Latest Odisha News

BREAKING NEWS

ଚୀନ୍‌ରେ ଖୋଲିଛି ଏକ ନିଆରା ବୁକ୍‌ ଷ୍ଟୋର୍‌; ହ୍ୟାରି ପୋଟର୍‌ ଭଳି କାଳ୍ପନିକ ଦୁନିଆକୁ ପ୍ରଦର୍ଶନ କରୁଛି ଏହି…

ନୂଆଦିଲ୍ଲି: ଯଦି ଆପଣ ଉଭୟ ହ୍ୟାରି ପୋଟର୍ ପୁସ୍ତକ ଏବଂ ଚଳଚ୍ଚିତ୍ରର ପ୍ରଶଂସକ, ତେବେ ଆପଣ ସାମଞ୍ଜସ୍ୟ ଦେଖିବାକୁ ମିଳିବ। ଚାଇନାର ସିଚୁଆନ୍‌ରେ ହ୍ୟାରି ପୋଟର୍ ଭଳି କାଳ୍ପନିକ ଦୁନିଆକୁ ପ୍ରଦର୍ଶନ କରିବା ପାଇଁ ଏକ ନୂତନ ବୁକ୍‌ ଷ୍ଟୋର୍‌ ଖୋଲାଯାଇଛି। ଏହାକୁ ଜେ.କେ ରୋଲିଙ୍ଗଙ୍କ କାଳ୍ପନିକ…

ବିଧାନସଭାରେ ହାତ ଯୋଡ଼ି ମନ୍ଦିର ଖୋଲିବାକୁ ଗୁହାରି କଲେ ତାରା ବାହିନୀପତି

ଭୁବନେଶ୍ୱର: କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଛି ଧାର୍ମିକ ସ୍ଥଳୀ । ବିଧାନସଭାରେ ଆଜି ମନ୍ଦିର ଖୋଲିବା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ହାତ ଯୋଡି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି, ରାଜ୍ୟରେ ୨୪ଘଣ୍ଟା ଭିତରେ ସବୁ ମନ୍ଦିର ଖୋଲାଯାଉ । ତାରା…

ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ, କାବୁ କଲା ପୋଲିସ

ଭୁବନେଶ୍ୱର: ବିଧାନସଭା ମୁଖ୍ୟ ଫାଟକ ଆଗରେ ହାଇଡ୍ରାମା । ଆମହତ୍ୟା ଉଦ୍ୟମ କଲେ ଦମ୍ପତି । ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ ବେଳେ ସେମାନଙ୍କୁ କାବୁ କଲା ପୋଲିସ । କିରାସିନ ଓ ଦିଆସିଲ ଜବତ କରାଯାଇଛି । ଦମ୍ପତିଙ୍କ ଘର ନୟାଗଡ ଜିଲ୍ଲାରେ । ବିଧାନସଭା ଚାଲିଥିବା ବେଳେ ବାହାରେ…

ଆମେରିକା; ଜାତୀୟ ସୁରକ୍ଷା ଦଳ ଘୋଷଣା କଲେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ତାଙ୍କର ଜାତୀୟ ସୁରକ୍ଷା ଦଳ ଘୋଷଣା କରିଛନ୍ତି ଯେଉଁଥିରେ ତିନିଜଣ ମହିଳା ସାମିଲ୍‌ ଅଛନ୍ତି। ପ୍ରଥମ ଥର ପାଇଁ ଜଳବାୟୁରେ ଏକ ସ୍ୱତନ୍ତ୍ର ଦୂତଙ୍କୁ ଜାତୀୟ ସୁରକ୍ଷା ପରିଷଦରେ ସାମିଲ୍‌ କରାଯିବ। ବାଇଡେନ୍‌…

ସୁନ୍ଦରଗଡ଼ରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ଦିନକରେ ରାଜ୍ୟରୁ ଆଉ ୧୪ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଡେଥ୍ କେସ୍ । ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୪ ଜୀବନ ନେଇଛି ମହାମାରୀ । ଏମାନଙ୍କ ଭିତରେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ଅଛନ୍ତି ୫ ଜଣ । ସୁନ୍ଦରଗଡ଼ରେ…

ରାଜ୍ୟରେ ୬୫୦ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା । ୬୫୦ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି କ୍ୱାରେଣ୍ଟାଇନରୁ ୩୭୪ ଜଣ ଓ ୨୬୮ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ରାଜ୍ୟର ସଂକ୍ରମିତ ତାଲିକାର…

ନିଆରା ଅନ୍ଦାଜ୍‌ରେ ମାଲଦ୍ୱୀପରେ ଛୁଟି କଟାଉଛନ୍ତି ସୋନାକ୍ଷୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ମାଲଦ୍ୱୀପରେ ସମୟ ବିତାଉଛନ୍ତି। ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା କାରଣରୁ ୧୮.୭ ନିୟୁତ ପ୍ରଶଂସକ ଇନଷ୍ଟାଗ୍ରାମରେ ତାଙ୍କୁ ଅନୁସରଣ କରନ୍ତି। ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କିଛି ଫଟୋ ସେୟାର…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚିକିଲି ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା। ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚିକିଲି ଗାଁ…

କିଆରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇନ୍ଦୁ କୀ ଜୱାନୀ’ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: କିଆରା ଆଡଭାନୀ ଏବଂ ଆଦିତ୍ୟ ସିଲଙ୍କ ଅଭିନୀତ ରୋମାଣ୍ଟିକ କମେଡି ଫିଲ୍ମ 'ଇନ୍ଦୁ କୀ ଜୱାନୀ'ର ଟ୍ରେଲର ମୁକ୍ତିଲାଭ କରିିଛି। ଅବୀର ସେନଗୁପ୍ତଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଫିଲ୍ମ ଡିସେମ୍ବର ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି…

୧୦ କୋଟି ଟିକ୍‌ଟକ୍‌ ଅନୁସରଣକାରୀ ସହ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଆମେରିକାନ୍‌ ଗାର୍ଲ ଚାର୍ଲି

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ୧୬ ବର୍ଷୀୟ ଚାର୍ଲି ଡିଏମେଲିଓଙ୍କର ଟିକ୍ ଟକ୍‌ରେ ୧୦ କୋଟି ଅନୁସରଣକାରୀ ଅଛନ୍ତି। ସେ ଟିକ୍ ଟକ୍ ର ପ୍ରଥମ ତାରକା, ଯାହାର ୧୦୦ ମିଲିୟନରୁ ଅଧିକ ଅନୁସରଣକାରୀ ଅଛନ୍ତି। ଦେଢ ବର୍ଷ ପୂର୍ବେ ସେ ଟିକ୍‌ଟକ୍‌ରେ ନିଜର ଆକାଉଣ୍ଟ ଖୋଲିଥିଲେ। ସେ ତାଙ୍କ ଡ୍ୟାନ୍ସ…