Latest Odisha News

BREAKING NEWS

ପିଲାଙ୍କ ଡାକ୍ତର ହେବାର ଇଚ୍ଛାକୁ ପୂରଣ କରିବେ ସୋନୁ; ଛାତ୍ରବୃତ୍ତି ନେଇ କଲେ ଘୋଷଣା

ମୁମ୍ବାଇ: ରିଲ ନୁହେଁ ବରଂ ରିୟଲ ଲାଇଫ ହିରୋ। ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ କରୋନାର ଏହି ମହାସଙ୍କଟ ମଧ୍ୟରେ ଅନେକ ଗରିବଙ୍କ ପାଇଁ ସାଜିଛନ୍ତି ଜିଅନ୍ତା ଦେବତା। ନିଜ କାମରେ ଅନେକ ଥର ଲୋକଙ୍କ ମନ ଜିତିଥିବା ବେଳେ ପୁଣି ଥରେ ସେ ନିଜର ମହାନତା ପ୍ରତିପାଦନ କରିଛନ୍ତି।…

ଓଡ଼ିଶା କୋଭିଡ୍ ଟୀକାକରଣ ଯୋଜନା ଚୂଡାନ୍ତ: ୩୦ ହଜାର ସ୍ଥାନ ଚିହ୍ନଟ

ଭୁବନେଶ୍ବର: ଓଡ଼ିଶା କୋଭିଡ୍ ଟୀକାକରଣ ଯୋଜନା ଚୂଡାନ୍ତ ହୋଇଛି । ଟୀକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରାଯାଇଛି । ଟୀକାକରଣ ପାଇଁ ୮ ହଜାର ୩ଶହ ଜଣ କର୍ମଚାରୀ ତାଲିକାଭୁକ୍ତ ହୋଇଛନ୍ତି । କ୍ୟାବିନେଟ୍ ସଚିବଙ୍କ ପ୍ରସ୍ତୁତି ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ…

ନାବାଳିକା ହତ୍ୟାକାଣ୍ଡ ମାମଲାରେ ବିଜୟଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନାବାଳିକା ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟଙ୍କ ତତ୍ବାବଧାନରେ ଏସଆଇଟି ଯାଞ୍ଚ କରୁଥିବା ବେଳେ ସତ୍ୟତା ଜଣାପଡିବ ବୋଲି ସୋମବାର ଦିନ କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। “ମୋର ବ୍ୟକ୍ତିଗତ ମତରେ, ନାବାଳିକାଙ୍କ ମୃତ୍ୟୁ ସାରା ରାଜ୍ୟବାସୀଙ୍କ ପାଇଁ ଏକ…

ମାତାମଠରେ କାର୍ତିକ ବ୍ରତ ନିଷ୍ଠାର ସହ ପାଳନ

ପୁରୀ: ଶ୍ୟାମକୁଞ୍ଜ ଗଳି ମଧ୍ୟରେ ଥିବା ରାଧେଶ୍ୟାମ ଆଶ୍ରମରେ କାର୍ତିକ ବ୍ରତ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରାଯାଇଛି । କୋଭିଡ-୧୯ କଟକଣା ସହ ପ୍ରତ୍ୟେକ ଦିନ ମହାପ୍ରସାଦ ସେବନ ସହ କାର୍ତିକବ୍ରତୀମାନଙ୍କ ପାଇଁ ଭାଗବତ ପାରାୟଣ ପ୍ରବଚନର ଆୟୋଜନ ହୋଇଥିଲା । ମଠର ମହନ୍ତ ସୁବଳ ଚରଣ ଦାସ ଏହି…

ଗୋପାଳକ ପ୍ରସନ୍ନଙ୍କୁ ଲକଡାଉନରେ ସହାୟ ହେଲା କୃଷି ଡିଜିଟାଲ ପରାମର୍ଶ

ଦେବଗଡ: ରିଆମାଳ ବ୍ଲକ ବାବରାକୋଟ ଗାଁର ପ୍ରସନ୍ନ ପ୍ରଧାନ । ଆଖପାଖ ଅଂଚଳରେ ଜଣେ ଗୋପାଳକ ହିସାବରେ ବେଶ୍ ଜଣାଶୁଣା । ପ୍ରାୟ ୧୦ବର୍ଷ ହେଲା ସେ ଗୋପାଳନ କରି ପରିବାର ଚଳାଇ ଆସୁଛନ୍ତି । ଦୈନିକ ୬୦ରୁ ୭୦ ଲିଟର କ୍ଷୀର ଆଦାୟ ହେଉଥିବା ବେଳେ ତାକୁ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର ବି…

ରାଜନୀତିରେ ଏଣ୍ଟ୍ରି କରିବେ ରଜନୀକାନ୍ତ: ଖୁବ୍ ଶୀଘ୍ର ନେବେ ନିଷ୍ପତ୍ତି

ଚେନ୍ନାଇ: ରାଜନୀତିରେ ପ୍ରବେଶ ନେଇ ଖୁବ୍ ଶୀଘ୍ର ଘୋଷଣା କରିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ । ଆଜି ଏନେଇ ସୂଚନା ଦେଇଛନ୍ତି ରଜନୀକାନ୍ତ । ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ରଜନୀକାନ୍ତ । ଏହି ବୈଠକରେ ଆଗାମୀ ତାମିଲନାଡୁ ନିର୍ବାଚନରେ ଦଳ…

ଇରାନୀ ବୈଜ୍ଞାନିକଙ୍କ ହତ୍ୟା ପଛରେ ଇସ୍ରାଏଲ ଗୋଇନ୍ଦା ଏଜେନ୍ସିର ହାତ, ଆସନ୍ତୁ ଜାଣିବା ମୋସାଦର ୫ ଅପରେଶନ…

ନୂଆଦିଲ୍ଲୀ: ପରମାଣୁ ବୈଜ୍ଞାନିକ ମୋହସିନ ଫକିରଜାଦେହଙ୍କୁ ଇସ୍ରାଏଲ ଗୋଇନ୍ଦା ଏଜେନ୍ସି ହତ୍ୟା କରିଛି ବୋଲି ଇରାନ ଦୃଢ଼ତା ସହକାରେ କହୁଛି । ତେବେ ଇସ୍ରାଏଲର ମୋସାଦ ନାମକ ଗୋଇନ୍ଦା ଏଜେନ୍ସିକୁ ସାରା ବିଶ୍ୱ କାହିଁକି ଭୟ କରେ, ଆସନ୍ତୁ ଜାଣିବା ମୋସାଦର ପ୍ରମୁଖ ୫ ଅପରେଶନ ସମ୍ପର୍କରେ.…

କବିତା: କଳାକାହ୍ନୁ ଧନ୍ୟ ତୋର ଲୀଳା

ସାଧନା ପଣ୍ଡା କଜ୍ଜ୍ୱଳ ଉଜ୍ଜ୍ବଳ କାନ୍ତି କଳେବର ଶ୍ରୀପତି ଅଧିନାୟକ , କମଳ କୋମଳ ନୟନ ଯୁଗଳ ମନ ଆନନ୍ଦ ଦାୟକ ।୧ କଣ୍ଠେ କଉସ୍ତୁଭ କଟିରେ କିଙ୍କିଣି ନାକେ ନୋଥ ଜକ ଜକ , କିରିଟିରେ କେକି ପୁଚ୍ଛ ଗୁଚ୍ଛ ଗୁନ୍ଥା ଲଲାଟେ ଚନ୍ଦନ ତିଳକ ।୨ କୁଣ୍ଡଳ କର୍ଣ୍ଣରେ ଦିଶେ ଝକମକ ଖେଦ…

ବିଜ୍ଞାନ ଖେଳ: ମହମବତୀ ଲିଭିବ, ପାଣି ଉଠିବ

ଗିନାରେ ଥିବା ପାଣି ମଝିରେ ଜଳୁଥିବା ମହମବତୀ ଲିଭିବା ମାତ୍ରେ ଗ୍ଲାସ୍ ଭିତରେ ପାଣି ଆପେ ଆପେ ଉପରକୁ ଉଠିବ । ମ୍ୟାଜିକ୍ .... । ଏମିତି କାହିଁକି ହେଉଛି ତାହା ତ ବୁଝିବା ତେବେ ତାଆଗରୁ ବିଜ୍ଞାନର ମଜା ଦେଖିବା । ଏହି ପରୀକ୍ଷା ଲାଗି ଦରକାର ଗୋଟିଏ ମହମବତୀ, ଡିଆସିଲ, କାଚ ଗ୍ଲାସ୍ ଆଉ ଗୋଟିଏ…

କପିଲଙ୍କ ସୋ’ରୁ ବିଦା ହେଲେ ଭାରତୀ ସିଂ, କେତେ ସତ ?

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହେବା ପରେ କମେଡି କ୍ୱିନ୍ ଭାରତୀ ଓ ହର୍ଷ ଲିମ୍ବାଚିଆଙ୍କ ସମସ୍ୟା ବଢିବାରେ ଲାଗିଛି । ଖାସ କରି ଭାରତୀଙ୍କ ପାଇଁ ପ୍ରତିଦିନ ନୂଆନୂଆ ଅଡୁଆ ସାମ୍ନାକୁ ଆସୁଛି । ଶୁଣିବାକୁ ମିଳିଛି ଗିରଫଦାରୀ ପରେ କୁଆଡେ ଭାରତୀଙ୍କ ହାତରୁ ଏକାଧିକ ପ୍ରୋଜେକ୍ଟ ହାତଛଡା ହୋଇଛି…