Latest Odisha News

BREAKING NEWS

[ଭିଡିଓ] ବିଚ୍ ରାସ୍ତାରେ ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ !

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଖୁଲମ୍‌ଖୁଲା ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ । ହାତରେ ଥିଲା ବନ୍ଧୁକ, ପାଟିରୁ ବାହାରୁଥିଲା ଅନବରତ ଅଶ୍ରାବ୍ୟ ଭାଷା । ତେବେ ଘଟଣା ଏତିକିରେ ଥମିନଥିଲା । କେବଳ ଧମକ ନୁହେଁ ବରଂ ମହିଳା ଜଣକ ଏକାଧିକ ରାଉଣ୍ଡ ଗୁଳିମାଡ ବି କରିଥିଲେ । ତେବେ ଏଥିରେ କେହି…

ଅଭାବି ଅଞ୍ଜନଙ୍କ କୃଷି କରିସ୍ମା: ଯୁବ ଭାଗଚାଷୀଙ୍କ ଆତ୍ମନିର୍ଭରଶୀଳ କାହାଣୀ

ଭଦ୍ରକ: ଜିତାନଗା ଗାଁର କ୍ଷୁଦ୍ରଚାଷୀ ଅଂଜନ କୁମାର ପାଲ । ନିଜର ଜମି କହିଲେ ମାତ୍ର ୮ ଗୁଣ୍ଠ ଯେଉଁଥିରେ ସେ କେବଳ ଧାନ ଚାଷ ହିଁ କରନ୍ତି । ଏଥିରୁ ଯାହା ଅମଳ ହୁଏ ତାକୁ ବିକ୍ରି କରି ଯାହା ଲାଭ ପାଉଥିଲେ ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡୁଥିଲା । ତେଣୁ ସେ ଭାଗଚାଷ…

୨୮ ନଭେମ୍ବରରେ ପୁଣେସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ୨୮ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ କୋଭିଶିଲ୍ଡ ନାମକ ଏକ ଟିକା ପରୀକ୍ଷା କରୁଥିବାବେଳେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏହି ଟିକା ଉତ୍ପାଦନକାରୀ ଏଷ୍ଟ୍ରୋଜେନିକା ଅନ୍ୟ…

ଏମିତି ବି ଆସେ ମୃତ୍ୟୁ; ଚାଲିଚାଲି ଯାଉଥିଲେ ମାଡ଼ିଗଲା ହାଇୱା, ୭ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ହାଇସ୍କୁଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ କିଛି ଲୋକଙ୍କ ଉପରେ ମାଡି ଯାଇଛି ହାଇଓ୍ବା । ଫଳରେ ଘଟଣାସ୍ଥଳରେ ହିଁ…

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି…

ପିଲିଭିଟ୍‌ ଟାଇଗର୍‌ ରିଜର୍ଭକୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ; ୧୦ ବର୍ଷ ପରିବର୍ତ୍ତେ ୪ ବର୍ଷରେ ବ୍ୟାଘ୍ରଙ୍କ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭିଟ୍ ଟାଇଗର ରିଜର୍ଭ (ପିଟିଆର) ଏବଂ ରାଜ୍ୟର ବନ ବିଭାଗ ୧୦ ବର୍ଷ ପରିବର୍ତ୍ତେ ୪ ବର୍ଷରେ ଟାଇଗର ଜନସଂଖ୍ୟାକୁ ଦ୍ୱିଗୁଣିତ କରି ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି। ଦେଶର ୧୩ ଟି ଟାଇଗର ରେଞ୍ଜରେ ପିଟିଆର୍‌ ହେଉଛି ପ୍ରଥମ ଟାଇଗର…

ନାଗାର୍ଜୁନ ବେଶ ପାଇଁ ଛତିଶାନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଅଲୌକିକ ନାଗାର୍ଜୁନ ବେଶ। ଏଥିପାଇଁ ପାଇଁ ଆଜି ହୋଇଥିବା ଛତିଶାନିଯୋଗ ବୈଠକରେ ନିଆଯାଇଛି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ନିଷ୍ପତ୍ତି ଅନୁଯାୟୀ ନାଗାର୍ଜୁନ ଵେଶ ଏକ ଶୋଭାଯାତ୍ରାରେ ରାତି ୨ ଟା ରୁ ଚକ୍ରକୋଟ…

ବିୟର ପିଇ ରେସ୍ତୋରାଁକୁ ୩୦୦୦ ଡଲାର୍‌ ଟିପ୍ସ ଦେଲେ ବ୍ୟକ୍ତି; କିନ୍ତୁ କାହିଁକି…..

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ, ଯେଉଁଠାରେ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି, ସେଠାରେ ମଧ୍ୟ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ଆମେରିକାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେସ୍ତୋରାଁ…

୧୫୦ ମିଲିୟନ୍‌ ଭ୍ୟୁ ପାର୍‌ କଲା ଗୁରୁ ରାନ୍ଧୱା ଏବଂ ନୋରା ଫ‌ତେହିଙ୍କ ଗୀତ ‘ନାଚ ମେରୀ ରାନୀ’

ମୁମ୍ବାଇ: ଗାୟକ ଗୁରୁ ରାନ୍ଧୱାଙ୍କ ଗୀତ 'ନାଚ ମେରୀ ରାନୀ' ସୋସିଆଲ ମିଡିଆରେ ଲଗାତାର୍‌ ହିଟ୍‌ ହେଉଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୫୦ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଏହି ଗୀତରେ ନୋରା ଫତେହି ଏବଂ ଗୁରୁ ରାନ୍ଧୱା ଏକାଠି ନାଚିଛନ୍ତି। ନୋରା ଫତେହି ଏବଂ…

ସମାଲୋଚନାର ଶିକାର ହେଲେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା !

ମୁମ୍ବାଇ: ଜୁନ୍ ୧୪ରେ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ସମସ୍ତଙ୍କୁ ଚମକାଇଦେଇଥିଲା । ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଅନିଶ୍ଚିତତା ଘେରରେ ରହିଛି । ଅନ୍ୟପଟେ ରିଆ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଥର ଅଙ୍କିତା ଲୋଖଣ୍ଡେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ହେଲେ ନିକଟରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା…