Latest Odisha News

BREAKING NEWS

ହାଇଦ୍ରାବାଦରୁ ପାଦରେ ଚାଲି ବାଲେଶ୍ୱର ପହଞ୍ଚିଲେ ୧୦୦ ପ୍ରବାସୀ ଶ୍ରମିକ

ବାଲେଶ୍ୱର: ହାଇଦ୍ରାବାଦରୁ ପାଦରେ ଚାଲି ଚାଲି ୧୦୦ରୁ ଅଧିକ ଶ୍ରମିକ ବାଲେଶ୍ୱର ଜିଲ୍ଲାର ରେମୁଣାରେ ସୋମବାର ଦିନ ପହଞ୍ଚିଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକମାନେ ବସ୍ତା ବ୍ଳକ ଅନ୍ତର୍ଗତ କେଶୁଡ଼ିହ ପଞ୍ଚାୟତର ବାସିନ୍ଦା । ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ବେଗମପେଟ୍ ଅଞ୍ଚଳରେ…

ଲଦାଖ ସୀମାରେ ଉଡିଲା ଚୀନର ସାମରିକ ହେଲିକପ୍ଟର

ନୂଆଦିଲ୍ଲୀ: ଲଦାଖ ସୀମାରେ ଉଡିଲା ଚୀନର ହେଲିକପ୍ଟ । ମହାମାରୀ କରୋନା ଭାଇରସ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଚୀନ୍ ଏଭଳି ଉଦ୍ୟମ ଆରମ୍ଭ କରିଛି । ସେ ନିଜ ପଡୋଶୀ ଦେଶମାନଙ୍କ ସହ ଶତ୍ରୁତାପୂର୍ଣ୍ଣ ବ୍ୟବହାର ଆରମ୍ଭ କରିଛି । ଚାଇନାର ପିପୁଲ୍‌ସ ଲିବରେଶନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ…

ଭୁବନେଶ୍ୱର-ନୂଆଦିଲ୍ଳୀ ସ୍ୱତନ୍ତ୍ର ଟ୍ରେନରେ ଲାଗିଲା ୫ ନୂଆ ବଗି

ଭୁବନେଶ୍ୱର: ଦୀର୍ଘ ଦେଢ଼ମାସ ପରେ ପୁଣିଥରେ ଆଜିଠାରୁ ଟ୍ରାକ୍‌ରେ ଗଡିଛି ଟ୍ରେନ୍ । ୧୫ଟି ସ୍ପେଶାଲ ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ ହୋଇଛି । ଏହା ୧୫ଟି ସହରକୁ ଗଡିବ । ତେବେ ଅଧିକ ଯାତ୍ରୀ ହେବା କାରଣରୁ ଭୁବନେଶ୍ୱର ଛାଡିବାକୁ ଥିବା ଟ୍ରେନରେ ୫ଟି ବଗି ଅଧିକ ଲଗାଯାଇଛି । ରେଳବାଇ ଅନୁସାରେ…

ଲୁଣ ପାଇଁ ଲାଗିଲା ଲମ୍ବା ଲାଇନ୍‌, ଗୁଜବ ସୃଷ୍ଟିକାରୀ ଗିରଫ

ନବରଙ୍ଗପୁର: ଲୁଣ ପାଇଁ ଲାଗିଲା ଲମ୍ବା ଲଇନ୍ । ଲୋକେ ବୋହି ନେଲେ ବସ୍ତା ବସ୍ତା ଲୁଣ । ଲୁଣ ମିଳିବନି ବୋଲି ଗୁଜବ ପ୍ରଚାର ପରେ ବିଭିନ୍ନ ଦୋକାନ ଆଗରେ ଲୁଣ ପାଇଁ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ । ଏପରିକି ଲୋକେ ସାମାଜିକ ଦୂରତ୍ୱ ନିୟମକୁ ମଧ୍ୟ ଭୁଲି ଯାଇଥିଲେ। ମୁହଁରେ ମାସ୍କ ମଧ୍ୟ…

ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୬ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ବ୍ଲକ ହଳଦିଗଡିଆ ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଧାନ ଚାଉଳ ଆଦି ଖାଦ୍ୟ ସାମଗ୍ରୀ ଓ ବ୍ୟାପକ ଆସବାସପତ୍ର ପୋଡି ନଷ୍ଟ ହୋଇଛି । ଇଲେକ୍ଟ୍ରିକ୍ ସର୍ଟସର୍କିଟ ରୁ ଏହି…

ଏଥର ହେବନି ସ୍ୱତନ୍ତ୍ର ଓଜେଇଇ, ବି-ଟେକ୍ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ହେବନି ସ୍ୱତନ୍ତ୍ର ଓଜେଇଇ । ପ୍ରଥମ ଓଜେଇଇ ପରୀକ୍ଷାରେ ହିଁ ସବୁ ପ୍ରକାରର ପ୍ରବେଶିକା ପରୀକ୍ଷା କରାଯିବ। ପୂର୍ବରୁ ପ୍ରଥମ ଓଜେଇଇରେ ବି-ଫାର୍ମା, ଏମ୍‌-ଫାର୍ମା, ଏମ୍‌ବିଏ, ଏମ୍‌ସିଏ, ଲାଟାରାଲ ଏମ୍‌ବିଏ, ଲାଟାରାଲ ଏମ୍‌ସିଏ, ଏମ୍‌-ଆର୍କ ଭଳି ପାଠ୍ୟକ୍ରମ…

ଯାଜପୁରରୁ ଆଜି ଚିହ୍ନଟ ୩ ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ ସବିଶେଷ ତଥ୍ୟ

ଯାଜପୁର: ମଙ୍ଗଳବାର ଦିନ ଯାଜପୁର ଜିଲ୍ଲାରୁ ଆଉ ୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୬୪ ଜଣ କୋରୋନା ରୋଗରେ ଆକ୍ରାନ୍ତ ଚିହ୍ନଟ ହେଲେ । ଆଜି ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଜଣେ ଯାଜପୁର ପୌରପାଳିକା ଅଂଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଦଶରଥପୁର…

କରୋନା ସଙ୍କଟରେ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ଓଡ଼ିଶାର ଯୋଜନା

ଭୁବନେଶ୍ୱର: ବର୍ତ୍ତମାନ କରୋନା ସଙ୍କଟ ଦେଇ ସାରା ବିଶ୍ୱ ଗତି କରୁଥିବା ବେଳେ ଏକ ପରିବର୍ତ୍ତିତ ଅର୍ଥନୀତିର ସମ୍ଭାବନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜ ଶିଳ୍ପ ନୀତି ପରିଯୋଜନା (ଆଇଇପିଆର) ୨୦୨୦ରେ ସୁଧାର ଆଣିବାକୁ ଯୋଜନା କରୁଛନ୍ତି । ବିଶ୍ୱର ବହୁ ପୁଞ୍ଜି ନିବେଶକ ଓଡ଼ିଶାରେ ପୁଞ୍ଜି…

ସପ୍ତାହକ ମଧ୍ୟରେ ବଢ଼ିବ କୋଭିଡ କେୟାର ସେଂଟର ଶଯ୍ୟା ସଂଖ୍ୟା: ନବୀନ

ଭୁବନେଶ୍ୱର: ମହାମାରୀ କୋଭିଡ୧୯ ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ୟରେ କୋଭିଡ କେୟାର ସେଂଟର ଶଯ୍ୟା ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ୬ ଜିଲ୍ଲା ଗଂଜାମ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର…

ଏମ୍ସରୁ ଡିସ୍‌ଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଶ୍ରୀ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ରବିବାର ଦିନ…