Latest Odisha News

BREAKING NEWS

ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ପୁରଣ କରିବାକୁ ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କେନ୍ଦ୍ର ଠାରୁ ଏକ ବର୍ଷ ଅଧିକା ସମୟ ମାଗିଛି । ପୂର୍ବରୁ ସରକାର ୨୦୨୧ କୁ ଏହାର ଶେଷ ସମୟ ରୂପେ ଧାର୍ଯ୍ୟ କରିଥିଲେ । ଅଧିକ ପଢନ୍ତୁ: ଶ୍ରୀଦେବୀଙ୍କ…

ପାହାଚରୁ ଖସି କଲେଜ ଅଧ୍ୟକ୍ଷାଙ୍କ ଦୁଃଖଦ ମୃତ୍ୟୁ

ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କର ଅସ୍ୱାଭାବିକଭାବେ ମୃତ୍ୟୁ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସରେ ଯୋଗଦେବାକୁ ଯାଉଥିବାବେଳେ ପାହାଚରୁ ଖସି ଘଟିଛି ଏଭଳି ଅଭାବନୀୟ ଘଟଣା  ।…

ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନର ଶେଷ ସମୟ ବୃଦ୍ଧି କଲା ଆଇଆଇଏମସି

ନୂଆଦିଲ୍ଲୀ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ଆସନ୍ତା ଶିକ୍ଷାବର୍ଷ ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନ ର ଶେଷସମୟକୁ ବୃଦ୍ଧି କରିଦିଆଯାଇଥିବା ବେଳେ ଶେଷ ତାରିଖ ଧାର୍ଯ୍ୟ କରାଯାଇନାହିଁ । ଅଧିକ ପଢନ୍ତୁ: ଦୂରଦର୍ଶନରେ ସିଧାପ୍ରସାରଣ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରୋନା…

ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୯୦ ଦିନର ମଧ୍ୟାହ୍ନ ଭୋଜନ ରାସନ ଖର୍ଚ୍ଚ

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି  । ମାର୍ଚ୍ଚ ୧୬ ରୁ ଜୁନ୍ ୧୩ ଯାଏଁ ୯୦ ଦିନର ମଧ୍ୟାହ୍ନ ଭୋଜନ ରାସନ ବାବଦ ଖର୍ଚ୍ଚ ସିଧାଯିବ ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ । ଏହି ଅର୍ଥ ରାଶି ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରିବା ଲାଗି ସମସ୍ତ…

ମଣିପୁରରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ମଣିପୁରରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନରେ ପହଞ୍ଚିଛନ୍ତି । ସେହିପରି ଆଜି ମଧ୍ୟ ଆଉ ଏକ ବିମାନରେ ୧୩୮ ଜଣ ଓଡ଼ିଆ ପ୍ରବାସୀ ଭୁବନେଶ୍ୱର ପହଞ୍ଚିବେ । ଏହି ସମସ୍ତ…

ରାଜଧାନୀରେ ପୁଣି ମାତିଲେ ବାଇକ୍ ଲୁଟେରା, ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଛିନତାଇ  । ରଜ ସପିଂ କରି ଫେରୁଥିବାବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ  । ଚେନ୍ ଛିଣ୍ଡାଇବାବେଳେ ତଳେ ପଡ଼ି ମହିଳା ଜଣକ ଆହତ ମଧ୍ୟ ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି  । ଆଜି ଅପରାହ୍ନରେ ୟୁନିଟ-୨ ମାର୍କେଟ୍…

ପିଓକେରେ ପାକିସ୍ତାନ ନଷ୍ଟ କରୁଛି ବୌଦ୍ଧ କୀର୍ତିରାଜ, ଭାରତର ବିରୋଧ

ନୂଆଦିଲ୍ଲୀ : ପିଓକେର ଗିଲଗିଟ-ବାଲଟିସ୍ତାନରେ ଥିବା ଐତିହାସିକ ବୌଦ୍ଧ କୀର୍ତ୍ତିରାଜୀକୁ ପାକିସ୍ତାନ ନଷ୍ଟ କରୁଥିବାରୁ ଭାରତ ତାହାର ତୀବ୍ର ବିରୋଧ କରିବା ସହ ଉକ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଦାବି କରିଛି ।  ଗିଲଗିଟ ବାଲଟିସ୍ତାନରେ ଥିବା ଗୁମ୍ଫାରେ ଅଙ୍କିତ ପ୍ରାଚୀନ ବୌଦ୍ଧ…

ଜାତୀୟ କ୍ରୀଡା ପୁରସ୍କାର ଆବେଦନ ଜୁନ ୨୨କୁ ଘୁଂଚିଲା, ଆଥଲେଟ ନିଜ ନାମ ସୁପାରିଶ କରିପାରିବେ

ନୂଆଦିଲ୍ଲୀ:କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଜାତୀୟ କ୍ରୀଡା ପୁରସ୍କାର ଅବେଦନ ତାରିଖକୁ ଜୁନ ୨୨ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି । ସବୁଠାରୁ ବଡ କଥା ଖେଳାଳିମାନଙ୍କୁ ବିଶେଷ ଅଧିକାର ଦେବା ସହ ସେମାନେ ନିଜ ନାମ ସୁପାରିଶ କରିପାରିବେ ବୋଲି…

ଦୂରଦର୍ଶନରେ ସିଧାପ୍ରସାରଣ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୁବନେଶ୍ୱର: ଆଉ ଦିନକ ପରେ ବଡଠାକୁରଙ୍କ ସ୍ନାନଯାତ୍ରା । ତେବେ ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସାମ୍ନାରେ ଝିଡା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପରିବେନି । ଦୂରଦର୍ଶନରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ହେବ ସିଧାପ୍ରସାରଣ । ଘରେ ବସି ଭକ୍ତ ଦେଖିବେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ।…

ଶ୍ରୀଦେବୀଙ୍କ ୨୪ତମ ବିବାହ ବାର୍ଷିକୀର ସ୍ମୃତିଚାରଣ କଲେ ଝିଅ ଜାହ୍ନବୀ

ମୁମ୍ବାଇ: ଶ୍ରୀଦେବୀ ତନୟା ଜାହ୍ନବୀ କପୁର ତାଙ୍କ ମା’ଙ୍କୁ ଖୁବ୍ ମନେ ପକାଇଛନ୍ତି । ଶ୍ରୀଦେବୀ ଆଜି ଥିଲେ ପାଳନ କରିଥାଆନ୍ତେ ୨୪ ତମ ବିବାହ ବାର୍ଷିକୀ । ଯଦି ଶ୍ରୀଦେବୀ ବଞ୍ଚି ରହିଥାନ୍ତେ ତେବେ କିପରି ଆଜି ଦିନଟିକୁ ପାଳି ଥାଆନ୍ତେ ସେହି କଥାକୁ ମନେ ପକେଇଛନ୍ତି ଅଲିଅଳି ଝିଅ ଜାହ୍ନବୀ ।…