କୋଭିଡ କଟକଣା ମଧ୍ୟରେ ହେବ ଶ୍ରୀ ଧବଳେଶ୍ବରଙ୍କ ନିତିକାନ୍ତି: ଘରେ ରହି ଦର୍ଶନ କରିବେ ଶ୍ରଦ୍ଧାଳୁ
କଟକ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ପଞ୍ଚୁକ।ଏହାସହ ଆରାଧ୍ୟ ଦେବ ଶ୍ରୀଶ୍ରୀଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହେବ ପଞ୍ଚୁକ ବ୍ରତ। ନଭେମ୍ବର ୨୮ ତାରିଖ ଦିନ ଏଠାରେ ପାଳନ ହେବ ବଡ଼ଓଷା।
କୋଭିଡ ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ଚଳିତ ଥର ବିନା ଭକ୍ତରେ ଏଠାରେ ପଞ୍ଚୁକ ଯାତ୍ରା ଅନୁଷ୍ଠିତ ହେବ। ଏନେଇ…