ପୁଣି ରାଣୀ କଙ୍ଗନା ମୁହଁ ଖୋଲିଲେ: ସୁଶାନ୍ତଙ୍କୁ ହତ୍ୟା କରାଯାଇଛି !
ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ପୁନର୍ବାର ମୁହଁ ଖୋଲିଛନ୍ତି । ସେ ଏ ନେଇ ସୋସିଆଲ ସାଇଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହା କି ଭାଇରାଲ ହେବା ଆରମ୍ଭ ହୋଇଛି । ଉକ୍ତ ଭିଡିଓରେ କେତେକ ନିର୍ଦ୍ଦିଷ୍ଟ ମିଡିଆ କିପରି ସୁଶାନ୍ତଙ୍କ…