କରୋନା ସଂକ୍ରମିତ ପୂର୍ବତଟ ରେଳବାଇର ଚିଫ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ
କଟକ: ପୂର୍ବତଟ ରେଳବାଇର ଚିଫ୍ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ତିନି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି ।
ଗତ ୧୪ ତାରିଖରେ ସେ କରୋନାରେ ସଂକ୍ରମିତ ଥିବା…