୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ୪ ଜଣଙ୍କୁ ଗିରଫ କଲା ନିମାପଡା ପୋଲିସ
ପୁରୀ: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ନିଶା ବ୍ୟବସାୟ ଅଭିଯୋଗରେ ଚାରିଜଣ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଏହାସହ ସେମାନଙ୍କ ଠାରୁ ପାଖାପାଖି ୧୨ ଗ୍ରାମର ବ୍ରାଉନ ସୁଗାର ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଗିରଫ ଯୁବକ ମାନେ ହେଉଛନ୍ତି ସ୍ଥାନୀୟ ଅନ୍ଧିଆ ଶାସନର ମାଧବାନନ୍ଦ…