Latest Odisha News

BREAKING NEWS

ବ୍ଲୁ ଫ୍ଲାଗ୍ ମାନ୍ୟତା ଓ ଗ୍ଲାମ୍ପିଂ ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ମାନ ବୃଦ୍ଧି ହେବ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ପୁରୀ ବ୍ୟତିତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ରେ ଏହି ସବୁ…

ଶସ୍ୟ ସଙ୍କଟ ଦେଇ ଗତି କରୁଛି ଚାଇନା‌; ପ୍ରଥମ ଥର ପାଇଁ ଭାରତରୁ ଚାଉଳ କ୍ରୟ କରିଛି ଚୀନ୍‌

ନୂଆଦିଲ୍ଲୀ: ଚୀନ୍ ବର୍ତ୍ତମାନ ଏକ ଶସ୍ୟ ସଙ୍କଟ ଦେଇ ଗତି କରୁଛି। ପ୍ରାୟ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଚୀନ୍ ଭାରତରୁ ଚାଉଳ ଆମଦାନୀ ଆରମ୍ଭ କରିଛି। ଭାରତୀୟ ଶିଳ୍ପ ଅଧିକାରୀମାନେ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ ଖାଦ୍ୟ ଶସ୍ୟ ଯୋଗାଣ ହ୍ରାସ ହେବା ପରେ ଏବଂ ଭାରତ ଦ୍ୱାରା…

ପାକିସ୍ତାନରୁ ଦୀର୍ଘ ୩୫ ବର୍ଷ ପରେ ସ୍ୱତନ୍ତ୍ର ବିମାନ ଯୋଗେ କାମ୍ବୋଡିଆରେ ପହଞ୍ଚିଲା ‘କାଭାନ୍’

ନୂଆଦିଲ୍ଲୀ: ପାକିସ୍ତାନର ପ୍ରାଣୀ ଉଦ୍ୟାନରେ ଦୀର୍ଘ ସମୟ ବିତାଇବା ପରେ 'କଭାନ୍' ନାମୀ ହାତୀ ଋଷିଆର ସ୍ୱତନ୍ତ୍ର ଚାର୍ଟାର୍ଡ ​​ବିମାନ ଯୋଗେ କାମ୍ବୋଡିଆରେ ପହଞ୍ଚିଛି। ବିମାନ ବନ୍ଦରରେ କାମ୍ବୋଡିଆରେ ପହଞ୍ଚିବା ପରେ ସ୍ୱାଗତ କରିବା ପାଇଁ ଆମେରିକୀୟ ଗାୟକ ଚେର ମଧ୍ୟ ସେଠାରେ ଉପସ୍ଥିତ ଥିଲେ।…

୨୦୨୦ ବର୍ଷର ଶ୍ରେଷ୍ଠ ଶବ୍ଦ ‘ପାନ୍‌ଡେମିକ୍’‌

ନୂଆଦିଲ୍ଲୀ: ଇଂରାଜୀ ଭାଷା ଆମେରିକୀୟ ଅନ୍‌ଲାଇନ୍‌ ଅଭିଧାନ ମେରିୟମ୍-ୱେବଷ୍ଟର୍ 'ପାନ୍‌ଡେମିକ୍‌' ଚଳିତ ବର୍ଷର ସର୍ବାଧିକ ବ୍ୟବହୃତ ଶବ୍ଦ ଭାବେ ଗୋଷଣା କରିଛି ଅର୍ଥାତ୍‌ ଉକ୍ତ ଶବ୍ଦକୁ ୨୦୨୦ର ୱାର୍ଡ ଅଫ୍‌ ଦ ଇୟର୍‌ ଭାବେ ନାମିତ କରିଛି। ତାଙ୍କ କହିବାନୁସାରେ, ୨୦୨୦ରେ ସର୍ବାଧିକ ବ୍ୟବହୃତ…

ମା’ ଏବଂ ବାପାଙ୍କ ସହ ମିଶି ଚକୋଲେଟ୍‌ ତିଆରି କରୁଛନ୍ତି ତୈମୁର୍‌ ; ଫଟୋ ଭ‌ାଇରାଲ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ କରୀନା କପୁର ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ  ତୈମୁର ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି। ତୈମୁର ଏବେ ପାଲାମପୁରରେ ତାଙ୍କ ପିତାମାତାଙ୍କ ସହ ଛୁଟି କଟାଉଛନ୍ତି। ଏହି ଛୁଟିଦିନର ଅନେକ ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ବହୁତ ସୃଜନଶୀଳ…

ରିୟା ଚକ୍ରବର୍ତ୍ତୀଙ୍କ ଭାଇଙ୍କୁ ମିଳିଲା ଜାମିନ; ଦୀର୍ଘ ତିନି ମାସ ପରେ ଜେଲ୍‌ରୁ ବାହାରିବେ ଶୌଭିକ୍‌

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ଆଜି ଏନଡିପିଏସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ପଚରାଉଚରା ପରେ ଶୌଭିକ୍‌ଙ୍କୁ ଏନସିବି ଦ୍ୱାରା…

ମୁଖ୍ୟସ୍ରୋତରେ ସାମିଲ ହେଲେ ମହିଳା ମାଓବାଦୀ; ଆତ୍ମ ସମର୍ପଣ ପରେ ମିଳିଲା ୪ ଲକ୍ଷ ଟଙ୍କା

କୋରାପୁଟ: ଜଣେ ମହିଳା ମାଓବାଦୀ କ୍ୟାଡର, ରାମୀ ମଡକାମି ବୁଧବାର ଦିନ କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାମୀ ଆତ୍ମସମର୍ପଣ କରିବା ସହ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଛନ୍ତି। ପୋଲିସର ଏକ ବିଜ୍ଞପ୍ତି ଅନୁଯାୟୀ, ଆତ୍ମସମର୍ପଣ କରିବା…

ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର ‘୧୧୨’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର।ପୋଲିସ ପକ୍ଷରୁ ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର। ୧୧୨ ନମ୍ବରରୁ ମିଳିବ ସମସ୍ତ ପୋଲିସ ସେବା। ପୋଲିସ, ଆମ୍ବୁଲାନ୍‌ସ, ଦମକଳ…

ପାଠକ ବାପାପୁଅଙ୍କ ପାଇଁ ବଢ଼ିଲା ଅଡ଼ୁଆ; ଆସିଲା ଆଉ ଏକ ଠକେଇ ଅଭିଯୋଗ

ଭୁବନେଶ୍ୱର: ଗିରଫ ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପଠକ ଏବଂ ତାଙ୍କ ପୁଅ ଆକାଶ ପଠକଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପାଠକ ବାପପୁଅଙ୍କ ବିରୋଧରେ ରୁଜୁ ହୋଇଛି ଆଉ ଏକ ନୂଆ ଠକେଇ ମାମଲା । ଭୁବନେଶ୍ୱର ସ୍ଥିତ ଟ୍ରାଭେଲ ଏଜେନ୍ସି ‘ସ୍କାଏକିଙ୍ଗ’ର ପରିଚାଳନା ସହଯୋଗୀ ଅଭୟ ଏବଂ ଆକାଶଙ୍କ ବିରୋଧରେ ଖାରବେଳ…

ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ପାଇଁ ଏଥର ଇ-ଚାଲାଣ

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଦେଉଥିବା ଜୋରିମାନା କାରବାରରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡିଶା ସରକାର। ବାଣିଜ୍ୟ ଏବଂ ପରିବହନ ବିଭାଗର ମହାନିର୍ଦ୍ଦେଶକ ଡିଜିପିଙ୍କୁ କୁ ଚିଠି ଲେଖି ଇ-ଚାଲାଣ ମାଧ୍ୟମରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ…