Latest Odisha News

BREAKING NEWS

ପରଲୋକରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ । ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୧୯୩୭ ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ତିର୍ତ୍ତୋଲ ଅନ୍ତର୍ଗତ ଗରେଇ ଶାସନରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଶତପଥୀ । ରେଭନସା…

ବୋର୍ଡ଼ ପରୀକ୍ଷା କେନ୍ଦ୍ର ବଦଳ ନିମନ୍ତେ ସିବିଏସଇ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ଏକ ନୂଆ ଗାଇଡ଼ ଲାଇନ୍ ଜାରି କରାଯାଇଛି । କୋଭିଡ୍ -୧୯ ମହାମାରୀ ଯୋଗୁଁ ଛାତ୍ରଛାତ୍ରୀମାନେ ନିଜ ଘରୋଇ ଜିଲ୍ଲାଗୁଡ଼ିକରେ ଥିବା ପରୀକ୍ଷା କେନ୍ଦ୍ରରେ ମଧ୍ୟ ପରୀକ୍ଷା…

ଜୈଶ ଏ ଅହମ୍ମଦର ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରେ ସୁରକ୍ଷାକର୍ମୀଙ୍କୁ ବୁଧବାର ବଡ ସଫଳତା ମିଳିଛି । ଜୈଶ ଏ ଅହମ୍ମଦର ୩ ଆତଙ୍କବାଦୀ ସରକ୍ଷାକର୍ମୀ ଗୁଳିରେ ନିହତ ହୋଇଛନ୍ତି । ଏମାନେ ଆଇଇଡି ଏକ୍ସପର୍ଟ ଥିଲେ । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀ ନିହତ ହେବା ପରେ ସେମାନଙ୍କ…

ଗଞ୍ଜାମବାସୀଙ୍କୁ ଅଧିକ ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ବ୍ରହ୍ମପୁର: କୋରୋନା ମହାମାରୀକୁ ରୋକବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା। ସାମାଜିକ ଦୂରତ୍ବ ଏବଂ ମାସ୍କ ପିନ୍ଧିବା ବିଷୟକୁ ଅଧିକ ଗୁରୁତ୍ଵ ଦିଆଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ…

ପୁଣି ଅନ୍‌ଲାଇନ ମଦ ଠକେଇ: ୮୦ ହଜାର ଗାଏବ

ଭୁବନେଶ୍ୱର: ରାଜଧାନୀରେ ପୁଣି ଅନଲାଇନ ଠକେଇ। ଅନଲାଇନରେ ମଦ ବୁକିଂ ସମୟରେ ୮୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ। ମିଳିଥିବା ସୂଚନା ଅନୁସାରେ, ଅନଲାଇନରେ ମଦ ବୁକିଂ କରି ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ସଫ୍ଟୱେର ଇଞ୍ଜିନିୟର। ମଦ ବୁକିଂ ପରେ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୮୦…

ଭାରତକୁ କିଏ ପଠାଇଲା ଗୁପ୍ତଚର ଶାଗୁଣା ?

ସୀତାପୁର: କିଛିଦିନ ପୂର୍ବରୁ ପାକିସ୍ତାନରୁ ଆସିଥିଲା ଏକ ପାରା, ଆଉ ଏବେ ଗୁପ୍ତଚର ଶାଗୁଣାର ପାଳି! ଉତ୍ତରପ୍ରଦେଶ ସୀତାପୁରର ଗ୍ରାମୀଣ ଅଞ୍ଚଳରେ ଧରା ପଡିଛି ଏକ ଶାଗୁଣା । ଶାଗୁଣାଟିର ପକ୍ଷୀରେ ଲାଗିଛି ଏକ କ୍ୟାମେରା ଓ ବାରକୋର୍ଡ। ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଏକ ଭିଡ଼ିଓ । ହେଲେ…

କରୋନା ତାଣ୍ଡବ: ଭାରତରେ ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଗାଁରେ ନାହିଁ ନଳକୂପ: ପାଣି ଟୋପେ ପାଇଁ ଲାଗିଛି ଲମ୍ବା ଲାଇନ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଙ୍ଗରା ନୂଆକୂଳ ଯେନା ସାହିରେ ଦେଖାଦେଇଛି ଜଳକଷ୍ଟ ସମସ୍ୟା । ଗାଁରେ ଥିବା ସରକାରୀ ନଳକୂପ ଅଚଳ ହୋଇ ବର୍ଷ ବର୍ଷ ଧରି ପଡିରହିଛି । ପାଖ ଗାଁରୁ ଆସିଥିବା ପାଇପ ଜଳ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁ ଥିବାରୁ…

ସ୍ଥଳଭାଗ ମୁଁହା ‘ନିସର୍ଗ’ : ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ନୂଆଦିଲ୍ଲୀ: ସ୍ଥଳ ଭାଗ ମୁଁହା ସାମୁଦ୍ରିକ ଝଡ଼ 'ନିସର୍ଗ' । ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ମହାରାଷ୍ଟ୍ର ଉପକୂଳ ଆଡ଼କୁ 'ନିସର୍ଗ' ମୁହାଁଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ସାମୁଦ୍ରିକ ବାତ୍ୟା ଆଲିବାଗ ଠାରୁ…

ଅନ୍ଧବିଶ୍ୱାସ: କରୋନା ରୋକିବା ପାଇଁ ପୂଜାର୍ଚ୍ଚନା

ପାଟଣା: ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ କିଛି ଲୋକ ଆଜିବି ଅନ୍ଧବିଶ୍ୱାସକୁ ସହାରା କରି ବଞ୍ଚି ରହିଛନ୍ତି। ସାରା ବିଶ୍ଵରେ କରୋନା ସଙ୍କଟ । ଏହାକୁ ରୋକିବା ପାଇଁ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ରାତିଦିନ ଏକ କରିଦେଇଥିଲେ ସୁଦ୍ଧା ଏଯାଏଁ ସଫଳତା ପାଇ…