ଡିନର୍ ପାର୍ଟିରେ ଏକାଠି ନଜର ଆସିଲେ ହ୍ରିତିକ୍ ଏବଂ ସୁଜାନ୍
ନୂଆଦିଲ୍ଲୀ: ପୁଣି ଥରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସୁଜାନ ଖାନଙ୍କୁ ଏକାଠି ଦେଖିବାକୁ ମିଳିଛି। ବର୍ତ୍ତମାନ ଦୁହେଁ ଏକାଠି ସୁଜାନ୍ଙ୍କ ବାପା ସଞ୍ଜୟ ଖାନଙ୍କ ରାତ୍ରୀ ଭୋଜନରେ ନଜର ଆସିଛନ୍ତି। ଏହି ପାର୍ଟି ତାଙ୍କ ଜୁହୁ ବଙ୍ଗଳା ଠାରେ ଆୟୋଜିତ ହୋଇଥିଲା।…