Latest Odisha News

BREAKING NEWS

ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; କୋଭିଡ-୧୯ ଟେଷ୍ଟ୍ ଲାଗି ସଂଗ୍ରହ ହେଲା ସ୍ୱାବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥଖଳାରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ସମସ୍ତ ନିର୍ମାଣ ସେବକମାନଙ୍କଠାରୁ ସ୍ୱାବ୍ ଟେଷ୍ଟ ଲାଗି ନମୂନା ସଂଗ୍ରହ କରାଯାଇଛି । ବୁଧବାର ଦିନ ରଥ ନିର୍ମାଣ କାର୍ଯ୍ୟରେ…

୭୦୦ ଜମାତିଙ୍କ ପାସପୋର୍ଟ, କାଗଜପତ୍ର ଜବତ

ନୂଆଦିଲ୍ଲୀ: ଦିଳ୍ଳୀ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରାୟ ୭୦୦ଜଣ ଜମାତିଙ୍କ ପାସପୋର୍ଟ ଏବଂ ଅନ୍ୟ କାଗଜପତ୍ର ଜବତ କରିଛି । ଦିଲ୍ଳୀ ପୋଲିସର ସୂଚନା ଅନୁସାରେ, ଜମାତିଙ୍କ ଉପରେ ସନ୍ଦେହ ହେଉଛି ଯେ, ସେମାନେ ଭୁଲ ଭାବରେ ଭିସା ନେଇ ଭାରତ ଆସିଥିଲେ, ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଖୋଜା ଯାଉଛି…

ଫିଟନେସ,ଅର୍ଥ ପାଇଁ ଫୁଡ ଡେଲିଭରି ବୟ କାମ କଲେ ଅଲିମ୍ପିକ ପଦକ ବିଜେତା

ଟୋକିଓ: କରୋନା ଭାଇରସ ଯୋଗୁ ଟୋକିଓ ଅଲିମ୍ପିକ୍ସ ଏକ ବର୍ଷ ପାଇଁ ଘୁଚାଂଇ ଦିଆଯାଇଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଅସୀଚାଳକ ରେୟୋ ମିୟାକି ଫିଟନେସ ଓ ଅର୍ଥ ରୋଜଗାର ପାଇଁ ଫୁଡ ଡେଲିଭରି ବୟ କାର୍ଯ୍ୟ କରୁଛନ୍ତି । ଶୁଣିଲେ ବିଶ୍ୱାସ ଲାଗୁ ନ ଥିଲେ ମଧ୍ୟ ଏହା ସତ୍ୟ ।…

ବିମାନ ଓ ରେଳଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍

ଭୁବନେଶ୍ୱର: ବାହାରୁ ଓଡ଼ିଶାକୁ ଏବେ ପ୍ରବାସୀମାନେ ଆସୁଛନ୍ତି । ଟ୍ରେନ୍ ଏବଂ ବିମାନରେ ସେମାନଙ୍କୁ ଅଣାଯାଉଛି । ସେହିପରି ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଟ୍ରେନ୍ ଯିବାଆସିବା କରୁଛି । ଏଥିପାଇଁ ସ୍ୱତନ୍ତ୍ର ବିମାନ ଓ ରେଳଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡାଲଇନ୍ ଜାରି କରିଛନ୍ତି । ଏ ନେଇ…

ଦାଦନ ଦୁଃଖ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଗଂଜାମ ଜିଲ୍ଲାରେ ସୁରତ ପେରନ୍ତା ପହଞ୍ଚିବା ପରେ ଏ ଚର୍ଚ୍ଚା ଜୋରରେ ଆରମ୍ଭ ହୋଇଗଲା । ପୁଣି ଯେତେବେଳେ ସୁରତ ଫେରନ୍ତାଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା, ସେତେବେଳେ ଏ ବିବାଦ ଆହୁରି ବଢିଲା…

ଡିସକମ୍ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା

ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହି କମ୍ପାନୀଗୁଡିକ ପାଇଁ ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି । ଏହି ଅର୍ଥକୁ…

ମହାରାଷ୍ଟ୍ରରୁ ବାଲେଶ୍ୱର ପହଞ୍ଚିଲା ଆଉ ଏକ ସ୍ୱତନ୍ତ୍ର ଟ୍ରେନ; ଆସିଲେ ୪୦୨ଜଣ ପ୍ରବାସୀ

ବାଲେଶ୍ୱର: ବାଲେଶ୍ୱର ଷ୍ଟେସନ୍‌ରେ ପହଞ୍ଚିଲା ଆଉ ଏକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍‌ । ଟ୍ରେନ୍‌ରେ ଆସିଛନ୍ତି ୪୦୨ ଜଣ ପ୍ରବାସୀ ଓଡ଼ିଆ । ଅଧିକ ପଢନ୍ତୁ: ଭଦ୍ରକ ଷ୍ଟେସନରେ ପହଞ୍ଚିଲା ପ୍ରବସୀଙ୍କୁ ନେଇ ଆସୁଥିବା ଆଉ ଏକ ଟ୍ରେନ ସମସ୍ତେ ମହାରାଷ୍ଟ୍ରର ଥାନେରୁ…

ଲକଡାଉନ୍ ଡାଏରୀ : ଗାଳ୍ପିକ ଅମରେଶ ବିଶ୍ୱାଳଙ୍କ ପାଇଁ ଲକ୍ ଡାଉନ ଏକ ନିଛାଟିଆ ଓ ନୀରବ ପ୍ରେମର ନାଁ

ଭୁବନେଶ୍ୱର : ଲକ୍ ଡାଉନ । ପ୍ରାୟ ସବୁ କିଛି ବନ୍ଦ ହୋଇଥିବାବେଳେ ଲକ୍‌ଡାଉନ୍‌ର ଅନୁଭୁତି ସମସ୍ତଙ୍କ ପାଇଁ ନିଆରା । ଏସମ୍ପର୍କରେ ଆମର ସ୍ୱତନ୍ତ୍ର ସେଗ୍‌ମେଣ୍ଟ୍ ଲକ୍‌ଡାଉନ୍ ଡାଏରୀରେ ଆଜି ଜାଣିବା ଗାଳ୍ପିକ, କବି ଓ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କ ଲକ୍‌ଡାଉନ୍ ସମୟର ଅନୁଭୁତି ଓ…

ପୁଣି ବଢ଼ିଲା ଟ୍ୟାକ୍ସ ରିଟର୍ଣ୍ଣ ତାରିଖ

ନୂଆଦିଲ୍ଲୀ: ପୁଣି ଘୁଂଚିଲା ଇନକମ୍ ଟ୍ୟାକ୍ସ ପଇଠ ତାରିଖ । ୨୦୧୯-୨୦ ପାଇଁ ଟ୍ୟାକ୍ସ ପଇଠ ତାରିଖରେ ବୃଦ୍ଧି କରାଯାଇଛି । ଟ୍ୟାକ୍ସ ରିଟର୍ଣ୍ଣର ଶେଷ ତାରିଖ ନଭେମ୍ବର ୩୦ ରହିଛି । ପୂର୍ବରୁ ଟ୍ୟାକ୍ସ ରିଟର୍ଣ୍ଣ କରିବାର ଶେଷ ତାରିଖ ଜୁଲାଇ ୩୧ରୁ ଅକ୍ଟୋବର ୩୧ ଯାଏଁ ଥିଲା । ତେବେ ଏହାକୁ ଆଉ…

ରେକର୍ଡ ସୃଷ୍ଟି କଲା କିଟ୍: କୋଭିଡ ୧୯ ମହାମାରୀରେ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ୍ !

ଭୁବନେଶ୍ୱର: ଦେଶବ୍ୟାପୀ କରୋନା ର ବିକ୍ଷୁବ୍ଧ ପରିସ୍ଥିତି ମଧ୍ୟରେ କିଟରେ ଆମାଜନ କମ୍ପାନୀ ସର୍ବାଧିକ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ ଦେଇ ଏକ ରେକର୍ଡ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଆମାଜନ୍‌, ଆସେନଚର୍‌, କାପ୍‌ଗେମିନି, ଓିପ୍ରୋ ଓ କଗ୍ନିଜେଣ୍ଟ ଭଳି ମୋଟ ୧୫୦ କମ୍ପାନୀ ଚଳିତବର୍ଷ…