ଟିକଟକ ପ୍ରେମୀଙ୍କ କଷ୍ଟ ଲାଘବ କରିବ ଭାରତୀୟ ଆପ ‘ଚିଙ୍ଗାରି’ !
ଭୁବନେଶ୍ୱର: ଚାଇନିଜ ଆପ ଟିକଟକ୍ ସମେତ ୫୯ଟି ଆପ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର। ଖୁବ କମ୍ ଦିନ ମଧ୍ୟରେ ଯୁବପୀଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ଟିକଟକ୍ । ଏବେ ଏହାର ବ୍ୟବହାରକାରୀ ଚିନ୍ତାରେ ପଡିଛନ୍ତି। ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଏଁ ଏହି ଟିକଟକ ନିଶାରେ ବୁଡି…