Latest Odisha News

BREAKING NEWS

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ, କେଉଁଠି କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ସଙ୍ଗରୋଧରୁ ୮ ଓ ସ୍ଥାନୀୟ ଅଂଚଳରୁ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

Twitterକୁ ଟକ୍କର ଦେବାକୁ ଆସିଲା ସ୍ବଦେଶୀ Tooter

ନୂଆଦିଲ୍ଲୀ: ଆମେରିକୀ ମାଇକ୍ରୋ ବ୍ଲୋଗିଂ ୱେବସାଇଟ୍ Twitterକୁ ଟକ୍କର ଦେବ ଭାରତୀୟ Tooter ? କ’ଣ ଆପଣ Tooter ଜଏନ୍ କରିବେ ? ମାଇକ୍ରୋ ବ୍ଲୋଗିଂ ୱେସାଇଟରେ Tooterକୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି । ଅନେକ ଲୋକେ ଏହାକୁ Twitterର କପି ବୋଲି କହୁଛନ୍ତି । ଆଉ କେହି ସ୍ବଦେଶୀ…

ବାଇଡେନ୍‌ଙ୍କ କାର୍ଯ୍ୟକାଳ ଓବାମାଙ୍କ ତୃତୀୟ କାର୍ଯ୍ୟକାଳ ଭଳି ହେବ ନାହିଁ; ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କର ପ୍ରଥମ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ଓବାମାଙ୍କ ତୃତୀୟ କାର୍ଯ୍ୟକାଳ ଭଳି ହେବ ନାହିଁ। ଓବାମାଙ୍କ ଶାସନ ସମୟରେ ଉପ-ରାଷ୍ଟ୍ରପତି ଥିବା ବାଇଡେନ୍‌ ଏବଂ ଓବାମା ସରକାରଙ୍କ ସମୟରେ ଥିବା ବହୁ ପୁରୁଣା…

ନୟାଗଡ଼ ନାବାଳିକା ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ମନ୍ତ୍ରୀ 

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସାମ୍ନାରେ ନୟାଗଡ଼ ଦମ୍ପତ୍ତି ଆତ୍ମାହୁତି ଉଦ୍ୟମର ଗୋଟିଏ ଦିନ ପରେ ସେମାଙ୍କ ନାବାଳିକା ଝିଅର ନିର୍ମମ ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ନେଇ ନିଷ୍ପତ୍ତି ନେଇଛନ୍ତି ଗୃହମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ର। ବିଧାନସଭାରେ ବୁଧବାର ଫିନ…

ରିଲିଜ୍ ଅପେକ୍ଷାରେ କରନ୍ ଜୋହରଙ୍କ ମିନାକ୍ଷୀ ସୁନ୍ଦରେଶ୍ୱର !

ମୁମ୍ବାଇ: ଧୀରେଧୀରେ ସୋସିଆଲ୍ ମିଡିଆରେ ସକ୍ରିୟ ହେଉଛନ୍ତି ଫିଲ୍ମ ନିର୍ମାତା କରନ୍ ଜୋହର । ନିକଟରେ କରନ୍ ଏକ ସରପ୍ରାଇଜ ପୋଷ୍ଟ ଜରିଆରେ ସମସ୍ତଙ୍କୁ ଚକିତ କରିଛନ୍ତି । ଏହି ପୋଷ୍ଟରେ ସେ ନିଜର ଅପକମିଂ ନେଟଫ୍ଲିକ୍ସ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି । ସାନ୍ୟା ମଲହୋତ୍ରା ଓ ଅଭିମନ୍ୟୁ…

[ଭିଡିଓ] ତାଜୁବ କଲା ମହିଳାଙ୍କ ଶାଢୀ !

ଭୁବନେଶ୍ୱର: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପଛରେ ପକାଇଲେ ଏହି ମହିଳା । ଫିଲ୍ମ ୟାରାନାରେ ଅମିତାଭ ଲାଇଟିଂ ଡ୍ରେସ୍ ପିନ୍ଧି ସାରା ଜମାନା ହସିନୋଁ କା ଦିୱାନା ଭଳି ଗୀତରେ ଡାନ୍ସ କରିଥିଲେ । ହେଲେ ଏହି ମହିଳା ଜଣକ କିନ୍ତୁ ବିନା ଡାନ୍ସରେ ଅମିତାଭଙ୍କୁ ବଳିଯାଇଛନ୍ତି । ଏକ ନିଆରା…

ବରଂ ନୂଆ ସ୍କୁଲ ଖୋଲୁ

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଦୀର୍ଘ ଆଠ ମାସରୁ ଅଧିକ ସମୟ ଧରି ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନ ଶିକ୍ଷାର ଲାଭ ୭୦ ପ୍ରତିଶତ ପାଖାପାଖି ପିଲା ପାଉ ନାହାନ୍ତି । ପୁଣି କୋଉଠି କଣ ପଢା ହେଉଛି, କିଏ ପଢାଉଛି, ତାର…

ଆସନ୍ତାକାଲି ଭାରତ ବନ୍ଦ; ଟ୍ରେଡ୍‌ ୟୁନିଅନ୍‌ର ଭାରତ ବନ୍ଦ ଡାକରାରେ ସାମିଲ୍‌ ହେବ ଏଆଇବିଇଏ

ନୂଆଦିଲ୍ଲୀ: ୨୬ ନଭେମ୍ବରରେ, ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଭାରତ ବନ୍ଦ ଡାକରା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ବର୍ତ୍ତମାନ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଘୋଷଣା କରିଛି ଯେ ଏହା ମଧ୍ୟ ଏହି ଟ୍ରେଡ୍‌…

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ମହିଳା ସାମିଲ୍‌; ଜାଣନ୍ତୁ କିଏ କିଏ ଅଛନ୍ତି ଏହି ତାଲିକାରେ

ନୂଆଦିଲ୍ଲୀ: ବିବିସି ୨୦୨୦ ପାଇଁ ବିଶ୍ବର ୧୦୦ ପ୍ରେରଣାଦାୟକ ତଥା ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି। ବିବିସି ଏହାର ତାଲିକାରେ ୧୦୦ ମହିଳାଙ୍କୁ ସ୍ଥାନ ଦେଇଛି, ଯେଉଁମାନେ ପରିବର୍ତ୍ତନ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ଯାହା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ମଧ୍ୟ…

ଏକାଠି ଅଭିନୟ କରିବେ ଶାହରୁଖ, ସଲମାନ ଓ ହ୍ରିତିକ୍ !

ମୁମ୍ବାଇ: ଦୁଇବର୍ଷର ମୌନବ୍ରତ ଭାଙ୍ଗି ଅପକମିଂ ପ୍ରୋଜେକ୍ଟ ପଠାନ୍‌ର ସୁଟିଂରେ ସାମିଲ ହୋଇଛନ୍ତି କିଙ୍ଗଖାନ୍ ଶାହରୁଖ । ଫଲ୍ମର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ସମ୍ଭାଳିଥିବାବେଳେ ଏଥିରେ ଦମ୍‌ଦାର ଆକ୍ସନ୍‌, ରୋମାନ୍ସ ଓ ସସ୍ପେନ୍ସ ସିକ୍ୱେନ୍ସ ମଧ୍ୟ ଦେଖିବାକୁ ମିଳିବ ।…