Latest Odisha News

BREAKING NEWS

ସୋସିଆଲ ସାଇଟର ଷ୍ଟାର ପାଲଟିଛି ବିଗ୍ କୋକୋ ପଫ ନାମକ ଠେକୁଆ

ୱାଶିଂଟନ: ସୋସିଆଲ ସାଇଟରେ ଏବେ ଷ୍ଟାର ସାଜିଛି ବିଗ୍ କୋକୋ ପଫ ନାମକ ଠେକୁଆ । ଇନଷ୍ଟାଗ୍ରାମରେ ଏହାର କେବଳ ୩ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋର୍ସ । ଆସନ୍ତୁ ଜାଣିବା ଏହି ବିଶାଳକାୟ ଠେକୁଆ ବିଷୟରେ । ଏହାର ମାଲିକ ମ୍ୟାକ ସ୍ମିଥ ତାଙ୍କ ପିଲାମାନଙ୍କ ପାଇଁ ଏକ ପୋଷା ଜନ୍ତୁ ଆଣିବା ପାଇଁ ଚାହୁଁଥିଲେ ।…

ଟଳିଲା ବିପଦ, ଦୁର୍ବଳ ହେଲା ବାତ୍ୟା ‘ନିସର୍ଗ’

ମୁମ୍ବାଇ: ଟଳିଲା ବିପଦ । ଦୁବ୍ରଳ ହେଲା ସାମୁଦ୍ରିକ ଝଡ ନିସର୍ଗ । ବାତ୍ୟା ନିସର୍ଗ ମୁମ୍ଵାଇରେ ପ୍ରବେଶ କରିବା ମାତ୍ରେ ଦୁର୍ବଳ ହୋଇଯାଇଛି। ଫଳରେ ରାଜ୍ୟ ପାଇଁ ବିପଦ ଟଳି ଯାଇଛି। ଆରବସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଇଲାକାରେ ସ୍ଥଳଭାଗ ଛୁଇଁ…

ଗୁଜରାଟର ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ମୃତ, ୩୨ ଆହତ

ସୁରଟ: ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଦହେଜ ଇଷ୍ଟ୍ରିଆଲ ଅଂଚଳର ଏକ ରାସାୟନିକ କାରଖାନାରେ ବଡ ବିସ୍ଫୋରଣ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ହୈବିତୁଲ୍ଲାଙ୍କ କରୋନାରେ ମୃତ୍ୟୁ ଖବରକୁ ତାଲିବାନର ଖଣ୍ଡନ

କାବୁଲ: ତାଲିବାନ ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି ଯେ, ମୁଖ୍ୟ ମୁଲ୍ଲା ହୈବିତୁଲ୍ଲା ଆଖୁନଦଜାଦା କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ବରଣ କରି ନାହାନ୍ତି । ସେ ସୁସ୍ଥ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ହୈବିତୁଲ୍ଲାଙ୍କ ମୃତ୍ୟୁ ଖବର ବିଭିନ୍ନ ବିଦେଶୀ ୱେବସାଇଟ ଓ ପତ୍ରିକାରେ ପ୍ରକାଶ…

ଡାକ୍ତରଖାନାରେ ନ ଥିଲା ଲାଇଟ୍‌, ମୋବାଇଲ ଟର୍ଚ୍ଚରେ ରୋଗୀର ପଡିଲା ଷ୍ଟିଚ୍

ଖୋର୍ଦ୍ଧା: ଅନ୍ଧାରରେ ହେଲା ଅପରେସନ୍ । ମୋବାଇଲ ଟର୍ଚ୍ଚ ଲାଇଟରେ ପଡିଲା ଷ୍ଟିଚ୍ । ରଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି  ସ୍ୱାସ୍ଥ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିନୋଦପଡା…

ଲ୍ୟାଣ୍ଡଫଲ୍ କଲା ନିସର୍ଗ

ମୁମ୍ବାଇ: ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ନିସର୍ଗ’ ମହାରାଷ୍ଟ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି । ଏବେ ଏହି ବାତ୍ୟା ଆଗାମୀ କିଛି ଘଣ୍ଟା ମଧ୍ୟରେ ମୁମ୍ବାଇ ଉପକୂଳ ପହଞ୍ଚିବା ସହିତ ସୁରଟରେ ଏହାର ପ୍ରଭାବ ଅନୁଭୁତ ହେବ । Maharashtra: Trees uprooted in Palghar as landfall effect…

କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’

ନୂଆଦିଲ୍ଲୀ: ଆଜି ପୁଣିଥରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି । ଏବେ କୃଷକ ନିଜ ଫସଲକୁ ସିଧା ବିକ୍ରି କରି ପାରିବେ । ଦେଶରେ କୃଷକଙ୍କ ପାଇଁ ଗୋଟିଏ ଦେଶ,ଗୋଟିଏ ବଜାର ବ୍ୟବସ୍ଥା ରହିବ । ଏହା ଦ୍ୱାରା କୃଷକ ଦେଶର ଯେକୌଣସି…

ହେଲା ମାନଭଂଜନ, ରାଗ ରୁଷା ଭୁଲି କୋଳାକୋଳି ହେଲେ ବାବୁ-ଜଗା

ଭୁବନେଶ୍ୱର: କାଲି ରୁଷି ଥିଲେ, ଆଜି ସବୁ ରାଗ ରୁଷା ଭୁଲି ଗଲେ। ଏ ଫୋଟୋ ହିଁ ବୁଝାଉଛି ଯେ ନିଜ ଜିଦରୁ ଓହରିଗଲେ ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ । ସେ ତାଙ୍କ ଇସ୍ତଫା ପତ୍ର…

ଝାଡଖଣ୍ଡରେ ଲାଲ ଆତଙ୍କ, ୧୧ଟି ଗାଡି ଜାଳିଦେଲେ ନକ୍ସଲ

ଝାଡଖଣ୍ଡ: ଝାଡଖଣ୍ଡରେ ଲାଲ ଆତଙ୍କ । ନିଜ ସ୍ଥିତି ଜାହିର କରିବା ପାଇଁ ୧୧ଟି ଗାଡିରେ ନିଆଁ ଲଗାଇଦେଲେ ନକ୍ସଲ । ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଝାଡ଼ଖଣ୍ଡର ଲୋହରଡ଼ାଗା ଜିଲ୍ଲାରେ ଏକ ଖନନକାରୀ ସଂସ୍ଥାର କ୍ୟାମ୍ପ କାର‌୍ୟ୍ୟାଳୟ ସମେତ ୧୧ଟି ଗାଡ଼ିରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି…

ଡିସଚାର୍ଜ ହେଲେ ଆଉ ୯୧ ସଂକ୍ରମିତ, ରାଜ୍ୟରେ ୧୪ଶହ ଡେଇଁଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ଆଜି ସକାଳେ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ଣରେ ଆଉ ୯୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।…