Latest Odisha News

BREAKING NEWS

ଅଂଶଙ୍କ ସହ ଆସୁଛନ୍ତି ଧ୍ୱନି ଭାନୁଶାଲି !

ମୁମ୍ବାଇ: ଏମର୍ଜିଂ ସିଙ୍ଗର କମ୍ ପରଫର୍ମର୍ ଧ୍ୱନି ଭାନୁଶାଲୀ । ନିଜ କ୍ୟାରିଅରରେ ସଫଳତାର ସହ ଆଗେଇ ଚାଲିଥିବା ଏହି କଳାକାର ଆଗାମୀ ଦିନରେ ଆଉ ଏକ ନୂଆ ପ୍ରୋଜେକ୍ଟରେ ନଜର ଆସିବେ । ନୂଆ ପ୍ରୋଜେକ୍ଟର ଟାଇଟଲ ରିଭିଲ୍ କରିନଥିଲେ ବି ଏହାର ସୁଟିଂ ଆରମ୍ଭ ହୋଇଥିବା ନେଇ ଖୋଦ ଧ୍ୱନି ସୋସିଆଲ୍…

ଇଣ୍ଟରନେଟ୍‌ରେ ଭାଇରାଲ୍ ” ଅରେ ୟାର୍ “

ନାଗପୁର: ଦେଶବ୍ୟାପୀ ଲକଡାଉନ୍‌ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖାସ୍ କରି ଦାଢି ଓ ଚୁଟି କାଟିବା ଭଳି ଅତ୍ୟାବଶକୀୟ ସେବାରୁ ବଂଚିତ ହୋଇ ଲୋକେ ନାନା ହଇରାଣ ହରକତ ହୋଇଥିଲେ । ତେବେ ଚୁଟି କାଟିବା ଭଳି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଜଣେ କୁନି ପୁଅର ଭିଡିଓ ଭାଇରାଲ୍…

ବାରଣାସୀରେ ପୁନଃ ନିର୍ବାଚନ ଦାବିକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରାଯାଇଥିବା ଏହି ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାରେ ବିଫଳ ହୋଇଥିବା ବିଏସଏଫ ବହିଷ୍କୃତ ସୈନିକ ତେଜ ବାହାଦୁର ଯାଦବ…

ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂ ସେଟ୍‌କୁ ଫେରିଲେ ନେହା

ମୁମ୍ବାଇ: ଗାୟିକା ନେହା କକ୍କଡ ଅକ୍ଟୋବର ୨୪ ରେ ଗାୟକ ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ ଏବଂ ଏହା ପରେ ଦୁହେଁ ହନିମୁନ୍‌ ପାଇଁ ଦୁବାଇ ଯାଇଥିଲେ। ନେହା କକ୍କଡ ହନିମୁନ୍‌ରୁ ଫେରିବା ପରେ ଇଣ୍ଡିଆନ୍‌ ଆଇଡଲ୍‌ ସୁଟିଂ ସେଟ୍‌କୁ ଫେରିଛନ୍ତି। ସେ ସିଙ୍ଗିଙ୍ଗ୍‌ ରିଆଲିଟି ସୋ 'ଇଣ୍ଡିଆନ୍…

ସେୟାରଚାଟକୁ ୭୬୦୦ କୋଟିରେ କିଣିବ ଗୁଗୁଲ !

ବାଙ୍ଗାଲୋର: ଆମେରିକାର ପ୍ରତିଷ୍ଠିତ ଟେକ କମ୍ପାନୀ ଗୁଗୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ସେୟାରଚାଟକୁ କିଣିବା ପାଇଁ ଯୋଜନା କରୁଛି । ରିପୋର୍ଟ ମୁତାବକ ଗୁଗୁଲ ଏ ବାବଦକୁ ୭୬୦୦ କୋଟି ଟଙ୍କା ଦେବାକୁ ରାଜି ଅଛି । କରୋନା ମହାମାରୀ ସମୟରେସେୟାରଚାଟର ଆକ୍ଟିଭ ୟୁଜର୍ସ ୧୬୬ ପ୍ରତିଶତ ବଢ଼ିଥିଲା ।…

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି: ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି । ଆଜି ବିଧାନସଭାରେ ଉତ୍ତର ରଖି ଏକଥା କହିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡିଥିବା ଏବଂ ସରକାର ନିରବଦ୍ରଷ୍ଟା ସାଜିଥିବା…

ଲ୍ୟାଣ୍ଡ ଆଟାକ୍ ଭର୍ସନ ସୁପରସୋନିକ୍ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଲ୍ୟାଣ୍ଡ ଆଟାକ୍ ଭର୍ସନର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ ହୋଇଛି । ସକାଳ ୧୦ଟାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ଉତକ୍ଷେପଣ କରାଯାଇଥିଲା । ଅନ୍ୟ ଏକ ଦ୍ୱୀପରେ ସଫଳତାର ସହ ଟାର୍ଗେଟ…

ମହାରାଷ୍ଟ୍ର ରାଜନୀତିରେ ହଲଚଲ, ଫଡନାଭିସ କହିଲେ ଖୁବ୍ ଶୀଘ୍ର ସରକାର ଗଠନ କରିବୁ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତି ହଲଚଲ ଜୋର ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର ଖୁବ୍ ଶୀଘ୍ର ସରକାର ଗଠନ କରାଯିବ ବୋଲି କହିଛନ୍ତି । ମହାରାଷ୍ଟ୍ର ବିକାଶ ଅଗାଡି ସରକାର ଉପରେ ଜନତା ଅସନ୍ତୁଷ୍ଟ ଅଛନ୍ତି । ସରକାର ପତନ ପରେ ଆମେ ଏହାକୁ ଗଠନ କରିବୁ ବୋଲି…

ଆରପାରିରେ ଅଭିନେତା ଆଶିଷ ରୟ

ମୁମ୍ବାଇ: ଦୀର୍ଘ ଦିନର ଅସୁସ୍ଥତା ପରେ ପ୍ରଖ୍ୟାତ ଚଳଚ୍ଚିତ୍ର ତଥା ଟିଭି ଅଭିନେତା ଆଶିଷ ରୟଙ୍କର ଆଜି ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ଧରି ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ। ଗତ ତିନି ବର୍ଷ ଧରି ତାଙ୍କ ଡାଏଲିସିସ୍ ମଧ୍ୟ…

କଟକରେ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାରେ ସମସ୍ତ ଅଭିଯୁକ୍ତ ଅଟକ

କଟକ: କମିଶନରେଟ ପୋଲିସକୁ ବଡ଼ ସଫଳତା । କଟକ ନୟାସଡକ ସ୍ଥିତ ଫାଇନାନ୍ସ କମ୍ପାନୀରୁ ଟଙ୍କା ଓ ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଚର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର…