Latest Odisha News

BREAKING NEWS

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ମନା

ପୁରୀ: ଏଥର ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପିଣ୍ଡଦାନ କରିପାରିବେନି ସାଧାରଣ ଲୋକ । ଚଳିତ ବର୍ଷ କରୋନା ପାଇଁ ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ତଥା ପିଣ୍ଡ ଦାନ କରିବାକୁ ମନା ହୋଇଛି। ପୟା ଶ୍ରାଦ୍ଧ କ’ଣ? ଘରେ ରହି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ କରିବାକୁ ଲୋକମାନଙ୍କୁ…

ସଫଳ ହେଲା ଆଇପିଏଲ, କାନ୍ଦୁଛି ପାକିସ୍ତାନ୍ କ୍ରିକେଟ୍ !

ଭୁବନେଶ୍ୱର: ଚଳିତବର୍ଷ କରୋନା ମହାମାରୀ ଓ ଅନ୍ତର୍ଜାତୀୟ କଟକଣାରେ ବି ସୁଚିନ୍ତିତ ଉପାୟରେ ଆୟୋଜିତ ହୋଇଥିଲା ଆଇପିଏଲ୍ । କେବଳ ଆୟୋଜନ କାହଁକି ବରଂ ସବୁଠୁ ସଫଳତମ ସଂସ୍କରଣ ଭାବେ ମଧ୍ୟ ୨୦୨୦ ଆଇପିଏଲ୍ ମର୍ଯ୍ୟଦା ପାଇଛି । ହେଲେ ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ କିନ୍ତୁ ଆଖିରୁ ଲୁହ…

କରୋନା ଟିକା ପାଇଁ ୯୦୦ କୋଟି

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିଭର ଭାରତ ୩.୦ ଘୋଷଣା କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ପାଇଁ ୯ ଶହ କୋଟି ଟଙ୍କା ଘୋଷଣା ହୋଇଛି । କୋଭିଡ ସୁରକ୍ଷା ମିଶନ ଜରିଆରେ ବାୟୋଟେକ୍ନୋଲଜି ବିଭାଗକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା…

ରାଉରକେଲା ବାସୀଙ୍କ ଲାଗି ପ୍ରସ୍ତୁତ ହେଉଛି ରାଉରକେଲା ୱାନ୍ ପ୍ରକଳ୍ପ

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ଅଧିନରେ ଏବେ ବିଭିନ୍ନ ପ୍ରକଳ୍ପ ଜୋରସୋରରେ ଚାଲିଛି। ତନ୍ମଧ୍ୟରୁ ମୁଖ୍ୟ ପ୍ରକଳ୍ପ ହେଲା ରାଉରକେଲା ୱାନ୍ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ସହରବାସୀଙ୍କୁ ବିବିଦ୍ଧ ସୁବିଧା ଗୋଟିଏ ସ୍ଥାନରେ ମିଳିପାରିବ। ଏହି ପ୍ରକଳ୍ପ ବର୍ତ୍ତମାନ…

ଇଣ୍ଟରନେଟ୍‌ରେ ଭାଇରାଲ୍ ଟିମ୍ ଇଣ୍ଡିଆର ନୂଆ ଜର୍ସି !

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କ୍ରିକେଟ୍ ମହା-ମୁକାବିଲା । ଏଥିପାଇଁ ନିକଟରେ ଅଷ୍ଟ୍ରେଲିଆ ଦଳ ଟି୨୦ ଓ ଦିନିକିଆ ମ୍ୟାଚ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଥିଲା । ଆଉ ଏବେ ଶୁଣିବାକୁ ମିଳିଛି ଟିମ୍ ଇଣ୍ଡିଆ ବି କୁଆଡେ ଦିନିକିଆ ଓ ଟି୨୦ରେ ନୂଆ ତଥା ପାରମ୍ପରିକ ଜର୍ସି ପରିଧାନ…

ଡ୍ରଗ୍ସ ଲିଙ୍କ: ଏନ୍‌ସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା ଅର୍ଜୁନ ରାମପାଲ । ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ସୋମବାର ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ଅଫିସରେ ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା। ଆଉ ଏବେ ଅର୍ଜୁନ…

ଅଙ୍ଗାରଗାଁରେ ‘ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ’ ଆୟୋଜିତ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟରେ 'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସୁପରଭାଇଜର ବିଶ୍ୱନାଥ ବେହେରା ପ୍ରମୁଖ ଯୋଗ ଦେଇ…

ଦେଶରେ ସୁଧୁରୁଛି ଆର୍ଥିକ ସ୍ଥିତି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଦେଶରେ ସୁଧୁରୁଛି ଆର୍ଥିକ ସ୍ଥିତି । ଆଥିକ ଅବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି । ଆତ୍ମନିର୍ଭର ଭାରତ-୩.୦ ଘୋଷଣା କରି ଏଭଳି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା…

ମାଲକାନଗିରିରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ନିକଟ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି। ମାଲକାନଗିରି ଏସପି ଋଷିକେଶ ଖିଲାରିଙ୍କ ସୂଚନା ଅନୁଯାୟୀ, ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଖବର ମିଳିବା ପରେ ବିଏସ୍‌ଏଫ୍‌, ଡିଭିଏଫ, ଏସଓଜି…

ବଡ ଘୋଷଣା, ନୂଆ କର୍ମଚାରୀଙ୍କ ଇପିଏଫ୍ ଭରିବ କେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ଏହି ଘୋଷଣା କରାଯାଇଛି । ମୁଖ୍ୟତଃ ସଂଗଠିତ କ୍ଷେତ୍ରରେ ଅଧିକ…