Latest Odisha News

BREAKING NEWS

ସୂର୍ଯ୍ୟ ପରାଗ : ଭାରତରେ କେତେବେଳେ ଗ୍ରାସ, କେତେବେଳେ ମୋକ୍ଷ

ଜୁନ ୨୧ ତାରିଖ ସକାଳ ୯ଟା ୫୬ ମିନିଟ ସମୟରେ ଗୁଜରାଟ ଦ୍ୱାରକା ଆକାଶରେ ପ୍ରଥମେ ସୂର୍ଯ୍ୟ ପରାଗ ଆରମ୍ଭ ହେବ । ତେବେ ଏହା ଆଂଶିକ ପରାଗ ହେବ । ଯେହେତୁ ଭାରତ ପାଇଁ ରାଜସ୍ଥାନରେ ପ୍ରଥମେ ବଳୟ ପରାଗ ହେବ ତେଣୁ ଏଠିକାର ସମୟ ଉପରେ ନଜର ପକାଇବା । ରାଜସ୍ଥାନରେ ୧୦ଟା ୧୨ ମିନିଟ ୨୬ସେକେଣ୍ଡ…

ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ । ସେ ସମସ୍ତଙ୍କର। ସାରା ଜଗତର । ସେ ଏମିତି ଠାକୁର,ଯାହାଙ୍କୁ ଆଖି ପାଏ ନାହିଁ । ଆଖି ପାଏ ନାହିଁ ବୋଲି ସେ ଅନନ୍ତ । ସେ ଆକାଶଠାରୁ ଆହୁରି ବିସ୍ତୃତ, ସମୁଦ୍ରଠାରୁ…

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା, ଅକ୍ସିଜେନ୍ ସପୋର୍ଟରେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି। ସତ୍ୟେନ୍ଦ୍ରଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ତାଙ୍କୁ ପ୍ଲାଜ୍ମା ଥେରାପି ମାଧ୍ୟମରେ ଚିକିତ୍ସା କରାଯିବ ବୋଲି…

ଅହମ୍ମଦାବାଦରେ ଗୋଟିଏ ପରିବାରର ୬ଜଣଙ୍କ ଆତ୍ମହତ୍ୟା

ଅହମ୍ମଦାବାଦ: ଗୋଟିଏ ପରିବାରର ୬ଜଣ ଏଠାରେ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରେ ୪ଟି ଛୋଟ ପିଲା ରହିଛି । ଅମ୍ରେଶ ପଟେଲ ଓ ଗୌରାଙ୍ଗ ପଟେଲ ସେମାନଙ୍କ ୪ ଛୁଆଙ୍କ ସହ ଆତ୍ମହତ୍ୟା କରିଛନ୍ତି । କଣ ପାଇଁ ସେମାନେ ଏହି କଠୋର ପଦକ୍ଷେପ ଗ୍ରହଣ କଲେ ତାହା ଜଣା ପଡୁ ନାହିଁ । ପୋଲିସ ଡ୍ରଇଂ…

ଓଡିଶାର ୮ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା, ଦେବଗଡ଼, କୋରାପୁଟ, ସମ୍ବଲପୁର,…

ସୁସ୍ଥ ହେଲେ ଆଉ ୧୫୩ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୪୩ ଜଣ ଅଛନ୍ତି ।ସେହିପରି ଜଗତସିଂପୁରର ୨୧, କନ୍ଧମାଳର ୧୮, ଖୋର୍ଧାର ୧୨, ଭଦ୍ରକର…

ରଥଯାତ୍ରାକୁ ନେଇ ପୁଣି ସୁପ୍ରିମକୋର୍ଟରେ ଆବେଦନ

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନ ଦାଖଲ ହୋଇଛି । ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ମୋଡିଫିକେସନ୍ ପିଟିସନ ଦାୟର ହୋଇଛି । ପକ୍ଷଭୁକ୍ତ ଆବେଦନକାରୀ ଅଫତାବ୍ ହୁସେନ୍ ପିଟିସନ ଦାୟର କରିଛନ୍ତି । କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ । ସାରା…

ସୋନୁ ନିଗମଙ୍କ ଚାଂଚଲ୍ୟକର ବୟାନ: ୨ଟି ମାଫିଆଙ୍କ ହାତ ମୁଠାରେ ମ୍ୟୁଜିକ ଇଣ୍ଡଷ୍ଟ୍ରି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କୁ ପରୋକ୍ଷରେ ସାହସ ଯୋଗାଇଛି । ଧିରେ ଧିରେ ଜଣଙ୍କ ପରେ ଜଣେ ସେମାନଙ୍କ ଉପରେ ହୋଇଥିବା ମାନସିକ ଅତ୍ୟାଚାରର ଗୁମର ଖୋଲୁଛନ୍ତି । ଲୋକପ୍ରିୟ ଗାୟକ ସୋନୁ ନିଗମ ଶୁକ୍ରବାର କହିଛନ୍ତି ୨ଟି ମାଫିଆ ଗ୍ରୁପ…

ଛଳନା ଓ ବର୍ବରତାର ଅନ୍ୟନାମ କମ୍ୟୁନିଷ୍ଟ ଚୀନ୍

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଭାରତର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପୂର୍ବରେ ଅବସ୍ଥିତ ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଗଲୱାନ୍‌ ନଦୀ ଉପତ୍ୟକାକୁ କବ୍ଚାକରିବା ଲକ୍ଷ୍ୟରେ ଚୀନ୍ ଜୁନ୍ ୧୫ତାରିଖ ଦିନ ଯେଉଁ ଖଳବୁଦ୍ଧି ପ୍ରୟୋଗକଲା ତାହା ଦେଶବାସୀଙ୍କୁ…

ରଥଯାତ୍ରା ବନ୍ଦକୁ ନେଇ ତେଜିଲା ରାଜନୀତି, କାନ୍ଦି ପକାଇଲେ ସୁର

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରାକୁ ନେଇ ରହିଥିବା ଦ୍ୱନ୍ଦ ଦୂର ହୋଇଛି । ହେଲେ ରଜନୀତି ଜୋର ଧରିଛି । ଏହି ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ରଥଯାତ୍ରା ନେଇ ଯାହା ଆଶଙ୍କା…