯିବ। ଅଧିକ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡ ମାଗିଥିଲା ଭିଜିଲାନ୍ସ। ଆଗକୁ ବାପା-ପୁଅଙ୍କୁ ସାମନା ସାମନି ବସାଇ ଅମାପ ସମ୍ପତ୍ତିର…