Latest Odisha News

BREAKING NEWS

ମାଲକାନଗିରି ଆଇଟିଆଇ ପକ୍ଷରୁ ଅଭିନବ ହ୍ୟାଣ୍ଡ ସାନିଟାଇଜର ମେସିନ ଉଦ୍ଭାବନ

ଭୁବନେଶ୍ୱର: କରୋନା ଭୂତାଣୁ (କୋଭିଡ-୧୯)ର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ତଥା ସଚେତନତା ହିଁ ଏହି ରୋଗରୁ ବର୍ତିବାର ଏକମାତ୍ର ଉପାୟ ପାଲଟିଛି । ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହିତ ହାତ ଓ ଶରୀରକୁ ସଫା ରଖିବା, ଜୀବାଣୁ ରହିବାର ଆଶଙ୍କା ଥିବା ବିଭିନ୍ନ ସ୍ଥାନକୁ…

ନିୟମ ଉଲ୍ଲଂଘନ: ବାପୁଜୀ ନଗର ମାର୍କେଟ ସିଲ୍

ଭୁବନେଶ୍ୱର: ବାପୁଜୀ ନଗର ମାର୍କେଟକୁ ସିଲ୍ କଲା ବିଏମ୍‌ସି । ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ ଅଭିଯୋଗାରେ ମାର୍କେଟ୍‌ରେ ବିଏମ୍‌ସି ତାଲା ପକାଇଛି । ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ଏହି ମାର୍କେଟକୁ ସିଲ୍ କରାଯାଉଥିବା ନେଇ ବିଏମ୍‌ସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା…

ନବରଙ୍ଗପୁର ସରକାରୀ ଆଇଟିଆଇ ପକ୍ଷରୁ ଭିନ୍ନ ଧରଣର ମାସ୍କ ପ୍ରସ୍ତୁତ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣରୁ ବର୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ନେଇ ଗୁରୁତ୍ୱ ଦିଆଯାଉଥିବା ବେଳେ ମାସ୍କ ପିନ୍ଧିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର…

ବୁଧବାର ଠାରୁ ସରକାରୀ କର୍ମଚାରୀଙ୍କ ପାଇଁ ଟ୍ଵିନ ସିଟିରେ ଚାଲିବ ବସ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ଲକଡାଉନ ସମୟରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବାରେ ସାହାଯ୍ୟ କରିବା ପାଇଁ ବୁଧବାର ଠାରୁ କଟକ ଏବଂ ଭୁବନେଶ୍ୱର ମଧ୍ୟରେ ରାଜ୍ୟର ନିଜସ୍ୱ ଏକ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ମେ ୧୪ରେ ଭୁବନେଶ୍ୱରରେ ପହଞ୍ଚିବ ଦୁବାଇରୁ ଆସୁଥିବା ସ୍ବତନ୍ତ୍ର ବିମାନ

ଭୁବନେଶ୍ୱର: ଦୁବାଇରୁ ୧୭୯ ଜଣ ଯାତ୍ରୀଙ୍କୁ ନେଇ ଆସିବାକୁଥିବା ଏକ ସ୍ୱତନ୍ତ୍ର ବିମାନ ମେ ୧୪ ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ଯଦିଓ ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଦୁବାଇର…

ଗ୍ରୀନ ଜୋନରେ ଦ୍ଵିଗୁଣିତ ହେବ ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ ଜୋନ ଭାବେ ଘୋଷିତ ଜିଲ୍ଲାମାନଙ୍କରେ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ଏକ…

ଫେରୁଛନ୍ତି ପ୍ରବାସୀ: ଭ୍ରଦକରେ ୨୪ ଘଣ୍ଟିଆ କର୍ଫ୍ୟୁ ଘୋଷଣା

ଭଦ୍ରକ: ପ୍ରବାସୀଙ୍କୁ ନେଇ ଦୁଇଟି ଟ୍ରେନ୍ ଆଜି ଭଦ୍ରକରେ ପହଞ୍ଚିବ । ଏନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ଅପରାହ୍ନ ୨ ଟାରୁ ଆଗାମୀ ୨୪ ଘଣ୍ଟା ଯାଏଁ ଚାରମ୍ପା ରେଳ ଷ୍ଟେସନର ୫୦୦ ମିଟର ପର୍ଯ୍ୟନ୍ତ ୧୪୪ ଆଧାରରେ କର୍ଫ୍ୟୁ ଲାଗୁ କରିବାକୁ ଜିଲ୍ଲା…

ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସରିବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ । ଆଜି ଲକ୍‌ଡାଉନର ୪୯ତମ ଦିବସ । ତେବେ ଆଗକୁ ଲକ୍ ଡାଉନ ବଢିବ କି ନାହିଁ ଏବଂ ଅନ୍ୟ ବିଷୟକୁ ନେଇ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି । ଦେଶବ୍ୟାପୀ ଲକ୍‌ଡାଉନ…

[ଦେଖନ୍ତୁ]ପତ୍ନୀ ନେହା ଧୁପିଆଙ୍କ ଉଚ୍ଚସ୍ୱରକୁ ବରଦାସ୍ତ କରୁଥିବା ସ୍ୱୀକାର କଲେ ଅଙ୍ଗଦ

ମୁମ୍ବାଇ: ସେଲିବ୍ରେଟି କପୁଲ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀଙ୍କର ରବିବାର ଦିନ ଥିଲା ଦ୍ୱିତୀୟ ବିବାହ ବାର୍ଷିକୀ। ଏହି ଅବସରରେ ପ୍ରଶଂସକଙ୍କ ସହ ବିବାହ ବାର୍ଷିକୀ ପାଳନ କରିବାକୁ ଯାଇ ଏହି କପୁଲ ପହଞ୍ଚିଥିଲେ ଇନଷ୍ଟାଗ୍ରାମରେ । ଇନଷ୍ଟାଗ୍ରାମରେ ଲାଇଭ୍ ସମୟରେ ଏହି ଦମ୍ପତି ପରସ୍ପର ଏବଂ…

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪୬ ନୂଆ କରୋନା ମାମଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ପ୍ରାୟ ୪୬ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି, ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ସଂଖ୍ୟା ୪୩୭ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ସଂଖ୍ୟା ସୋମବାର ସକାଳ ୯ଟା ସୁଦ୍ଧା ୩୯୧ ରହିଥିବା ବେଳେ ମଙ୍ଗଳବାର…