ଆଜି ସକାଳ ୧୦ଟାରୁ ଆରମ୍ଭ ହେବ +୨ ଅଫଲାଇନ ଖାତା ଦେଖା
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଅଫଲାଇନ ମ୍ୟାଟ୍ରିକ ଖାତା ଦେଖା । ୬୬ କେନ୍ଦ୍ରରେ ୧୧ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଏହି ଖାତା ଦେଖିବା ପକ୍ରିୟାରେ ସାମିଲ ହେବେ ।
ପ୍ରଥମ ପର୍ଯ୍ୟାୟ ୧୭ ଟି କେନ୍ଦ୍ରରେ ଖାତା ଦେଖା ହେବ । କୋଭିଡ ଗାଇଡ଼ଲାଇନ ସହ ଆଜି ସକାଳ ୧୦ ଟାରୁ ସନ୍ଧ୍ୟା ୫ ଟା…