ପାରାଦୀପରେ କମୁଛି, ବାଲେଶ୍ୱର ଓ ଭଦ୍ରକରେ ବଢ଼ୁଛି ‘ଅମ୍ଫାନ’ର ପ୍ରଭାବ
ଭୁବନେଶ୍ୱର: ରିପୋର୍ଟ ଅନୁଯାୟୀ ଏବେ ବାତ୍ୟା ଅମ୍ଫାନ ଦକ୍ଷିଣ ଉତ୍ତର ଆଡକୁ ଧୀରେ ଧୀରେ ଗତି କରୁଛି । ଏଥିପାଇଁ ପାରାଦୀପରେ ପବନ କମୁଛି । କିନ୍ତୁ ଭଦ୍ରକ ଓ ବାଲେଶ୍ୱରରେ ଏହାର ପ୍ରଭାବ ବଢ଼ିବାରେ ଲାଗିଛି । ଭାତରୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ରୟ ଏନେଇ ସୂଚନା…