କରୋନା ସମ୍ପର୍କରେ ଏବେବି ଅଜଣା ଓଡ଼ିଶାର ଏହି ଗାଁ
ଭୁବନେଶ୍ୱର: ଗାଁ ଠୁ ସହର, ଦେଶ ରୁ ବିଦେଶ ସବୁଠି ନିଜର କାୟା ବିସ୍ତାର କରିଛି କରୋନା। ଏହି ମହାମାରୀ କବଳରେ ଏବେ ସାରା ବିଶ୍ୱ। କରୋନା ସଚେତନତା ପାଇଁ ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚୁଛି ପ୍ରଶାସନ।
ତେବେ ସବୁଠୁ କରୋନା ନିଜର କୋପ ବଢ଼ାଇ ଚାଲିଥିବା ବେଳେ ଓଡ଼ିଶାରେ ଏଭଳି ଏକ…