Latest Odisha News

BREAKING NEWS

ବଢ଼ିବ ଭାରତର ଶକ୍ତି, ଏପ୍ରିଲ ସୁଦ୍ଧା ଆସିବ ୧୬ଟି ରାଫେଲ୍‌

ନୂଆଦିଲ୍ଲୀ: ବଳ ବଢ଼ାଇବ ଆକାଶର ବାୟୁବୀର । ବଢ଼ିବ ଭାରତର ଶକ୍ତି । ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଭାରତକୁ ଆସିବ ଆଉ ୧୬ଟି ରାଫେଲ୍ । ଆକାଶର ବାୟୁବୀରକୁ ପାଇବା ପରେ ଆହୁରି ଅଧିକ ଶକ୍ତିଶାଳୀ ହେବ ଇଣ୍ଡିଆନ୍ ଏୟାର ଫୋର୍ସ । ଗତ ଜୁଲାଇ ୨୯ ତାରିଖରେ ଭାରତକୁ ଫ୍ରାନ୍ସରୁ ପ୍ରଥମ ଦଫାରେ ୫ଟି…

ଆଠଗଡ଼ରେ ୫୫ ନମ୍ୱର ଜାତୀୟ ରାଜପଥ ଉପରେ ହାତୀ ପଲ

ଆଠଗଡ଼(କଟକ): ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । କଟକ ଜିଲ୍ଲା ଖୁଣ୍ଟୁଣି ରେଞ୍ଜ ସୁନିଆମୁହଁ ରିଜର୍ଭ ଫରେଷ୍ଟ ନିକଟରେ ବୁଲୁଛନ୍ତି ୨୦ ଟିକିଆ ହାତୀପଲ । ଆଜି ବାଳି ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇଛନ୍ତି ହାତୀ । ଛୁଆ ହାତୀଙ୍କୁ ମିଶାଇ ପ୍ରାୟ ୨୦ଟି ହାତୀ ରାସ୍ତା ପାର…

ଆଙ୍ଗୁଠିରେ ନୁହେଁ ନିଜ ମନରୁ ଭୋଟ୍ ଦିଅନ୍ତୁ; ସୋନୁ ସୁଦ୍‌

ନୂଆଦିଲ୍ଲୀ: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଆଜି ସକାଳେ ବିହାରର ଲୋକମାନେ ମତଦାନ ବୁଥରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଗଣତନ୍ତ୍ରର ଏହି ପର୍ବରେ ଭାଗ ନେବାକୁ ସମସ୍ତ ନେତା ନିବେଦନ କରିଥିଲେ। ଏପରି ଏକ ଆବେଦନ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ କରିଛନ୍ତି। ଭୋଟ୍ ଦେବା…

ବିଧାୟକ ସାଜିଲେ ଚାଷୀ, ହାତରେ ଦା’ ଧରି କାଟିଲେ ଧାନ

ଉମରକୋଟ: ଧାନ ବିଲରେ ବିଧାୟକ । ହାତରେ ଦା’ । ଅଂଟାରେ ଭିଡିଲେ ଗାମୁଛା ।  ବିଲରେ ଦା’ ଧରି କାଟିଲେ ଧାନ । ବିଧାୟକ ସାଜିଲେ ଚାଷୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟରେ । ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି । ବିଧାୟକ ଓ…

‘ବଧାଇ ଦୋ’ ପରେ ‘ଚୁପ୍‌କେ ଚୁପ୍‌କେ’ର ରିମେକ୍‌ରେ ନଜର ଆସିବେ ରାଜ୍‌ କୁମାର

ନୂଆଦିଲ୍ଲୀ: ଅଭିନେତା ରାଜକୁମାର ରାଓଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର। ରାଜକୁମାର ରାଓ ୨୦୨୧ ମସିହାରେ ଅଭିନେତ୍ରୀ ଭୁମି ପେଡନେକରଙ୍କ ସହ ଫିଲ୍ମ 'ବାଧାଇ ଦୋ'ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ରାଜକୁମାର ରାଓ ଏବଂ ଭୁମି ପେଡନେକର ନିଜେ ସୋସିଆଲ ମିଡିଆରେ ଏହାକୁ ନିଶ୍ଚିତ…

ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: କରୋନା ନେଲା ପୁଣି ଜୀବନ । ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ। ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ୧୨୮୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏନେି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । https://t.co/jLhVCXz319…

ଟିକା ବାଣ୍ଟିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା ନିର୍ଦ୍ଦେଶ, ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଲାଗିଛି ସାରା ବିଶ୍ୱ । ଆସନ୍ତାବର୍ଷ ମଧ୍ୟ ଭାଗରେ ଭ୍ୟାକସିନ୍ ଉପଲବ୍ଧ ହେବା ନେଇ ଆଶା କରାଯାଉଛି । ଟିକା କେମିତି ବଣ୍ଟାଯିବ ? କେଉଁମାନଙ୍କୁ ପ୍ରଥମେ ମିଳିବ ? ଏନେଇ କେନ୍ଦ୍ର ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବଳେ ନିକଟରେ ସବୁ ରାଜ୍ୟକୁ…

ଖସୁଛି କରୋନା ଗ୍ରାଫ, ୨୪ ଘଣ୍ଟାରେ ୧୫୪୦ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ମିଟର । ତଳମୁହାଁ ହେଉଛି ଗ୍ରାଫ । ପ୍ରତିଦିନ ନୂଆ ପଜିଟିଭଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୫୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୮୬ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ…

ଚଳିତ ବର୍ଷ ଶେଷ ସୁଦ୍ଧା ଆସିବ କରୋନା ଟିକା; ଫାର୍ମା କମ୍ପାନୀ ପିଫାଇଜର୍‌ର ଦାବି

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ହେତୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ଅତିକ୍ରମ କରିସାରିଛି। ଏହା ସହିତ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୧ ଲକ୍ଷ ୫୦ ହଜାର ଅତିକ୍ରମ କରିଛି। ତେବେ ଏହାର ଚିକିତ୍ସା ଦାବି କରୁଥିବା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର…

୧୫ ହଜାର ଟଙ୍କାରେ ଝିଅକୁ ବିକି ଦେଲେ ବାପା ମା’!

ସମ୍ବଲପୁର: ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ବିକି ଦେଲେ ବାପା ମାଆ । ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା କେଉଟିବାହଳି ଗାଁରୁ । ଅଭିଯୋଗ ପରେ ଚାଇଲଡ୍‌ ଲାଇନ୍‌ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। କେଉଟିବାହଳି ଗାଁର ଶଙ୍କର…