ନାବାଳିକା ସହ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହେଲେ ଅଲିମ୍ପିକ୍ ସ୍ଵର୍ଣ୍ଣ ପଦକ ବିଜେତା କିପ୍ରୁଟୋ
ଭୁବନେଶ୍ୱର: ଗିରଫ ହେଲେ ଅଲିମ୍ପିକ୍ ର ସ୍ଵର୍ଣ୍ଣ ପଦକ ବିଜେତା କିପ୍ରୁଟୋ । ଜଣେ ନାବାଳିକା ସହ ଯୋୖନ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ତେବେ ଗିରଫ ର କିଛି ସମୟ ପରେ କିପ୍ରୁଟୋଙ୍କୁ ଜାମିନ ମଧ୍ୟ ମିଳିଯାଇଛି । ମାତ୍ର ଏବେ ବି ମାମଲା କୋର୍ଟରେ…