Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭ ଆକ୍ରାନ୍ତ; କରୋନା ମୁକ୍ତ ହେଲା ଭୁବନେଶ୍ୱର ଓ ଜଗତସିଂହପୁର

ଭୁବନେଶ୍ୱର: ରାଜ୍ୟରେ ଲାଗତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ଆରୋଗ୍ୟ ଲାଭ…

ନୂଆ କରୋନା ମାମଲା ଚିହ୍ନଟ ପରେ ପୁରୀରେ ସାନିଟାଇଜେସନ ଆରମ୍ଭ

ପୁରୀ: ପୁରୀ ଜିଲ୍ଲାରେ ଚାରିଟି ନୂଆ କୋଭିଡ-୧୯ ମାମଲା ଚିହ୍ନଟ ହେବା ପରେ ସୋମବାର ଦିନ ପ୍ରଶାସନ ପକ୍ଷରୁ ସହରରେ ସାନିଟାଇଜେସନ୍ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ମନ୍ଦିର ପରିସର ତଥା ରଥ ନିର୍ମାଣ ସ୍ଥାନ ସହ ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି। ଯେଉଁଥିରେ ଅଗ୍ନିଶମ…

ଶିଶୁ ଅଦଳବଦଳ ଘଟଣା, ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିଲେ ଶତାଧିକ ମହିଳା

ବାରିପଦା: ଶିଶୁ ଅଦଳବଦଳ ଘଟଣାକୁ ନେଇ ବାରିପଦା ଜିଲ୍ଲାପାଳଙ୍କ ଅଫିସରେ ଭିତରକୁ ଧସେଇ ପଶିଲେଏ ଶତାଧିକ ମହିଳା । ଜିଲ୍ଲାପାଳଙ୍କ ଅଫିସ ଭଙ୍ଗାରୁଜା କରିବା ସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସେପଟେ ଘଟଣାସ୍ଥଳରେ ଆରକ୍ଷୀ ଅଧିକ୍ଷକ ପହଂଚି…

‘ଅମ୍ଫାନ’ ମୁକାବିଲା, ପ୍ରସ୍ତୁତ ଅଛି ୭୬୦୦ ବାତ୍ୟା ଆଶ୍ରୟସ୍ଥଳୀ: ମନ୍ତ୍ରୀ

ଭୁବନେଶ୍ୱର: ସମୁଦ୍ର ଭିତରେ ମହାବାତ୍ୟର ରୂପ ନେଇଛି ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ବାତ୍ୟା ମୁକାବିଲା ନେଇ ପଂଚାୟତରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସେ କହିଛନ୍ତି, ବାତ୍ୟାର ମୁକାବଇଲା…

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ ଭିତରେ ଗଡିବ ବସ୍ । ସାମାନ୍ୟ ହେବ ବସ୍ ସେବା । ନୂଆ ଗାଇଡ଼ଲାଇନ୍ ଅନୁସାରେ ରେଡ଼ ଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି । ରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳ କରିବାରେ କୌଣସି ଅସୁବିଧା ହେବ ନାହିଁ । ଅନ୍ୟ ରାଜ୍ୟ ସହ କିପରି ଗାଡ଼ି ଚଳାଚଳ କରାଯାଇପାରିବ…

ସମ୍ଭାବ୍ୟ ବାତ୍ୟା ସ୍ଥିତି ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ୍’ର ସ୍ଥିତି ସମୀକ୍ଷା ନେଇ ସୋମବାର ଅପରାହ୍ନ ୪ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ଗୃହ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ପ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଯୋଗ ଦେବେ।…

ପଜିଟିଭ ଚିହ୍ନଟ ହେଲେ ସ୍ମାର୍ଟ ଫୋନ କମ୍ପାନୀ ‘ଓପୋ’ର ୬ କର୍ମଚାରୀ

ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡା ସ୍ଥିତ ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ଓପୋ କାରଖାନାରେ ୬ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିପାଇଁ କମ୍ପାନୀକୁ ବନ୍ଦ କରାଯାଇଥିବା ସକମ୍ପାନୀ ପକ୍ଷରୁ କୁହାଯାଇଛି । ଓପୋ ପକ୍ଷରୁ କୁହାଯାଇଛି ଯେ, “ଏକ ସଂଗଠନ ଭାବରେ ଆମର ସମସ୍ତ…

କରୋନା ମୁକ୍ତ ହେଲା ଜଗତସିଂହପୁର ଜିଲ୍ଲା

ଜଗତସିଂହପୁର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଏବେ ପାଲଟିଛି ଚିନ୍ତାର କାରଣ । ଦେଖୁ ଦେଖୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୭୬ ରେ ପହଞ୍ଚିଲାଣି । ତେବେ ଏହାରି ମଧ୍ୟରେ ଜଗତସିଂହପୁରରୁ ଆସିଛି ଏକ ଆସ୍ୱସ୍ତି ଜନକ ଖବର । କରୋନା ମୁକ୍ତ ହୋଇଛି ଜଗତସିଂହପୁର ଜିଲ୍ଲା । ଏନେଇ…

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶାର ଖ୍ୟାତନାମା ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କର ଜନ୍ମ ଦିବସ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ତଥା ଉଚ୍ଚକୋଟୀର ଶିକ୍ଷାବିତ୍ ଭାବେ ପରିଚିତ ସ୍ୱର୍ଗତଃ ମିଶ୍ରଙ୍କର ଆଜିର ଏହି ଜନ୍ମ ଶତବାର୍ଷିକୀରେ ତାଙ୍କର ଅଗଣିତ ଛାତ୍ରଛାତ୍ରୀ, ଶିକ୍ଷକ ତଥା ବୁଦ୍ଧିଜୀବୀ…

ଆଜି ଯାଜପୁରରୁ ଚିହ୍ନଟ ୧୬ ପଜିଟିଭଙ୍କ ସବିଶେଷ ତଥ୍ୟ

ଯାଜପୁର : ଆଜି ଯାଜପୁର ଜିଲ୍ଲାରୁ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଦଶରଥପୁର ବ୍ଲକର ୩, କୋରାଇ ବ୍ଲକର ୫, ବରୀ ବ୍ଲକର ୪ ଓ ବଡଚଣା ବ୍ଲକର ୪ ଜଣ ଥିବା ଜଣାପଡିଛି। ଏହି ୧୬ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ରେ ପହଞ୍ଚିଥିବା ବେଳେ ରାଜ୍ୟରେ…