Latest Odisha News

BREAKING NEWS

ଅଭିନୟକୁ ବାଏବାଏ କହିଲେ ଇମ୍ରାନ୍ ଖାନ୍ !

ମୁମ୍ବାଇ: 'କୟମାତ୍ ସେ କୟାମତ୍ ତକ୍' ଓ 'ଜୋ ଜିତା ୱହି ସିକନ୍ଦର'ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ ଇମ୍ରାନ୍ ଖାନ । ପରେ ମୁଖ୍ୟ ଅଭିନେତା ଭାବେ ୨୦୦୮ରେ ରୋମାଣ୍ଟିକ କମେଡି ମୁଭି 'ଜାନେ ତୁ ୟା ଜାନେ ନାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ପାଇଁ ସେ ଆୱାର୍ଡ ହାସଲ କରିବା ପରେ…

ମୋଦୀ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍‌; ଜିଡିପି ଏବଂ ବ୍ୟାଙ୍କ ସଙ୍କଟରେ ଅଛି; ଏହା ବିକାଶ ନା ବିନାଶ?

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ସମ୍ପର୍କରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଦେଶର ବ୍ୟାଙ୍କ ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ଏବେ ସଙ୍କଟରେ ଅଛି ଏବଂ ଏହି ପରିସ୍ଥିତିରେ ଜନସାଧାରଣଙ୍କ ମନୋବଳ…

ଆକାଶରୁ ଖସିଲା ଉଲକାପିଣ୍ଡ, ରାତାରାତି ଭାଗ୍ୟ ବଦଳିଗଲା

ଜାକର୍ତା: ଭଗବାନ ଯାହାକୁ ଦିଅନ୍ତି, ହାତ ଖୋଲିକରି ଦିଅନ୍ତି ତାହା ପୁନର୍ବାର ପ୍ରମାଣିତ ହୋଇଛି । ଇଣ୍ଡୋନେସିଆର ୩୩ ବର୍ଷୀୟ ଜୋସୁଆ ହୁତାଗୁଲାଙ୍ଗଙ୍କ ଆର୍ଥୀକ ଅବସ୍ଥା ସେତେଟା ସ୍ୱଚ୍ଛଳ ନ ଥିଲା । ଦିନେ ସେ ରାତିରେ ଶୋଇଛନ୍ତି ହଠାତ୍ ତାଙ୍କ ଛାତ ଉପରେ କଣ ଗୋଟେ ଶବ୍ଦ କରି ପଡିଲା । ତାହା…

ବିଧାନସଭାରେ ଶପଥ ନେଲେ ଦୁଇ ନୂଆ ବିଧାୟକ

ଭୁବନେଶ୍ୱର : ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବନିର୍ବାଚିତ ଦୁଇ ଜଣ ବିଜେଡି ବିଧାୟକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନଭେମ୍ବର ୩…

ବଦଳିଯିବ କି ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟର ନାମ?

ନୂଆଦିଲ୍ଲୀ:ବିଜେପି ସାଧାରଣ ସମ୍ପାଦକ ସିଟି ରବି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନାମ ପରିବର୍ତ୍ତନ କରି ସ୍ୱାମୀ ବିବେକାନନ୍ଦଙ୍କ  ନାମରେ ନାମିତ କରିବାକୁ ଦାବି କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସହର ଏବଂ ବିଶ୍ୱବିଦ୍ୟାଳୟର ନାମ ବଦଳାଇବା ପାଇଁ ଭାରତରେ ରାଜନୀତିରେ…

ତୃତୀୟ ଥର ପାଇଁ କଙ୍ଗନା ଏବଂ ଭଉଣୀ ରଙ୍ଗୋଲିଙ୍କୁ ହାଜର ହେବାକୁ ନୋଟିସ୍‌ ପଠାଇଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ: ତୃତୀୟ ଥର ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମୁମ୍ବାଇ ପୋଲିସ ସମନ ଜାରି କରିଛି। ମୁମ୍ବାଇ ପୋଲିସ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପଚରାଉଚରା କରିବାକୁ ଚାହୁଁଛି। ଏହି ସମନ୍ୱୟରେ କଙ୍ଗନା ରାନାୱତଙ୍କୁ ୨୩ ନଭେମ୍ବରରେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି…

ଖୁସି ଖବର; ଲଗାତାର ୫ ଦିନ ପାଇଁ ରାଜ୍ୟରେ ୧୦୦୦ ରୁ କମ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ଗ୍ରାଫ ଖସୁଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ଲଗାତାର ୫ମ ଦିନରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା କମ୍ ରହୁଥିବା ଆଜି ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇଛି।…

ନେଟ୍‌ଫ୍ଲିକ୍ସର ସ୍ୱପ୍ନ ପୂରଣ କଲେ ବିରାଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ, ନଭେମ୍ବର ୨୯ ରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ବିରାଟ କୋହଲି ଏକ ସଙ୍ଗରୋଧରେ ଅଛନ୍ତି। ବିରାଟ କୋହଲି ତାଙ୍କ ସଙ୍ଗରୋଧ ଅବଧିରେ ନେଟଫ୍ଲିକ୍ସର ୱେବ୍…

ପ୍ରସିଦ୍ଧ କଳାକାର ଅଞ୍ଜୁମ ସିଂଙ୍କର କର୍କଟରେ ମୃତ୍ୟୁ

ନୂଆଦିଲ୍ଲୀ: ଜଣାଶୁଣା ଭାରତୀୟ କଳାକାର ଅଞ୍ଜୁମ ସିଂଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ପ୍ରାୟ ୬ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କଳା ସଂଗ୍ରହକାରୀ 'କିରଣ ନାଦର ସଂଗ୍ରହାଳୟ' ଏହି ସୂଚନା ଦେଇଛି। ନାଦର ମ୍ୟୁଜିୟମ୍ ଅଫ୍ ଆର୍ଟ…

ଜଳେଶ୍ୱରରୁ ପୁଣି ୬ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉନସୁଗର ବେପାର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ପୁଣି ବ୍ରାଉନସୁଗର ଜବତ ହୋଇଛି । ଜଳେଶ୍ୱରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୮ ଗ୍ରାମ୍‌ ବ୍ରାଉନସୁଗର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜଳେଶ୍ୱର ଥାନା ଅନ୍ତର୍ଗତ ହଟଛକ…